ଡିସେମ୍ବର ୧ରୁ ବିଧାନସଭା ଶୀତକାଳୀନ ଅଧିବେଶନ

ଡିସେମ୍ବର ୧ରୁ ବିଧାନସଭା ଶୀତକାଳୀନ ଅଧିବେଶନ ଭୁବନେଶ୍ୱର (ଏନ୍‌.ଏମ୍‌.): ଆସନ୍ତା ଡିସେମ୍ବର ୧ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଏହି ଅଧିବେଶନ ଡିସେମ୍ବର ୩୧ ୟତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଅଧିବେଶନର ପ୍ରଥମ ଦିନରେ ୨୦୨୧-୨୨ ଆର୍ôଥକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଗୃହରେ ଆଗତ ହେବାକୁ ନିଷ୍ପତ୍ତି ନିଆଯାଇଛି । ଆଜି ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ…

Read More

କଂଗ୍ରେସର ବନ୍ଦ ପାଳନକୁ ଝଟ୍‌କା: ଜୋର ଜବରଦସ୍ତ ବନ୍ଦ କରିପାରିବନି- ହାଇକୋର୍ଟ

କଂଗ୍ରେସର ବନ୍ଦ ପାଳନକୁ ଝଟ୍‌କା: ଜୋର ଜବରଦସ୍ତ ବନ୍ଦ କରିପାରିବନି- ହାଇକୋର୍ଟ #କଟକ(ଏନ୍‍.ଏମ୍‍.): ମମିତା ମେହେର ହତ୍ୟା ମାମଲାରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ପ୍ରସଙ୍ଗରେ ହାଇକୋର୍ଟ ଅଙ୍କୁଶ ଲଗାଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବନ୍ଦ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ବନ୍ଦ କରିବା ବଦଳରେ ହରତାଳ କରିହେବ । ହେଲେ ଜୋର ଜବରଦସ୍ତି କାହାରିକୁ ବନ୍ଦ କରିପାରିବେ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମମିତା…

Read More

ଦାମୋଦର ସାହୁ ପାଇବେ ରାଧାନାଥ ରଥ ସମାଜସେବା ସମ୍ମାନ

ଦାମୋଦର ସାହୁ ପାଇବେ ରାଧାନାଥ ରଥ ସମାଜସେବା ସମ୍ମାନ କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଜନ ସେବକ ତଥା ହିନ୍ଦ ସେବକ ସଂଘର ରାଷ୍ଟ୍ରୀୟ ସଭାପତି ଦାମୋଦର ସାହୁଙ୍କୁ ତାଙ୍କର ଉଲ୍ଲେଖନୀୟ ସମାଜସେବା ପାଇଁ ଚଳିତ ବର୍ଷର ମର୍ଯ୍ୟାଦାପୂର୍ଣ୍ଣ ରାଧାନାଥ ରଥ ସମାଜସେବା ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି । ଏହି ଅବସରରେ ରାଧାନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଡିସେମ୍ବର ୬ତାରିଖରେ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କ ଜୟନ୍ତୀ ଉତ୍ସବରେ…

Read More

କୁହୁଳୁଛି ମମିତା ନିଆଁ: ନଭେମ୍ବର ୧୨ ତାରିଖ ଓଡିଶା ବନ୍ଦ ପାଇଁ କଂଗ୍ରେସର ଡାକରା

କୁହୁଳୁଛି ମମିତା ନିଆଁ: ନଭେମ୍ବର ୧୨ ତାରିଖ ଓଡିଶା ବନ୍ଦ ପାଇଁ କଂଗ୍ରେସର ଡାକରା କଟକ(ଏନ୍‌.ଏମ୍‌.): ଆସନ୍ତା ନଭେମ୍ବର ୧୨ତାରିଖ ଓଡିଶା ବନ୍ଦ ଆହ୍ୱାନକୁ କଟକ ସହରରେ ସଫଳ କରିବା ପାଇଁ ଆଜି କଟକ ନଗର (ଜିଲ୍ଲା) କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୁରିଘାଟ ସ୍ଥିତ କଂଗ୍ରେସ କାର୍ଯ୍ୟାଲୟରେ କମିଟିର ସମସ୍ତ କର୍ମକର୍ତ୍ତା, ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ କର୍ପୋରେଟର, ଯୁବ କଂଗ୍ରେସ ମହିଳା କଂଗ୍ରେସ, ଛାତ୍ର କଂଗ୍ରେସ, କଂଗ୍ରେସ ସଂଖ୍ୟାଲଘୁ…

Read More

କରେନାରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ପାଇଁ ଦାବିପତ୍ର

କରେନାରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ପାଇଁ ଦାବିପତ୍ର #କଟକ(ଏନ୍‌.ଏମ୍‌.): କରୋନା ସମୟରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ସହିତ ସେମାନଙ୍କ ପିଲାମାନଙ୍କୁ ଶିକ୍ଷା ଓ ଭରଣପୋଷଣରେ ସହାୟତା ପ୍ରଦାନ ନିମନ୍ତେ ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ ଆପ୍ କଟକ ନଗର ଓ ରାଜ୍ୟ ସଂଖ୍ୟାଲଘୁ ସଭାପତି ମୁନ୍ତାକିମ୍ ବକ୍ସଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଟକ ଜିଲ୍ଲାପାଳ ଓ ସି.ଏମ୍‌.ସି. କମିଶନରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ…

Read More

ତେଜୁଛି ମମିତା ହତ୍ୟାକାଣ୍ଡ ଘଟଣା: ପରିବାରକୁ ନ୍ୟାୟ ନମିଳବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ ପାଇଁ ବିଜେପିର ଆହ୍ୱାନ

ତେଜୁଛି ମମିତା ହତ୍ୟାକାଣ୍ଡ ଘଟଣା: ପରିବାରକୁ ନ୍ୟାୟ ନମିଳବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ ପାଇଁ ବିଜେପିର ଆହ୍ୱାନ କଟକ(ଏନ୍‌.ଏମ୍‌.): କଳାହାଣ୍ଡିରେ ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ମାସେ ବିତିବାକୁ ବସିଛି । ଏତେ ବଡ ବିଭତ୍ସ ଘଟଣା ଘଟିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ମୌନ ରହିବା ଦୁର୍ଭାଗ୍ୟଜନକ ବୋଲି କଟକ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଆଇନ୍‌କୁ ତା ବାଟରେ ଯିବାକୁ ନଦେଇ ଧ୍ରୃତରାଷ୍ଟ୍ର ସାଜିଥିବା ମୁଖ୍ୟମନ୍ତ୍ରୀ ନିଜ ଦଳର ଅପରାଧୀ ମନ୍ତ୍ରୀ, ବିଧାୟକ ତଥା…

Read More

ନିର୍ବାଚନକୁ ନେଇ ସର୍ବ ଦଳୀୟ ବୈଠକ: ମଦମୁକ୍ତ ନିର୍ବାଚନ, ପ୍ରଚାର ଖର୍ଚ୍ଚ ୨ଗୁଣ ବୃଦ୍ଧି ପାଇଁ ପ୍ରସ୍ତାବ

ନିର୍ବାଚନକୁ ନେଇ ସର୍ବ ଦଳୀୟ ବୈଠକ: ମଦମୁକ୍ତ ନିର୍ବାଚନ, ପ୍ରଚାର ଖର୍ଚ୍ଚ ୨ଗୁଣ ବୃଦ୍ଧି ପାଇଁ ପ୍ରସ୍ତାବ ଭୁବନେଶ୍ୱର(ଏନ୍‌.ଏମ୍‌.): ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଶୃଙ୍ଖଳିତ ଓ ତ୍ରୁଟିମୁକ୍ତ କରିବାକୁ ସର୍ବଦଳୀୟ ବୈଠକ ଆୟୋଜିତ ହୋଇଛି । ସର୍ବଦଳୀୟ ବୈଠକରେ ୪ ପ୍ରସ୍ତାବ ଉପସ୍ଥାପିତ ହୋଇଛି । ଚଳିତ ପଞ୍ଚାୟତ ନିର୍ବାଚନକୁ ମଦମୁକ୍ତ କରିବା ସହ ଭୋଟର ତାଲିକାକୁ ତ୍ରୁଟିଶୂନ୍ୟ କରିବାକୁ ବୈଠକରେ ପ୍ରସ୍ତାବ ଉପସ୍ଥାପନ ହୋଇଛି । ମଦମୁକ୍ତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଆସିଥିଲା…

Read More

ଆକାଶ ପଥ ବନ୍ଦ ନିଷ୍ପତ୍ତି ବଦଳାଇବାକୁ ପାକିସ୍ତାନକୁ କହିଲା ଭାରତ

ଆକାଶ ପଥ ବନ୍ଦ ନିଷ୍ପତ୍ତି ବଦଳାଇବାକୁ ପାକିସ୍ତାନକୁ କହିଲା ଭାରତ ନୂଆଦିଲ୍ଲୀ (ଏଜେନ୍ସି) : ଭାରତରୁ ପାକିସ୍ତାନ ଦେଇ ବିଦେଶକୁ ଯାଉଥିବା ବିମାନ ଗୁଡ଼ିକ ଚଳାଚଳ ଉପରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ତେଣୁ ପାକିସ୍ତାର ଆକାଶ ପଥ ବନ୍ଦ କରିବା ନିଷ୍ପତ୍ତି ଉପରେ ପୁଣିଥରେ ବିଚାର କରିବା ଦରକାର ବୋଲି ଭାରତ ସରକାର କହିଛନ୍ତି । ଏଥିସହ ଭାରତ ପକ୍ଷରୁ ପାକିସ୍ତାନକୁ ନିଜର ନିଷ୍ପତ୍ତି ବଦଳାଇବାକୁ ମଧ୍ୟ କୁହାଯାଇଛି । ଜମ୍ମୁ-କଶ୍ମୀରର ଶ୍ରୀନଗରରୁ ସାରଜାକୁ ଉଡ଼ାଣ…

Read More

ବିଜେଡି ପକ୍ଷରୁ ଶ୍ରମଦାନ କରି ସମାଜସେବା କାର୍ଯ୍ୟକ୍ରମ ଉଦ୍‌ଯାପିତ

ବିଜେଡି ପକ୍ଷରୁ ଶ୍ରମଦାନ କରି ସମାଜସେବା କାର୍ଯ୍ୟକ୍ରମ ଉଦ୍‌ଯାପିତ କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଗତ ଅକ୍ଟୋବର ୨ରୁ ନଭେମ୍ବର୨ ତାରିଖ ଏକ ମାସ ବ୍ୟାପି ବିଜେଡି ପକ୍ଷରୁ ଶ୍ରମଦାନ କରି ସମାଜସେବା କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜେଡିର କର୍ମକର୍ତ୍ତାମାନେ ସ୍ୱେଚ୍ଛାକୃତ ଶ୍ରମଦାନକରି ସମାଜସେବା କାର୍ଯ୍ୟକ୍ରମକୁ ସଫଳ କରାଇଛନ୍ତି । ଏହି ପରିପ୍ରେକ୍ଷୀରେ କଟକ ମହାନଗର ନିଗମ ଅନ୍ତର୍ଗତ ୪୦ନମ୍ବର ୱାର୍ଡ ଯୋବ୍ରା ଅଞ୍ଚଳରେ…

Read More

ଦେଶମୁଖଙ୍କ ପରେ ନଜରରେ ଅଜିତ ପାୱାର, ହଜାରେ କୋଟିର ସମ୍ପତ୍ତି ସିଜ୍ ପାଇଁ ଇଡିର ନୋଟିସ୍‌

ଦେଶମୁଖଙ୍କ ପରେ ନଜରରେ ଅଜିତ ପାୱାର, ହଜାରେ କୋଟିର ସମ୍ପତ୍ତି ସିଜ୍ ପାଇଁ ଇଡିର ନୋଟିସ୍‌ ମୁମ୍ବାଇ (ଏଜେନ୍ସି): ଇଡି ପକ୍ଷରୁ ମହାରାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଗିରଫ କରାଯିବା ପରେ ଆୟକର ବିଭାଗ ପକ୍ଷରୁ ରାଜ୍ୟର ଡେପୁଟି ସିଏମ୍ ଅଜିତ ପାୱାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି । ଆୟକର ବିଭାଗ ପକ୍ଷରୁ ଅଜିତ ପାୱାରଙ୍କ ୫ ସମ୍ପତ୍ତି ସିଜ୍ କରିବାକୁ ଆଦେଶ ଦିଆଯାଇଛି । ସିଜ୍ ହେବାକୁ ଥିବା ଏହି ସମ୍ପତ୍ତିର…

Read More

ଆରପାରିରେ ବିଶିିଷ୍ଟ ସମାଜସେବୀ ତଥା ରାଜନୈତିଜ୍ଞ ଜଗଦୀଶ କାନୁନଗୋ

ଆରପାରିରେ ବିଶିିଷ୍ଟ ସମାଜସେବୀ ତଥା ରାଜନୈତିଜ୍ଞ ଜଗଦୀଶ କାନୁନଗୋ ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଶାଳଗାଁ ପଞ୍ଚାୟତର ବରିଷ୍ଠ ମୁରବୀ ଜଗଦୀଶ କାନୁନଗୋ ଆଉ ନାହାନ୍ତି । ମୃତ୍ୟୁବେଳକୁ ତାଙ୍କୁ ୮୨ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନୀତ ରୋଗରେ ପୀଡ଼ିତ ଥିଲେ । ତାଙ୍କର ପରଲୋକଗତ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସ୍ୱର୍ଗତ କାନୁନଗୋ ତତ୍‌କାଳନୀ କଂଗ୍ରେସର ଛାମୁଆ କର୍ମୀ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା…

Read More

ବଜାରଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡ଼ି

ବଜାରଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି ଭୁବନେଶ୍ୱର(ଏନ୍‌.ଏମ୍‌.): ଗୋଟିଏ ପଟେ ସାରା ରାଜ୍ୟରେ ଏବେ ମମିତା ମେହେର ହତ୍ୟା ଘଟଣାକୁ ନେଇ କଂଗ୍ରେସ ଓ ବିଜେପି ଆନ୍ଦୋଳନ କରୁଥିବାବେଳେ ଅନ୍ୟପକ୍ଷରେ ବିଜେଡି ମଧ୍ୟ ଖୁବ ଶିଘ୍ର ରାସ୍ତାକୁ ଓହ୍ଲାଇବ ବୋଲି ଘୋଷଣା କରିଛି । ଗୋଟିଏ ପଟେ ମମିତା ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେଡି ଦୁଃଖ ପ୍ରକାଶ କରିଥିବାବେଳେ ଏ ନେଇ ତଦନ୍ତ ଚାଲିଛି ଓ ଅପରାଧୀ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ବିଜେଡି…

Read More