ତହସିଲ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

ତହସିଲ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ ନରସିଂହପୁର(ଏନ୍‌.ଏମ୍‌.): ତହସିଲ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଚାଷୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ । ନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିସାହି ଗ୍ରାମ ପଂଚାୟତର ଶତାଧିକ ଚାଷୀ ନରସିଂହପୁର ଟାଉନ ପରିକ୍ରମା କରି ନରସିଂହପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଠିକା ସଂସ୍ଥା ଏଲଆଣ୍ଡଟି ବିରୁଦ୍ଧରେ ନାରବାଜି କରିଥିଲେ ।ସୂଚନା ଅନୁଯାୟୀ ନରସିଂହପୁର ଅଞ୍ଚଳର…

Read More

କଟକ ବଡ଼ମେଡ଼ିକାଲରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା ଇକମୋ ୟୁନିଟ

କଟକ ବଡ଼ମେଡ଼ିକାଲରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା ଇକମୋ ୟୁନିଟ କଟକ(ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲ(ଏସସିବି)ରେ ରାଜ୍ୟବସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ କରି ଇକମୋ ୟୁନିଟର ଉଦଘାଟନ କରିଛନ୍ତି । ଏହା ରାଜ୍ୟର ପ୍ରଥମ ଚିକିତ୍ସା ପଦ୍ଧତି । ଇକମୋ ଚିକିତ୍ସା ସେବାର ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ଗୁରୁତର କୋଭିଡ ରୋଗୀଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ । ଓଡ଼ିଶାରେ ହିଁ ରୋଗୀ ଚିକିତ୍ସିତ ହେବେ । ଏହି ଚିକିତ୍ସା ପାଇଁ…

Read More

ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ବିରୋଧ କରି କଳାପତାକା ଦେଖାଇଲା ବିଜେପି, ୫୦ରୁ ଊର୍ଦ୍ଧ୍ୱ କର୍ମୀ ଗିରଫ

ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ବିରୋଧ କରି କଳାପତାକା ଦେଖାଇଲା ବିଜେପି, ୫୦ରୁ ଊର୍ଦ୍ଧ୍ୱ କର୍ମୀ ଗିରଫ କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀଙ୍କ କଟକଗସ୍ତକୁ ବିରୋଧ କରି ବିଜେପି ପକ୍ଷରୁ କଳାପତାକା ପଦର୍ଶନ କରିବା ଅଭିଯୋଗରେ କର୍ମୀମାନଙ୍କୁ ଗିରଫ କରାଯାଇଛି । କଟକରେ କୋଭିଡ ପରିଚାଳନାରେ ସରକାରଙ୍କ ବିଫଳତା, ଡେଙ୍ଗୁ ପ୍ରତିକାର, ଜାଇକା, ନାଳ ନର୍ଦ୍ଧମା, ବିପର୍ଯ୍ୟସ୍ତ ରାସ୍ତା ଘାଟ, ବିଜୁଳି ବିଭ୍ରାଟ, ପଙ୍ଗୁ ସ୍ୱାସ୍ଥ୍ୟସେବା, ଭ୍ରଷ୍ଟ ଶିକ୍ଷା ବ୍ୟବସ୍ଥା, ଆଇନ ଶୃଙ୍ଖଳାରେ ଅବନ୍ନତି, ବସ୍ତି ବାସିନ୍ଦା ଥଇଥାନ ଆଦିରେ ସମ୍ପୂର୍ଣ୍ଣ…

Read More

କରୋନାରେ ଆଖିବୁଜିଲେ ୨ ଶିଶୁକନ୍ୟା

କରୋନାରେ ଆଖିବୁଜିଲେ ୨ ଶିଶୁକନ୍ୟା ଭୁବନେଶ୍ୱର(ଏନ୍‌.ଏମ୍‌.): କରୋନାରେ ରାଜ୍ୟରେ ପୁଣି ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ଉଭୟ ମୃତ ଶିଶୁ କନ୍ୟାସନ୍ତାନ ବୋଲି ଜଣାପଡ଼ିଛି । ଦୁହିଁଙ୍କ ମଧ୍ୟରୁ ଜଣେ ମୟୂରଭଞ୍ଜ ଜିଲାର ୫ ମାସର ଶିଶୁ କନ୍ୟା ଏବଂ ସେ ହୃଦରୋଗରେ ମଧ୍ୟ ଆକ୍ରାନ୍ତ ଥିଲା । ଅନ୍ୟ ଜଣେ କଟକ ଜିଲାର ୧୨ ଦିନର ଶିଶୁକନ୍ୟା, ସେ ହେମୋଗ୍ଲୋବିନୋପାଥିରେ ଆକ୍ରାନ୍ତ ଥିଲା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍…

Read More