ନିମପୁର ଶ୍ମଶାନ ରେ ୧୦୦୮ଦୀପ ଦାନ
ନିମପୁର ଶ୍ମଶାନ ରେ ୧୦୦୮ଦୀପ ଦାନ ଜଗତପୁର(ଏନ୍.ଏମ୍.): ଜଗତପୁର ଅଞ୍ଚଳର ସର୍ବ ପ୍ରାଚୀନ ନିମପୁର ଶ୍ମଶାନରେ ପବିତ୍ର ଦୀପାବଳୀ ଅବସରରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପୂର୍ବତନ କର୍ପୋରେଟର ନୀରୋଦ ଚନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ୧୦୦୮ ଦୀପ ଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବୟୋଜ୍ୟେଷ୍ଠ ମୁରବୀ ହରିହର ପଣ୍ଡା, ତ୍ରିଲୋଚନ ପଣ୍ଡା, ସଚ୍ଚିଦାନନ୍ଦ ଶୁକ୍ଳ, ମହେନ୍ଦ୍ର ମହାନ୍ତି,ବିଭୁଦତ୍ତ ଶୁକ୍ଳ, ତୀର୍ଥାନନ୍ଦ ପଣ୍ଡା, ମାନସ ପରିଡା, ଶ୍ରୀମନ୍ତ ପଣ୍ଡା, ଲୋକନାଥ ଶତପଥୀ, ବିଶ୍ୱଜିତ ମହାନ୍ତି, ଅରୁଣ ଭୂୟାଁ,…
