ସିନିୟର ବାଲି କୁସ୍ତି ପ୍ରତିଯୋଗିତା

ସିନିୟର ବାଲି କୁସ୍ତି ପ୍ରତିଯୋଗିତା କଟକ (ଏନ୍‌.ଏମ୍‌.): ଓଡ଼ିଶା କୁସ୍ତି ସଂଘ ଆନୁକୂଲ୍ୟରେ ପ୍ରଥମ ସିନିୟର ବାଲି କୁସ୍ତି ପ୍ରତିଯୋଗିତା ସ୍ଥାନୀୟ ବାରବାଟୀ ଷ୍ଟାଡିୟମ ସ୍ଥିତ କ୍ଲବ ହାସଲ ଠାରେ ଅନୁଷ୍ଠିତ ହୋଇଯାଇଛି । ସିନିୟର ବିଭାଗର ୭୦ କେଜି ବାଳକରେ ପୁରୀର ପୁର୍ଣ୍ଣଚନ୍ଦ୍ର ଦାସ, ପ୍ରଥମ, କଟକର ଅଜିତ କୁମାର ଫୁଲଟନ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ସିନିୟର ୮୦ କେଜି ବାଳକରେ ପୁରୀର କେଦାର ଦଲାଇ ପ୍ରଥମ, ବାଦଲ ସାମଲ ଦ୍ୱିତୀୟ, ସିନିୟର ୯୦…

Read More

ଧରାପଡ଼ିଲେ ଗାଡ଼ି ଲୁଟେରା : ୮ ଦୁଇ ଚକିଆ ଗାଡି ଉଦ୍ଧାର

ଧରାପଡ଼ିଲେ ଗାଡ଼ି ଲୁଟେରା : ୮ ଦୁଇ ଚକିଆ ଗାଡି ଉଦ୍ଧାର କଟକ(ଏନ୍‌.ଏମ୍‌.): କଟକ ସହରରେ ଘନଘନ ବାଇକ ଚୋରି ହେଉଥିବାବେଳେ ଏହି ଲୁଟେରାମାନଙ୍କୁ ଧରିବାରେ ମଧୁପାଟଣା ପୁଲିସକୁ ସଫଳତା ମିଳିଛି । ଏହି ଅଞ୍ଚଳରେ ସିରିଜ ବାଇକ ଚୋରି ଘଟଣାରେ ଦୁଇ ନାବାଳକଙ୍କୁ ପୁଲିସ ଧରିଥିବାବେଳେ ଏମାନଙ୍କ ଠାରୁ ନିୟମିତ ଭାବେ ଚୋରା ଗାଡି କିଣୁଥିବା ଅଭିଯୁକ୍ତ କଟକ ଜିଲ୍ଲା ଆଠଗଡ ଖୁଣ୍ଟକଟା ଅଞ୍ଚଳର ରିଙ୍କୁ ଓରଫ କୃଷ୍ଣ କୁମାର ନାୟକ(୨୧)କୁ ଗିରଫ କରିଛି ।…

Read More

ମାସ୍କ୍ ପାଇଁ ଜୋରିମାନା ରାଶି ବୃଦ୍ଧି ନିଷ୍ପତ୍ତିକୁ ଚାଲେଞ୍ଜ: ହସ୍ତକ୍ଷେପ ପାଇଁ ମନାକଲେ ହାଇକୋର୍ଟ

ମାସ୍କ୍ ପାଇଁ ଜୋରିମାନା ରାଶି ବୃଦ୍ଧି ନିଷ୍ପତ୍ତିକୁ ଚାଲେଞ୍ଜ: ହସ୍ତକ୍ଷେପ ପାଇଁ ମନାକଲେ ହାଇକୋର୍ଟ କଟକ (ଏନ୍‌.ଏମ୍‌.): ମାସ୍କ ନପିନ୍ଧିଲେ ଜୋରିମାନା ନିଷ୍ପତ୍ତିକୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିବାବେଳେ ଏଥିରେ ହସ୍ତକ୍ଷେପ ପାଇଁ କୋର୍ଟ ମନା କରିଦେଇଛନ୍ତି । କରୋନା ଭୂତାଣୁ ସଂକ୍ରମଣ ଜନିତ ସ୍ଥିତିରେ ମାସ୍କ ନପିନ୍ଧିଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବା ପାଇଁ ଧାର‌୍ୟ୍ୟ କରାଯାଇଥିବା ଜୋରିମାନା ରାଶି ବୃଦ୍ଧି ବିଜ୍ଞପ୍ତିକୁ ଚାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି । ତେବେ…

Read More

୧୨ ତାରିଖରୁ ଯୁକ୍ତ ଦୁଇ ଲାଗି ଆବେଦନ ଆରମ୍ଭ: ବୃଦ୍ଧି ପାଇଲା ୫୪ ହଜାର ୯୦୦ ସିଟ

୧୨ ତାରିଖରୁ ଯୁକ୍ତ ଦୁଇ ଲାଗି ଆବେଦନ ଆରମ୍ଭ: ବୃଦ୍ଧି ପାଇଲା ୫୪ ହଜାର ୯୦୦ ସିଟ ଭୁବନେଶ୍ୱର(ଏନ୍‌.ଏମ୍‌.): ଚଳିତ ମାସ ଆସନ୍ତା ୧୨ ତାରିଖରୁ ଯୁକ୍ତ ଦୁଇ ଲାଗି ଆବେଦନ ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସାମ୍‌ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆଡମିସନ୍ ଲାଗି ଆବେଦନ କରିପାରିବେ । କରୋନା ପାଇଁ କୌଣସି ଆଡମିସନ ଫି’ ବୃଦ୍ଧି ହେବ ନାହିଁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି…

Read More