ସିଏମସି ନିର୍ବାଚନ ପାଇଁ ବାଜିଲା ବିଗୁଲ : ୪୮ ନମ୍ବର ୱାର୍ଡରେ ବିଜେଡ଼ିର ମୋନାଲିସା ଶୁକ୍ଳ ସବୁଠୁ ଆଗରେ
ସିଏମସି ନିର୍ବାଚନ ପାଇଁ ବାଜିଲା ବିଗୁଲ : ୪୮ ନମ୍ବର ୱାର୍ଡରେ ବିଜେଡ଼ିର ମୋନାଲିସା ଶୁକ୍ଳ ସବୁଠୁ ଆଗରେ କଟକ(ଏନ୍.ଏମ୍.): କଟକ ମହାନଗର ନିଗମ(ସିଏମସି)ରେ ନିର୍ବାଚନ ବିଗୁଲ ବାଜିସାରିଛି । ଏ ନେଇ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ଚାଲିଥିବାବେଳେ ବିଭିନ୍ନ ରାଜନୈତିକ ଦଳରେ ମଧ୍ୟ ସମରସଜ୍ଜା ଆରମ୍ଭ ହୋଇଛି । ଏହି ରଣାଙ୍ଗନରେ କେଉଁ ଦଳ କାହାକୁ ସେନାପତି କରି କର୍ପୋରେଟର ଟିକେଟ ଦେବ ତାହାକୁ ନେଇ ବିଭିନ୍ନ ରାଜନୈତିକ ଶିବିରରେ ଅଙ୍କକଷା ଆରମ୍ଭ ହୋଇଛି ।…
