ପ୍ରକାଶ ପାଇଲା ମାଟ୍ରିକ୍ ଅଫଲାଇନ୍ ରେଜଲ୍ଟ, ପାସ୍ ହାର ୮୦.୮୩ ପ୍ରତିଶତ
ପ୍ରକାଶ ପାଇଲା ମାଟ୍ରିକ୍ ଅଫଲାଇନ୍ ରେଜଲ୍ଟ, ପାସ୍ ହାର ୮୦.୮୩ ପ୍ରତିଶତ କଟକ(ଏନ୍.ଏମ୍.): ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ କରିଛନ୍ତି । ୧୪୧ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ମୋଟ ପାସ ହାର୮୦.୮୩ପ୍ରତିଶତ ରହିଛି । ପାସ୍ଙ୍କ ମଧ୍ୟରୁ ପୁଅ ୩୧୦୦ ଓ ଝିଅ ୨୧୩୩ ରହିଛନ୍ତି । ଅନଲାଇନ୍ ମାର୍କିଂରେ ଅସନ୍ତୁଷ୍ଟ ହୋଇ ଛାତ୍ରୀଛାତ୍ରୀମାନେ ଅଫଲାଇନ ପରୀକ୍ଷା ଦେଇଥିଲେ ।…
