ବାଣ ଫୁଟାଇବା ଓ ବିକ୍ରି ନେଇ କଟକଣା ଜାରିକଲେ ସ୍ୱତନ୍ତ୍ର ରିଲିଫ କମିଶନର

ବାଣ ଫୁଟାଇବା ଓ ବିକ୍ରି ନେଇ କଟକଣା ଜାରିକଲେ ସ୍ୱତନ୍ତ୍ର ରିଲିଫ କମିଶନର ଭୁବନେଶ୍ୱର(ଏନ୍‌.ଏମ୍‌.): ଉଚ୍ଚ ନ୍ୟାୟାଳୟରେ ରାୟ ପ୍ରକାଶ ପରେ ଦୀପାବଳିରେ ସବୁଜ ବାଣ ବିକ୍ରି ଓ ଫୁଟାଇବାକୁ ନେଇ ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଗାଇଡଲାଇନ୍ ଜାରି କରିଛନ୍ତି । ଏହାସହିତ ବାଣ ବିକ୍ରି ଓ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟ, ହାଇକୋର୍ଟ ଓ ଏନଜିଟିଙ୍କ ନିର୍ଦ୍ଦେଶନାମାର ଉଲ୍ଲଘଂନ ହେଲେ ସମ୍ପୃକ୍ତ ଅଂଚଳର ପ୍ରଶାସନିକ ଅଧିକାରୀ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ସତର୍କ…

Read More

ନୂତନ ଛାତ୍ରଛାତ୍ରୀକୁ ସ୍ୱାଗତ ସମ୍ବର୍ଦ୍ଧନା

ନୂତନ ଛାତ୍ରଛାତ୍ରୀକୁ ସ୍ୱାଗତ ସମ୍ବର୍ଦ୍ଧନା ଜଗତପୁର(ଏନ୍‌.ଏମ୍‌.): ଜଗତପୁରସ୍ଥିତ ଲକ୍ଷ୍ମୀ ନାରାୟଣ ସାହୁ ମହାବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଶିକ୍ଷାନୁଷ୍ଠାନରେ ଚଳିତ ବର୍ଷ ପାଇଁ ନୂତନ ଭାବେ ନାମ ଲେଖାଇଥିବା + ୩ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କୁ କଲେଜ ପରିସରରେ ସ୍ୱାଗତ କରାଯାଇଥିଲା । ପ୍ରକାଶ ଥାଉକି ସମ୍ପ୍ରତି ମହାମାରୀ କରୋନା ଯେଉଁ ଭଳି ଶିକ୍ଷାକୁ ପ୍ରଭାବିତ କରିଛି, ତାକୁ ପିଲାଙ୍କ ମାନସିକତାରୁ ଦୂରେଇ ଶିକ୍ଷା ପ୍ରତି ଆଗ୍ରହ…

Read More

କଟକ ରେଲେୱ ପ୍ରିପେଡ ଅଟୋ ଆସୋସିଏସନ ପକ୍ଷରୁ ଡିସିପିଙ୍କୁ ଦାବିପତ୍ର

କଟକ ରେଲେୱ ପ୍ରିପେଡ ଅଟୋ ଆସୋସିଏସନ ପକ୍ଷରୁ ଡିସିପିଙ୍କୁ ଦାବିପତ୍ର କଟକ (ଏନ୍‌.ଏମ୍‌.): କଟକ କମିଶନରେଟ୍ ପୁଲିସର ରେଲେୱ ପ୍ରିପେଡ ଅଟୋ ଆସୋସିଏସନ ପକ୍ଷରୁ ଡି.ସି.ପିଙ୍କୁ ଭେଟି ଏକ ଦାବିପତ୍ର ପଦାନ କରାଯାଇଛି । ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, କଟକ ରେଲେୱ ପ୍ରିପେଡ ଅଟୋ ଆସୋସିଏସନର ୨୧୦ ସଦସ୍ୟ ସରକାରୀ ଧାର୍ଯ୍ୟ ମୂଲ୍ୟରେ ରେଲେୱ ଷ୍ଟେସନରୁ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଅଟୋସେବା ଯୋଗାଇ ଆସୁଛନ୍ତି । ମାତ୍ର ତୈଳଦର ୭୦ଟଙ୍କା ଥିବାବେଳେ ଭଡା ଯେତିକି…

Read More

ସୀମା ସୁରକ୍ଷା ବଳ ସୀମାନ୍ତ ସାମରିକ ମୁଖ୍ୟାଳୟ ଠାରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଭବ୍ୟ ସମ୍ମାନ

ସୀମା ସୁରକ୍ଷା ବଳ ସୀମାନ୍ତ ସାମରିକ ମୁଖ୍ୟାଳୟ ଠାରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଭବ୍ୟ ସମ୍ମାନ ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱର ସ୍ଥିତ ସୀମା ସୁରକ୍ଷା ବଳ ସୀମାନ୍ତ ସାମରିକ ମୁଖ୍ୟାଳୟ (ସ୍ୱତନ୍ତ୍ର ଅପରେସନ) ଠାରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଭବ୍ୟ ସ୍ୱାଗତ କରାଯାଇଛି । ଆଜି ପୂର୍ବାହ୍ଣରେ ବିଜୟ ମଶାଲକୁ ୧୨୦ ବାଟାଲିୟନ ପକ୍ଷରୁ କର୍ଣ୍ଣେଲ ଯଶୱନ୍ତ ସିଂ ସାମରିକ ମର୍ଯ୍ୟାଦାର ସହ ପାଇପ୍ ବ୍ୟାଣ୍ଡ ଶୋଭାଯାତ୍ରା ମଧ୍ୟରେ ସେନା ସୁରକ୍ଷାବଳ(ବି.ଏସ୍‌.ଏଫ) କାର୍ଯ୍ୟାଳୟରେ ପହଁଚାଇଥିଲେ । ସୀମା ସୁରକ୍ଷା…

Read More

ଏଥର ଦୀପାବଳିରେ ଗ୍ରୀନ କ୍ରାକର ଫୁଟାଇବାକୁ ହାଇକୋର୍ଟରୁ ମିଳିଲା ଅନୁମତି

ଏଥର ଦୀପାବଳିରେ ଗ୍ରୀନ କ୍ରାକର ଫୁଟାଇବାକୁ ହାଇକୋର୍ଟରୁ ମିଳିଲା ଅନୁମତି କଟକ(ଏନ୍‌.ଏମ୍‌.): ଏଥର ଦୀପାବଳିରେ ଗ୍ରୀନ୍ କ୍ରାକର ବାଣ ଫୁଟାଇବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି । ଚଳିତ ବର୍ଷ କରୋନା ସଂକ୍ରମଣର ଆଶଙ୍କା ରହିଥିବା ଯୋଗୁଁ ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଲାଗୁ କରାଯାଇଛି । ଏହି ପରିପ୍ରେକ୍ଷୀରେ ଦୀପାବଳୀ ପାଳନ ଉପରେ ମଧ୍ୟ କଟକଣା ଜାରି କରାଯାଇଥିଲା । ବାଣ ଫୁଟାଇବା ଉପରେ ପ୍ରଶାସନ ଅଙ୍କୁଶ ଲଗାଇଥିବାବେଳେ ହାଇକୋର୍ଟ ଏଥିରେ କିଛି କୋହଳ…

Read More