ବେଆଇନ୍ ବିସ୍ଫୋରକ ବାଣ ରଖି ଜଣେ ଗିରଫ
ବେଆଇନ୍ ବିସ୍ଫୋରକ ବାଣ ରଖି ଜଣେ ଗିରଫ ଜଗତପୁର(ଏନ୍.ଏମ୍.): ଜଗତପୁର ଥାନା ପଦ୍ମପୁର ଅଞ୍ଚଳରେ ବେଆଇନ୍ ଭାବେ ବିସ୍ଫୋରକ ବାଣ ପ୍ରସ୍ତୁତ କରି ବିକ୍ରି କରିବା ଅଭିଯୋଗରେ ପୁଲିସ ଚଢ଼ାଉ କରିଛି । ଏଥିସହ ଘରେ ରଖିଥିବା ଘଟଣାରେ ପୁଲିସ୍ ବାଣ ମାଲିକକୁ ଗିରଫ କରିଛି । ଗିରଫ ଜଣକ ସ୍ଥାନୀୟ ଥାନା ପଦ୍ମପୁର ଅଞ୍ଚଳର ଫକିର ଚରଣ ନାୟକ ବୋଲି ଜଣାପଡ଼ିଛି । ପୁଲିସ୍ ସୂଚନା ଅନୁଯାୟୀ, ମାନବ ଜୀବନ ପାଇଁ ବିପଦ ରହିଥିବା ବାଣ…
