ରାଜ୍ୟରେ ୫ ଆଇପିଏସଙ୍କ ବଦଳି
ରାଜ୍ୟରେ ୫ ଆଇପିଏସଙ୍କ ବଦଳି #ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟ ସରକାର ଆଜି ଆଇପିଏସସ୍ତରରେ ଅଦଳବଦଳ କରିଛନ୍ତି । ନୟାଗଡ଼ ଓ କଟକରେ ନୂଆ ପୁଲିସ ଏସପିଙ୍କ ନିଯୁକ୍ତି ସମେତ ମୋଟ ୬ଜଣ ପୁଲିସ ଅଫିସର(୫ ଆଇପିଏସ୍ ଓ ଜଣେ ଓପିଏସ)ଙ୍କ ବଦଳି ହୋଇଛି । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୨୦୦୩ ବ୍ୟାଚ୍ ଆଇପିଏସ୍ କେ.ସଫିନ ଅହମ୍ମଦଙ୍କୁ କ୍ରାଇମବ୍ରାଂଚ ଆଇଜି ଭାବେ ବଦଳି ହୋଇଛି । ସଫିନ ଏବେ ଏଚଆରପିସି ଆଇଜି ଅଛନ୍ତି ।…
