ଓଏସଏସସି ପିଏସ ବିରଞ୍ଚିଙ୍କ ଖୋଲୁଛି ଦୁର୍ନୀତିର ଚେର: ୧୦ ବର୍ଷରେ ପତ୍ନୀଙ୍କ ଜରିଆରେ କରାଇଛନ୍ତି ୯୦୦ ବୀମା ପଲିସି
ଓଏସଏସସି ପିଏସ ବିରଞ୍ଚିଙ୍କ ଖୋଲୁଛି ଦୁର୍ନୀତିର ଚେର: ୧୦ ବର୍ଷରେ ପତ୍ନୀଙ୍କ ଜରିଆରେ କରାଇଛନ୍ତି ୯୦୦ ବୀମା ପଲିସି ଭୁବନେଶ୍ୱର (ଏନ୍.ଏମ୍.): ବେଆଇନ ଭାବେ ବିପୁଳ ଅଥି ଠୁଳ କରି ଭିଜିଲାନ୍ସ ଜାଲରେ ପଡ଼ିଥିବା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁଙ୍କ ମାମଲାର ଅଡୁଆ ବଢ଼ିବାରେ ଲାଗିଛି । ତଦନ୍ତ ସମୟରେ ଭିଜିଲାନ୍ସକୁ ବହୁତ ଖିଅ ମିଳିଛି । ବିରଞ୍ଚିଙ୍କ ଦୁର୍ନୀତିର ଚେର ଖୋଳିବା ପାଇଁ ତାଙ୍କୁ ରିମାଇଣ୍ଡରେ ଆଣିବା ପରେ…
