ଆନ୍ଦୋଳନରତ କୃଷକମାନଙ୍କ ଉପରେ ଲାଠିଚାର୍ଜ ପ୍ରତିବାଦରେ ଏସ୍‌.ୟୁ.ସି.ଆଇ(ସି)ର ବିକ୍ଷୋଭ

ଆନ୍ଦୋଳନରତ କୃଷକମାନଙ୍କ ଉପରେ ଲାଠିଚାର୍ଜ ପ୍ରତିବାଦରେ ଏସ୍‌.ୟୁ.ସି.ଆଇ(ସି)ର ବିକ୍ଷୋଭ କଟକ(ଏନ୍‌.ଏମ୍‌.): ହରିୟାଣାର କର୍ଣ୍ଣଲଠାରେ ଚାଷୀ ବିରୋଧି କେନ୍ଦ୍ର କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କ ଉପରେ ବିଜେପି ଶାସିତ ହରିୟାଣା ସରକାରର ପୋଲିସ ବାହିନୀ ଗତ ୨୮ତାରିଖରେ ଅତ୍ୟନ୍ତ ନିର୍ମମ ଭାବରେ ଲାଠିଚାର୍ଜ କରିଛି । ଫଳରେ ଶତାଧିକ କୃଷକ ଆହତ ହେବା ସହ ଜଣେ କୃଷକ ମୃତ୍ୟୁବରଣ କରିଛନ୍ତି । ଏହି ଲାଠି ଚାର୍ଜ ଘଟଣାରେ ସଂପୃକ୍ତ ଅଧିକାରୀଙ୍କୁ କଠୋର ଶାସ୍ତି ପ୍ରଦାନ କରିବା,…

Read More

ହଟିଲା ସପ୍ତାହାନ୍ତ ସଟଡାଉନ: ରାତି ୧୦ଟା ଯାଏଁ ଖୋଲିବ ଦୋକାନ ବଜାର

ହଟିଲା ସପ୍ତାହାନ୍ତ ସଟଡାଉନ: ରାତି ୧୦ଟା ଯାଏଁ ଖୋଲିବ ଦୋକାନ ବଜାର # ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ କରୋନା ସଂକ୍ରମଣ ଧିରେଧିରେ ହ୍ରାସ ପାଉଥିବା ବେଳେ ସେପ୍ଟେମ୍ବର ମାସ ପାଇଁ କଟକଣା କୋହଳ କରାଯାଇଛି । ତେବେ କରୋନା ମହାମାରୀକୁ ନେଇ ସେପ୍ଟେମ୍ବର ମାସର ଗାଇଡ ଲାଇନ୍ ଜାରି ହୋଇଛି । ଏନେଇ ସ୍ୱେତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ କୁମାର ଜେନା ଘାଷଣା କରିଛନ୍ତି । ନୂଆ ଗାଇଡଲାଇନ ଆସନ୍ତା ଅକ୍ଟୋବର୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ…

Read More

ଜନ୍ମାଷ୍ଟମୀ ଉପଲକ୍ଷେ ମୋ ଲେଖା ମୋ ଦୁନିଆ ଅନୁକୂଲ୍ୟରେ ରାଜ୍ୟସ୍ତରୀୟ କବିତା ଆସର

ଜନ୍ମାଷ୍ଟମୀ ଉପଲକ୍ଷେ ମୋ ଲେଖା ମୋ ଦୁନିଆ ଅନୁକୂଲ୍ୟରେ ରାଜ୍ୟସ୍ତରୀୟ କବିତା ଆସର # କଳାହାଣ୍ଡି (ଏନ୍‌.ଏମ୍‌.): ଯୁବ ସାହିତ୍ୟସ୍ରଷ୍ଟା ଖୁସିରାମ ସାହୁଙ୍କ ଦ୍ୱାରା ପ୍ରତିଷ୍ଠା କରା ଯାଇଥିବା ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମୋ ଲେଖା ମୋ ଦୁନିଆ ପକ୍ଷରୁ ରାଜ୍ୟସ୍ତରୀୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି ।ସୁପ୍ତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣି ସେମାନଙ୍କୁ ପ୍ରେରଣା ଯୋଗେଇଦେବା ଓ ସେମାନଙ୍କ ଦ୍ୱାରା ରଚିତ ଗଳ୍ପ ଓ କବିତାକୁ ସାରା ଦୁନିଆ ପାଖରେ ପହଞ୍ଚାଇବା ଏହି ଅନୁଷ୍ଠାର…

Read More

ଜବାନ ବଞ୍ଚାଇଲେ ପାଞ୍ଚବର୍ଷର କୋମଲମତି କୁନି ଶିଶୁର ଜୀବନ

ଜବାନ ବଞ୍ଚାଇଲେ ପାଞ୍ଚବର୍ଷର କୋମଲମତି କୁନି ଶିଶୁର ଜୀବନ କଳାହାଣ୍ଡି (ଏନ୍‌.ଏମ୍‌.): ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ କର୍ଲାପଡା ଗ୍ରାମର ଭାରତୀୟ ସେନାରେ କାର୍ଯ୍ୟରତ ମଳୟ ରଞ୍ଜନ ଗଡତିଆଙ୍କ ପାଇଁ ଜଣେ ପାଞ୍ଚବର୍ଷର କୁନି ଶିଶୁର ଜୀବନ ବଞ୍ଚିଯାଇଛି । ସେ ଦେଶ ସୁରକ୍ଷା ସହ ସମାଜ ସେବାରେ ନିଜକୁ ନିୟୋଜିତ କରି ନିଜକୁ ଖୁସି ଅନୁଭବ କରୁଥିବା କହିଛନ୍ତି । ମଳୟ ଛୁଟିରେ ନିଜ ଗ୍ରାମକୁ ଆସିଥିଲେ । ଯେତେବେଳେ ସେ ନର୍ଲା ବ୍ଲକ ଦହଲ…

Read More