ଶେଷ ହେଲା ମାଟ୍ରିକ ଅଫଲାଇନ ପରୀକ୍ଷା:୧୧ରୁ ଖାତା ଦେଖା ଆରମ୍ଭ
ଶେଷ ହେଲା ମାଟ୍ରିକ ଅଫଲାଇନ ପରୀକ୍ଷା:୧୧ରୁ ଖାତା ଦେଖା ଆରମ୍ଭ କପି କରି ଧରାପଡିଲେ ୩୫, କଟକ ଜିଲ୍ଲାରେ ହେବ ୩ଟି ମୂଲ୍ୟାୟନ କେନ୍ଦ୍ର କଟକ(ଏନ୍.ଏମ୍.): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚାଲିଥିବା ମାଟ୍ରିକ ଅଫଲାଇନ ପରୀକ୍ଷା ଆଜି ଶେଷ ହୋଇଛି । ଆସନ୍ତା ୧୧ ତାରିଖରୁ ଖାତା ଦେଖା ଆରମ୍ଭ ହେବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ଶେଷ ଦିନ ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।…
