ଆରପାରିରେ ସାମ୍ୟବାଦୀ ଚିନ୍ତକ ତଥା ବରିଷ୍ଠ ସାମ୍ବାଦିକ କାଳୀ ମିଶ୍ର

ଆରପାରିରେ ସାମ୍ୟବାଦୀ ଚିନ୍ତକ ତଥା ବରିଷ୍ଠ ସାମ୍ବାଦିକ କାଳୀ ମିଶ୍ର କଟକ(ଏନ୍‌.ଏମ୍‌.): ସାମ୍ୟବାଦୀ ଚିନ୍ତକ, ସମାଜ ସଂସ୍କାରକ ତଥା କଟକର ବରିଷ୍ଠ ସାମ୍ବାଦିକ କାଳୀ ମିଶ୍ରଙ୍କ ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି । ତାଙ୍କର ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଖବର ପାଇ ବହୁ ବୁଦ୍ଧିଜୀବୀ, ସାମ୍ବାଦିକ, ବାମପନ୍ଥୀ ନେତାମାନେ ସ୍ଥାନୀୟ ସିଦ୍ଧେଶ୍ୱର ସାହିସ୍ଥିତ ଭଡ଼ାଘରେ ଶେଷ ଦର୍ଶନ କରିଥିଲେ । ତାଙ୍କର ପରଲୋକ ପରେ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାର…

Read More

ହାଇଲେବଲ କେନାଲରେ ୩୦ଫୁଟ୍‌ର ଘାଇ: ନଦୀବନ୍ଧ ତଥା ସାଇଫନ୍ ସୁରକ୍ଷାନେଇ ପ୍ରଶ୍ନବାଚୀ

ହାଇଲେବଲ କେନାଲରେ ୩୦ଫୁଟ୍‌ର ଘାଇ: ନଦୀବନ୍ଧ ତଥା ସାଇଫନ୍ ସୁରକ୍ଷାନେଇ ପ୍ରଶ୍ନବାଚୀ ଟାଙ୍ଗୀ(ଏନ୍‌.ଏମ୍‌.): ମହାନଦୀର ଚୌଦ୍ୱାର ବ୍ୟାରେଜରୁ ବାହାରି ଯାଜପୁର ଜିଲ୍ଲାକୁ ଲମ୍ବିଥିବା ସର୍ବପୂରାତନ ହାଇଲେବଲ କେନାଲର ଟାଙ୍ଗୀ ନିକଟରେ ପ୍ରାୟ ୩୦ଫୁଟ୍‌ର ଘାଇ ସୃଷ୍ଟିହେବା ଘଟଣା ସୋମବାର ସ୍ଥାନୀୟ ଅଞ୍ଚଳରେ ଅଲୋଡ଼ନ ସୃଷ୍ଟି କରିଛି । ଧନଜୀବନ କିମ୍ବା କୃଷିକ୍ଷେତର କୌଣସି କ୍ଷତି ଘଟିନଥିବା ଜାଣିବାକୁ ମିଳିଥିବାବେଳେ ଜଳସ୍ତର କମିବା ବିଳମ୍ବ ଯୋଗୁଁ ସନ୍ଧ୍ୟାସୁଦ୍ଧା ବନ୍ଧାଇବା କର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି । ସୂଚନା…

Read More

ଶିକ୍ଷକଙ୍କ ଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଏବିଇଓ

ଶିକ୍ଷକଙ୍କ ଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଏବିଇଓ କଟକ (ଏନ୍‌.ଏମ୍‌.): ଜଣେ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ମୁରିବାହାଲ ଏବିଇଓ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ଏବିଇଓ ଦେବରାଜ ଦାସଙ୍କୁ ସମ୍ବଲପୁର ଭିଜିଲାନ୍ସ ଗିରଫ କରିଛି । ସୂଚନା ଅନୁଯାୟୀ, ୨୦୧୯ ମସିହାରେ ମେଡିକାଲ୍ ଛୁଟିରେ ଥିବା ଚାଉଲଫୁଫୁଡ଼ା ସ୍କୁଲର ଶିକ୍ଷକ ବଇଦ୍ରୁତ ସାହୁ ସ୍ୱାଧୀନତା ଦିବସରେ ଅନୁପସ୍ଥିତ ଥିବା ଯୋଗୁ…

Read More

ଆଫଗାନକୁ ନେଇ କେନ୍ଦ୍ରର ସର୍ବଦଳୀୟ ବୈଠକ ୨୬ରେ: ବିରୋଧୀଙ୍କୁ ଦିଆଯିବ ସବୁ ତଥ୍ୟ

ଆଫଗାନକୁ ନେଇ କେନ୍ଦ୍ରର ସର୍ବଦଳୀୟ ବୈଠକ ୨୬ରେ: ବିରୋଧୀଙ୍କୁ ଦିଆଯିବ ସବୁ ତଥ୍ୟ ନୂଆଦିଲ୍ଲୀ(ଏଜେନ୍ସି): ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ସେଠାରେ ଅରାଜକତା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ହିଂସା ଗ୍ରସ୍ତ ଆଫଗାନରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଏବେ ସରକାରଙ୍କ ଆଗରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏସବୁ ଭିତରେ ଭାରତୀୟ ବାୟୁସେନା ପ୍ରାୟ ୭୦୦ ଜଣ ଭାରତୀୟ ଓ ଆଫଗାନ ନାଗରିକଙ୍କୁ ନୂଆଦିଲ୍ଲୀକୁ ଆଣି ସାରିଲାଣି ।…

Read More

୫ ବର୍ଷ ଧରି ଫେରାର ଥିବା ଡି. ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଦୀଲୁ ଗିରଫ

୫ ବର୍ଷ ଧରି ଫେରାର ଥିବା ଡି. ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଦୀଲୁ ଗିରଫ କଟକ (ଏନ୍‌.ଏମ୍‌.): ଗ୍ୟାଙ୍ଗଷ୍ଟାର ଡି. ବ୍ରଦର୍ସ (ଧଳସାମନ୍ତ ଭ୍ରାତାଦ୍ୱୟ)ଙ୍କ ଘନିଷ୍ଠ ସହଯୋଗୀ ଦୀଲୁ ଓରଫ ପ୍ରଦୀପ କୁମାର ସାହୁକୁ କଟକ କମିଶନରେଟ ପୁଲିସ ଗିରଫ କରିଛି । ତା ନାମରେ ଅନେକ ଅପରାଧିକ ମାମଲା ରହିଥିବାବେଳେ ଦୀର୍ଘ ୫ ବର୍ଷ ଧରି ଦୀଲୁ ପୁଲିସ ଆଖିରେ ଧୁଳି ଦେଇ ଫେରାର ଥିଲା । ଦୀଲୁ ୨୦୧୬ ମସିହାର ବହୁ ଚର୍ଚ୍ଚିତ ଦୀପୁ…

Read More