ବିଆଇପିଏଫ ପକ୍ଷରୁ କନ୍ୟା ଏକ୍ସପ୍ରେସ ଉଦ୍‌ଘାଟିତ

ବିଆଇପିଏଫ ପକ୍ଷରୁ କନ୍ୟା ଏକ୍ସପ୍ରେସ ଉଦ୍‌ଘାଟିତ କଟକ(ଏନ୍‌.ଏମ୍‌.): କନ୍ୟା ଏକ୍ସପ୍ରେସ, କିଶୋରୀ ବାଳିକାମାନଙ୍କ ମଧ୍ୟରେ ରକ୍ତହୀନତାକୁ ଦୂର କରିବା ଉଦ୍ଦେଶ୍ୟରେ ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ (ବିଆଇପିଏଫ) ଦ୍ୱାରା ଏକ ଅଭିନବ ମୋବାଇଲ୍ ଭ୍ୟାନ୍ ଲଞ୍ଚ କରାଯାଇଛି । ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ଗାଡ଼ି ଉଦ୍‌ଘାଟିତ ହୋଇଥିଲା । କନ୍ୟା ଏକ୍ସପ୍ରେସ ନିୟମିତ ଭାବରେ ଯୁବତୀଙ୍କ ହେମୋଗ୍ଲୋବିନ୍‌ସ୍ତର ଯାଞ୍ଚ କରିବ, ଫୋଲିକ୍ ଏସିଡ୍ ସପ୍ଲିମେଣ୍ଟ ବଣ୍ଟନ କରିବାରେ ସହଜ କରିବ…

Read More

ସିଏମସି ୪୮ନମ୍ବର ୱାର୍ଡ ଜଗତପୁରରେ ଆଇନ ସଚେତନତା ଶିବିର

ସିଏମସି ୪୮ନମ୍ବର ୱାର୍ଡ ଜଗତପୁରରେ ଆଇନ ସଚେତନତା ଶିବିର ଜଗତପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜଗତପୁର ଆଞ୍ଚଳିକ ସାମାଜିକ ସେବା ସଂଗଠନ ସହଯୋଗରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଏମସି ୪୮ନମ୍ବର ୱାର୍ଡ଼ ସ୍ଥିତ ୱାର୍ଡ ଅଫିସରେ ଶିବିର ଆୟୋଜନ ହୋଇଥିଲା । ଏକ ସଚେତନତା ପଦଯାତ୍ରା ଶାନ୍ତିନଗର ବସ୍ତି ଠାରୁ ବାହାରି ୱାର୍ଡ ଅଫିସ ସଭାସ୍ଥଳ ରେ ପହଞ୍ଚି ଥିଲା ।ଏହି ଶିବିରକୁ ପୂର୍ବତନ କର୍ପୋରେଟର ନୀରୋଦ ଚନ୍ଦ୍ର…

Read More

ଆଇଟିଆରରୁ ଗୁପ୍ତ ତଥ୍ୟ ଚୋରି ମାମଲାରେ ହାଇକୋର୍ଟଙ୍କ ରାଜ୍ୟ ଓ କେନ୍ଦ୍ରକୁ ନୋଟିସ୍‌

ଆଇଟିଆରରୁ ଗୁପ୍ତ ତଥ୍ୟ ଚୋରି ମାମଲାରେ ହାଇକୋର୍ଟଙ୍କ ରାଜ୍ୟ ଓ କେନ୍ଦ୍ରକୁ ନୋଟିସ୍‌ କଟକ(ଏନ୍‌.ଏମ୍‌.): ଚାନ୍ଦିପୁର ଆଇଟିଆରରୁ ତଥ୍ୟ ଚୋରି ମାମଲାର ତଦନ୍ତ ପ୍ରସଙ୍ଗରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ଏଥି ସହିତ ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆଙ୍କ ପକ୍ଷରୁ…

Read More

ଦାମୋଦର ସାହୁ ପାଇବେ ରାଧାନାଥ ରଥ ସମାଜସେବା ସମ୍ମାନ

ଦାମୋଦର ସାହୁ ପାଇବେ ରାଧାନାଥ ରଥ ସମାଜସେବା ସମ୍ମାନ କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଜନ ସେବକ ତଥା ହିନ୍ଦ ସେବକ ସଂଘର ରାଷ୍ଟ୍ରୀୟ ସଭାପତି ଦାମୋଦର ସାହୁଙ୍କୁ ତାଙ୍କର ଉଲ୍ଲେଖନୀୟ ସମାଜସେବା ପାଇଁ ଚଳିତ ବର୍ଷର ମର୍ଯ୍ୟାଦାପୂର୍ଣ୍ଣ ରାଧାନାଥ ରଥ ସମାଜସେବା ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି । ଏହି ଅବସରରେ ରାଧାନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଡିସେମ୍ବର ୬ତାରିଖରେ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କ ଜୟନ୍ତୀ ଉତ୍ସବରେ…

Read More

ଭିଜିଲାନ୍ସ ଜାଲରେ ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜର ପ୍ରତାପ ସାମଲ: ସମତ୍ତିର ଲମ୍ବା ଚିଠା ଦେଖି ଚଢ଼ାଉରେ ସାମିଲ ଅଧିକାରୀ ତାଜୁବ

ଭିଜିଲାନ୍ସ ଜାଲରେ ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜର ପ୍ରତାପ ସାମଲ: ସମତ୍ତିର ଲମ୍ବା ଚିଠା ଦେଖି ଚଢ଼ାଉରେ ସାମିଲ ଅଧିକାରୀ ତାଜୁବ ଭୁବନେଶ୍ୱର(ଏନ୍‌.ଏମ୍‌.): ବେଆଇନ ଭାବେ ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଏବେ ଭିଜିଲାନ୍ସ ଜାଲରେ ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜର ପ୍ରତାପ ସାମଲ । ବିଭିନ୍ନ ସ୍ଥାନରେ ଥିବା ଆପାଟମେଣ୍ଟର ସହିତ ରହିଛି ସୁଉଚ୍ଚ ଅଟ୍ଟାଳିକା । ରାଜଧାନୀ ଭୁବନେଶ୍ୱରରେ ୪ଟି ଜାଗାରେ ରହିଛି ସୁଉଚ୍ଚ ଅଟ୍ଟାଳିକା । ତେବେ ବେଆଇନ ଭାବେ ସମ୍ପତ୍ତି ଠୁଳ କରିଥିବା…

Read More

କରୋନା କଟକଣା ଯୋଗୁଁ ଏବର୍ଷ ହେବନାହିଁ କଟକର ଐତିହାସିକ ବାଲିଯାତ୍ରା

କରୋନା କଟକଣା ଯୋଗୁଁ ଏବର୍ଷ ହେବନାହିଁ କଟକର ଐତିହାସିକ ବାଲିଯାତ୍ରା #କଟକ (ଏନ୍‌.ଏମ୍‌.): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ଭାବେ ରୋକା ଯାଇ ପାରିନାହିଁ । ସମ୍ପ୍ରତି କଟକ, ଖୋର୍ଦ୍ଧା ଭଳି ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ପ୍ରତିଦିନ କିଛିନା କିଛି ନୂତନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେଣୁ ରାଜ୍ୟ ସରକାର ଓ ପ୍ରଶାସନ କରୋନା କଟକଣାକୁ ବଳବତ୍ତର ରଖିବାକୁ ବାଧ୍ୟ ହୋଇଛନ୍ତି । ତେବେ କଟକଣାରେ କିଛିଟା କୋହଳ…

Read More