ପ୍ରକାଶ ପାଇଲା ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ

ପ୍ରକାଶ ପାଇଲା ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ

ପ୍ରକାଶ ପାଇଲା ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ

କଟକ(ଏନ୍‍.ଏମ୍‍.): ପ୍ରକାଶ ପାଇଲା ଚଳିତ ବର୍ଷ(2021-2022) ମାଟ୍ରିକ ପରୀକ୍ଷା ଫଳ।ଚଳିତବର୍ଷ  5,17847, 90.55  ପ୍ରତିଶତ ରେଜଲ୍ଟ । ବାଳକ, 2,56 877 ,88,77 ପ୍ରତିଶତ । ବାଳିକା ,260970, 92.37  ପ୍ରତିଶତ।।A1 ରେ   8,119  ଜଣ ରହିଥିବା ବେଳେ A2 54,889 ରେ  ,B1 ରେ 1,20 312  ଜଣ ,B2 1,42,599 । ତେବେ  8,699 ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି।ଚଳିତବର୍ଷ   5 ,71909  ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲପ କରିଥିବା ବେଳେ  । ଗତବର୍ଷ  97.89 ରେଜଲ୍ଟ ହୋଇଥିଲା। A1 ରେ 2656 ଜଣ ରହିଥିବା ବେଳେ A2 ରେ 22 ହଜାର 131 ଜଣ,B1 ରେ 52299 ଜଣ,B2 ରେ 94475 ଜଣ,C ରେ 137014 ଜଣ ଛାତ୍ରଛାତ୍ରୀ ପାସ କରିଥିଲେ।ତେବେ 7703 ଜଣ ଛାତ୍ରଛାତ୍ରୀ ଫେଲ ହୋଇଥିଲେ।ଗତବର୍ଷ 5 ଲକ୍ଷ 74 ହଜାର 125 ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲପ କରିଥିବା ବେଳେ 5 ଲକ୍ଷ 62 ହଜାର 10 ଜଣ ଛାତ୍ରଛାତ୍ରୀ ପାସ କରିଥିଲେ।ସେଥିରୁ 2 ଲକ୍ଷ 80 ହଜାର 352 ଜଣ ଛାତ୍ର ହୋଇଥିବାବେଳେ 2 ଲକ୍ଷ 81 ହଜାର 658 ଜଣ ଛାତ୍ରୀ ପାସ କରିଥିଲେ।ତେବେ 4412 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇନଥିଲେ।ସେହିପରି ଚଳିତବର୍ଷ 53 ହଜାର 279 ଜଣ ଛାତ୍ରଛାତ୍ରୀ ଏକ୍ସ ରେଗୁଲାର ପାଇଁ ଫର୍ମ ଫିଲପ କରିଥିବାବେଳେ   1810 ଜଣ ପରୀକ୍ଷା ଦେଇନଥିଲେ।ସେଥିରୁ 47 ହଜାର 60 ଜଣ ପାସ କରିଥିଲେ।ତେବେ ଏକ୍ସ ରେଗୁଲାର ରେ ପାସ ହାର 88.33 ପ୍ରତିଶତ ରହିଥିଲା।ତେବେ ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ 99.09 ପ୍ରତିଶତ ରେଜଲ୍ଟ ହୋଇଥିଲା।3 ଟି ସ୍କୁଲ ମାଲକାନଗିରି ,2 , ଅନୁଗୁଳ1 ଜିରୋ ରେଜଲ୍ଟ ରହିଛି।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି