ଫାର୍ମ ହାଉସ ପୋଖରୀରୁ ଛାତ୍ରୀର ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ
ଫାର୍ମ ହାଉସ ପୋଖରୀରୁ ଛାତ୍ରୀର ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ ଭୁବନେଶ୍ୱର (ଏନ୍.ଏମ୍.): ଭୁବନେଶ୍ୱର କମିଶନରେଟ ପୁଲିସ ଅନ୍ତର୍ଗତ ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଏକ ଫାର୍ମ ହାଉସ୍ ପୋଖରୀରୁ ଜଣେ ଛାତ୍ରୀଙ୍କ ମୃତଦେହ ମିଳିଛି । ତେବେ କେହି କେହି ଏହାକୁ ଆତ୍ମହତ୍ୟା କହୁଥିବାବେଳେ ଝିଅର ପରିବାର ପକ୍ଷରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କୁହାଯାଉଛି । ମୃତା ଛାତ୍ରୀଙ୍କ ନାମ କାମିନୀ ପ୍ରିୟଦର୍ଶୀନି ବୋଲି ଜଣାପଡ଼ିଛି । ନନ୍ଦନକାନନ ନିକଟସ୍ଥ ରଘୁନାଥପୁର ଅଞ୍ଚଳରେ…
