ଟାଙ୍ଗୀ-ଚୌଦ୍ୱାର ନପଙ୍ଗରେ ବିଜେଡ଼ିର ମିଶ୍ରଣ ପର୍ବ: ୮୦ରୁ ଉର୍ଦ୍ଧ୍ୱ ବିଜେପି କର୍ମୀଙ୍କ ଯୋଗଦାନ

ଟାଙ୍ଗୀ-ଚୌଦ୍ୱାର ନପଙ୍ଗରେ ବିଜେଡ଼ିର ମିଶ୍ରଣ ପର୍ବ: ୮୦ରୁ ଉର୍ଦ୍ଧ୍ୱ ବିଜେପି କର୍ମୀଙ୍କ ଯୋଗଦାନ ଟାଙ୍ଗୀ(ଏନ୍‌.ଏମ୍‌.): ସାଲେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଥା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଧୀନସ୍ଥ ନପଙ୍ଗ ପଞ୍ଚାୟତ ବିଜୁ ଜନତାଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ମୁଖ୍ୟାଳୟ ଇଟୁଆ ଠାରେ ଆୟୋଜିତ ସମାବେଶରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ମୁଖ୍ୟଅତିଥି, ପଞ୍ଚାୟତ ସମିତି ଅଧ୍ୟକ୍ଷା ଜୟଶ୍ରୀ ପ୍ରଧାନ, କଟକ ଜିଲ୍ଲା ବିଜେଡି…

Read More

ଅଞ୍ଚଳବାସୀଙ୍କ ବିରୋଧ ସତ୍ତ୍ୱେ ଟାୱାର ନିର୍ମାଣ: କୁହୁଳୁଛି ଅସନ୍ତୋଷ

ଅଞ୍ଚଳବାସୀଙ୍କ ବିରୋଧ ସତ୍ତ୍ୱେ ଟାୱାର ନିର୍ମାଣ: କୁହୁଳୁଛି ଅସନ୍ତୋଷ କଟକ(ଏନ୍‌.ଏମ୍‌.): ଅଞ୍ଚଳବାସୀଙ୍କ ବିରୋଧ ତଥା ପ୍ରଶାସନିକ ନିର୍ଦ୍ଦେଶ ସତ୍ତ୍ୱେ ବେଆଇନ ଭାବେ ଟାୱାର ନିର୍ମାଣକୁ ନେଇ ଅସନ୍ତୋଷ କୁହୁଳୁଛି । ସ୍ଥାନୀୟ ମଙ୍ଗଳାବାଗ ନୂଆପାଟଣା ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ଛାତ ଉପରେ ରିଲାଏଲ୍ସ ଜିଓ ଟାୱାର ନିର୍ମାଣ କରୁଛି । ତେବେ ଏହି ଟାୱାର ଜନବସତି ଭିତରେ ରହିବା ଦ୍ୱାରା ଝଡ଼ ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଆଶଙ୍କାରେ ଅଞ୍ଚଳବାସୀ…

Read More