ବିବାହ ବନ୍ଧନରେ ଛନ୍ଦିହେଲେ ଜାକଲିନ୍-ଅରବିନ୍ଦ
କଟକ,(ଏନ୍.ଏମ୍.) ଧାରାବାହିକର ଚର୍ଚ୍ଚିତ ଯୋଡ଼ି ଅଭିନେତ୍ରୀ ଜାକଲିନ୍ ପରିଡ଼ା ଏବଂ ଅଭିନେତା ଅରବିନ୍ଦ ମହାରଣାଙ୍କ ବିବାହ ସମ୍ପନ୍ନ ହୋଇଯାଇଛି । ଖାନ୍ନଗରସ୍ଥିତ ଜଗନ୍ନାଥ ମନ୍ଦିରରେ ଉଭୟଙ୍କ ଶୁଭ ପରିଣୟ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା । ଏଥିରେ କେବଳ ଉଭୟ ପରିବାର…
