ମହେନ୍ଦ୍ର କରଙ୍କର ସ୍ମୃତିରେ ଆନ୍ତର୍ଜାତୀକ ଆଭାସି ଶ୍ରଦ୍ଧାଞ୍ଜଳି ସଭା
ମହେନ୍ଦ୍ର କରଙ୍କର ସ୍ମୃତିରେ ଆନ୍ତର୍ଜାତୀକ ଆଭାସି ଶ୍ରଦ୍ଧାଞ୍ଜଳି ସଭା ନୂଆଦିଲ୍ଲୀ/ ଭୁବନେଶ୍ୱର(ଏନ୍.ଏମ୍.): ଆମେରିକାରେ ଅବସ୍ଥାପିତ ଲବ୍ଧପ୍ରତିଷ୍ଠ ଆର୍କିଟେକ୍ଟ ସ୍ୱର୍ଗତ ମହେନ୍ଦ୍ର କରଙ୍କର ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଏକ ଆନ୍ତର୍ଜାତୀକ ଆଭାସି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅନଲାଇନ୍ ଶୋକ ଅଧିବେଶନରେ ସାରା ବିଶ୍ୱର ଶତାଧିକ ସ୍ୱର୍ଗତ କରଙ୍କର ବନ୍ଧୁ, ଶୁଭେଚ୍ଛୁ, ଅନୁଗାମୀ, ପରିବାରବର୍ଗ, ପରିଜନ ଏବଂ ଓଡ଼ିଶା ସୋସାଇଟି ଅଫ୍ ଆମେରିକାଜ୍ (ଓସା)ର କର୍ମକର୍ତ୍ତାମାନେ ଯୋଗଦେଇ ତାଙ୍କର ଅମର ଆତ୍ମାର ଶାନ୍ତି ଓ ସଦଗତି…
