ପଞ୍ଚାୟତ ନିର୍ବାଚନ ପାଇଁ ଜାନୁଆରୀ ୧୨ରେ ଚୁଡ଼ାନ୍ତ ବୈଠକ: ଯୋଗଦେବେ ଜିଲ୍ଲାପାଳ ଓ ଏସପି

ପଞ୍ଚାୟତ ନିର୍ବାଚନ ପାଇଁ ଜାନୁଆରୀ ୧୨ରେ ଚୁଡ଼ାନ୍ତ ବୈଠକ ଯୋଗଦେବେ ଜିଲ୍ଲାପାଳ ଓ ଏସପି ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ଏବେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଜୋରଦାର ଚାଲିଛି । ନିର୍ବାଚନକୁ ନେଇ ବହୁ ବାଦ ବିବାଦ ସୃଷ୍ଟି ହେଉଥିଲେ ମଧ୍ୟ ନିର୍ବାଚନକୁ କିଭଳି ସ୍ୱଚ୍ଛ ଏବଂ ଅବାଧ କରାଯିବ ସେନେଇ ନିର୍ବାଚନ କମିଶନର ପ୍ରସ୍ତୁତି ଚଳାଇଛନ୍ତି । ତେବେ ପଛୁଆ ବର୍ଗଙ୍କ ସଂରକ୍ଷଣ ବିନା ନିର୍ବାଚନ ନକରିବାକୁ ବିରୋଧୀ ଦଳଗୁଡ଼ିକର ଦାବି ମଧ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାକୁ…

Read More

କଟକରେ ବିଜେଡ଼ି ପ୍ରତିଷ୍ଠା ଦିବସ

କଟକରେ ବିଜେଡ଼ି ପ୍ରତିଷ୍ଠା ଦିବସ କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାରେ ବିଜେଡ଼ିର ୨୫ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । କଟକ ଜିଲ୍ଲାର ମୁଖ୍ୟତଃ ବାରବାଟୀ-କଟକ, ଚୌଦ୍ୱାର-କଟକ ଓ କଟକ ସଦର ନିର୍ବାଚନ ମଣ୍ଡଳୀରେ ଦଳ ପକ୍ଷରୁ ବର୍ଣ୍ଣାଢ଼୍ୟ ପରିବେଷ ମଧ୍ୟରେ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ବାରବାଟୀ-କଟକ ବିଜେଡ଼ି ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ନେତୃତ୍ୱ ନେଇଥିଲେ । ପ୍ରଥମେ ବିଜେଡ଼ି ଦୋଳମୁଣ୍ଡାଇସ୍ଥିତ…

Read More

ବିଜେଡ଼ିର ପ୍ରତିଷ୍ଠା ଦିବସ: ମହିଳାଙ୍କ ରାଲିରେ ସାମିଲ ହେଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ

ବିଜେଡ଼ିର ପ୍ରତିଷ୍ଠା ଦିବସ: ମହିଳାଙ୍କ ରାଲିରେ ସାମିଲ ହେଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ କଟକ(ଏନ୍‌.ଏମ୍‌.): ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ୨୫ତମ ବିଜେଡ଼ି ପ୍ରତିଷ୍ଠା ଦିବସ । ରାଜଧାନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ବିଭିନ୍ନ ସଭାରେ ଅଭିଭାଷଣ ରଖିଥିଲେ । ତେବେ ରାଜଧାନୀ ସମେତ ୩୦ଟି ଯାକ ଜିଲ୍ଲାରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ନେତୃତ୍ୱ ଯୋଗଦେଇ ୨୫ବର୍ଷର ସେବା ସମ୍ପର୍କରେ ଆଲୋକପାତ କରିଥିଲେ । ସେହିଭଳି…

Read More

କଟକରେ ଖବରକାଗଜ ହକରମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ସହାୟତାର ଶୁଭାରମ୍ଭ

କଟକରେ ଖବରକାଗଜ ହକରମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ସହାୟତାର ଶୁଭାରମ୍ଭ କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଖବରକାଗଜ ହକରମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ସହାୟତାର ଶୁଭାରମ୍ଭ ଭିଡ଼ିଓ କନ୍‌ଫରେନସିଙ୍ଗ ଜରିଆରେ କରିଛନ୍ତି । ଏହି ଅବସରରେ ପ୍ରତ୍ୟେକ ହକରମାନଙ୍କୁ ୬୦୦୦ଟଙ୍କା ସହାୟତା ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପ୍ରଦାନ କରାଯାଇଛି । ଆଜି ଏହି ପରିପ୍ରେକ୍ଷୀରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ସହିଦ ଭବନ ପ୍ରେକ୍ଷାଳୟ ଠାରେ କଟକ ଜିଲ୍ଲାର…

Read More

ମୋ ସ୍କୁଲ ଅଭିଯାନ: ୨୩ଟି ଜିଲ୍ଲାରେ ୧୭ କୋଟି ୭୯ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ମୋ ସ୍କୁଲ ଅଭିଯାନ: ୨୩ଟି ଜିଲ୍ଲାରେ ୧୭ କୋଟି ୭୯ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ଭୁବନେଶ୍ୱର (ଏନ୍‍.ଏମ୍‍.): ‘ମୋ ସ୍କୁଲ୍ ଅଭିଯାନ’ର ୩୦ତମ କାର୍ଯ୍ୟର୍ନିବାହୀ ପରିଷଦ ବୈଠକ ମଙ୍ଗଳବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ୍ ମୋଡ୍‌ରେ ଆୟୋଜିତ ଏହି ବୈଠକରେ ଓଡ଼ିଶାର ୨୩ଟି ଜିଲ୍ଲାର ମୋଟ ୧୭ କୋଟି ୭୯ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୧…

Read More

ସପ୍ତମ ବେତନ କମିଶନ ଆଧାରରେ ଅଙ୍ଗନୱାଡି କର୍ମୀଙ୍କୁ ମାସିକ୧୮ହଜାର ଟଙ୍କା ଦରମା ପାଇଁ ସଂସଦରେ ଦାବି କଲେ ସୁବାସ ସିଂହ

ସପ୍ତମ ବେତନ କମିଶନ ଆଧାରରେ ଅଙ୍ଗନୱାଡି କର୍ମୀଙ୍କୁ ମାସିକ୧୮ହଜାର ଟଙ୍କା ଦରମା ପାଇଁ ସଂସଦରେ ଦାବି କଲେ ସୁବାସ ସିଂହ #ନୂଆଦିଲ୍ଲୀ (ଏନ୍‌.ଏମ୍‌.): ଓଡିଶା ଓ ସାରା ଭାରତ ବଷର୍ରେ ପ୍ରାୟ ୨୫ଲକ୍ଷ ଅଙ୍ଗନୱାଡି କର୍ମି ୧୯୭୫ମସିହା ଠାରୁ ଦୀର୍ଘ ୪୫ବର୍ଷ ଧରି ମହିଳା ଓ ଶିଶୁ ବିକାଶ ଯୋଜନା ଅନ୍ତଗର୍ତ ମା ଓ ଶିଶୁ ମାନଙ୍କର କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗିକୃତ କରି କାର୍ଯ୍ୟକରି ଆସୁଅଛନ୍ତି । ଏପରିକି ଗତ ଦୁଇବର୍ଷ କେରାନା ମହାମାରୀ ସମୟେର…

Read More

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ : ସମ୍ପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ଗୃହ ଚାଲିବାକୁ ନିଷ୍ପତ୍ତି

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ : ସମ୍ପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ଗୃହ ଚାଲିବାକୁ ନିଷ୍ପତ୍ତି ଭୁବନେଶ୍ୱର(ଏନ୍‌.ଏମ୍‌.): ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାନସଭା ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ଗୃହ ସୁରୁଖୁରୁରେ ଚାଲିବା ପାଇଁ ବାଚସ୍ପତି ଡକ୍ଟର ପାତ୍ର ସମସ୍ତ ଦଳଙ୍କୁ ଅନୁରୋଧ କରିଥିଲେ । ଡିସେମ୍ୱର ୧ତାରିଖ ଦିନ ଗୃହର ପ୍ରାରମ୍ଭିକ ଅଧିବେଶନ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ…

Read More

ବିଜେପି କଟକ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ହେଲେ ସୌମେନ୍ଦ୍ର ପଲାଇ

ବିଜେପି କଟକ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ହେଲେ ସୌମେନ୍ଦ୍ର ପଲାଇ କଟକ(ଏନ୍‌.ଏମ୍‌.): ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚା କଟକ ନଗର ସାଧାରଣ ସମ୍ପାଦକ ଭାବେ ସୌମେନ୍ଦ୍ର ପଲାଇ ମନୋନୀତ ହୋଇଛନ୍ତି । ସେ ତୃଣମୂଳସ୍ତରରୁ ମୋର୍ଚ୍ଚାର ଦାୟିତ୍ୱ ତୁଳାଇବା ସହିତ ଦଳକୁ ସାଙ୍ଗଠନିକ ମଜବୁତ କରିବାର ପ୍ରତିଶୁତି ବଦ୍ଧ । ଏହି ଦାୟିତ୍ୱ ପାଇଁ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ କୁମାର ମହାନ୍ତି, କଟକ ନଗର ଜିଲ୍ଲା…

Read More

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ପ୍ରସଂଗକୁ ନେଇ ବିବାଦ: ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ରାଜ୍ୟ ନିର୍ବାଚନ କମିସନଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ପ୍ରସଂଗକୁ ନେଇ ବିବାଦ: ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ରାଜ୍ୟ ନିର୍ବାଚନ କମିସନଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କଟକ(ଏନ୍‌.ଏମ୍‌.): ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ପ୍ରସଂଗକୁ ନେଇ ଦାୟର ମାମଲାରେ ରାଜ୍ୟ ନିର୍ବାଚନ କମିସନଙ୍କ ନିକଟରୁ ହାଇକୋର୍ଟ ଜବାବ ତଲବ କରିଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବୀରେନ୍ଦ୍ର ଦାସଙ୍କ ଆବେଦନର ଶୁଣାଣି କରି ପରବର୍ତ୍ତୀ ଶୁଣାଣି ପୂର୍ବରୁ ମାମଲାରେ…

Read More

ଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ର ବିରୋଧରେ କଟକ ବିଜେଡିର ରଣ ହୁଙ୍କାର

ଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ର ବିରୋଧରେ କଟକ ବିଜେଡିର ରଣ ହୁଙ୍କାର କଟକ(ଏନ୍‌.ଏମ୍‌.): ଦୀର୍ଘଦିନ ପରେ ବିଜୁ ଜନତା ଦଳ କେନ୍ଦ୍ରର ବିଜେପି ସରକାର ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି । ପେଟ୍ରୋଲ୍ ଡିଜେଲ୍ ସହ ରନ୍ଧନ ଗ୍ୟାସ ଦର ଅହେତୁକ ଭାବେ ବୃଦ୍ଧି ପାଇଥିବାରୁ କେନ୍ଦ୍ରର ବିଜେପି ନେତୃତ୍ୱାଧିନ ଏନଡିଏ ସରକାରଙ୍କୁ ଦାୟୀ କରି ବିଜେଡି ପ୍ରତିବାଦ ଆରମ୍ଭ କରିଛି । ଆଜିଠାରୁ ସମଗ୍ର ରାଜ୍ୟରେ ଯୁବ ବିଜେଡି, ଛାତ୍ର ଓ ମହିଳା ସଂଗଠନ ପ୍ରତିବାଦ…

Read More

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ଚୌଦ୍ୱାର(ଏନ୍‌.ଏମ୍‌.): ସମ୍ପ୍ରତି ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ରୋଷେଇ ଘରକୁ ସ୍ଥାଣୁ କରିଦେଇଛି । ବାରମ୍ବାର ଦରବୃଦ୍ଧି ଯୋଗୁଁ ମହିଳାମାନେ ପ୍ରଭାବିତ ହୋଇଛନ୍ତି । ତେବେ ଏହାର ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଚୌଦ୍ୱାର-କଟକର ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସ୍‌ର ଅହେତୁକ ଦର ବୃଦ୍ଧି ବିରୁଦ୍ଧରେ…

Read More

ରାଜ୍ୟରୁ ୭ ପଞ୍ଚାୟତ ବିଲୀନ ହେବାପରେ ଏଥର ୬, ୭୯୪ଟି ପଞ୍ଚାୟତରେ ହେବ ନିର୍ବାଚନ

ରାଜ୍ୟରୁ ୭ ପଞ୍ଚାୟତ ବିଲୀନ ହେବାପରେ ଏଥର ୬, ୭୯୪ଟି ପଞ୍ଚାୟତରେ ହେବ ନିର୍ବାଚନ #ଭୁବନେଶ୍ୱର (ଏନ୍‌.ଏମ୍‌.): ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଶାସନିକ ତତ୍ପରତା ବୃଦ୍ଧି ପାଇଛି । ଆସନ୍ତା ୨୦୨୨ମସିହାରେ ରାଜ୍ୟର ୬ହଜାର ୭୯୪ଟି ପଞ୍ଚାୟତରେ ନିର୍ବାଚନ ହେବ । ତେବେ ଗତ ୨୦୧୭ ତୁଳନାରେ ଚଳିତଥର ୭ଟି ପଞ୍ଚାୟତ ହ୍ରାସପାଇଛି । ଏହି ୭ଟି ପଞ୍ଚାୟତ ବିଭିନ୍ନ ଏନ୍‌ଏସିରେ ବିଲୀନ ହୋଇଥିବାରୁ ସେସବୁରେ ଏଥର ପଞ୍ଚାୟତ ନିର୍ବାଚନ କରାଯିବ ନାହିଁ ବୋଲି ରାଜ୍ୟ…

Read More