ଆନ୍ଦୋଳନରତ କୃଷକମାନଙ୍କ ଉପରେ ଲାଠିଚାର୍ଜ ପ୍ରତିବାଦରେ ଏସ୍.ୟୁ.ସି.ଆଇ(ସି)ର ବିକ୍ଷୋଭ
ଆନ୍ଦୋଳନରତ କୃଷକମାନଙ୍କ ଉପରେ ଲାଠିଚାର୍ଜ ପ୍ରତିବାଦରେ ଏସ୍.ୟୁ.ସି.ଆଇ(ସି)ର ବିକ୍ଷୋଭ କଟକ(ଏନ୍.ଏମ୍.): ହରିୟାଣାର କର୍ଣ୍ଣଲଠାରେ ଚାଷୀ ବିରୋଧି କେନ୍ଦ୍ର କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କ ଉପରେ ବିଜେପି ଶାସିତ ହରିୟାଣା ସରକାରର ପୋଲିସ ବାହିନୀ ଗତ ୨୮ତାରିଖରେ ଅତ୍ୟନ୍ତ ନିର୍ମମ ଭାବରେ ଲାଠିଚାର୍ଜ କରିଛି । ଫଳରେ ଶତାଧିକ କୃଷକ ଆହତ ହେବା ସହ ଜଣେ କୃଷକ ମୃତ୍ୟୁବରଣ କରିଛନ୍ତି । ଏହି ଲାଠି ଚାର୍ଜ ଘଟଣାରେ ସଂପୃକ୍ତ ଅଧିକାରୀଙ୍କୁ କଠୋର ଶାସ୍ତି ପ୍ରଦାନ କରିବା,…
