ଗଣତନ୍ତ୍ରର ସୁରକ୍ଷା ପାଇଁ ଆମ୍ଭେ କେବେ ଜରୁରୀକାଳୀନ ସମୟକୁ ଭୁଲିବାକୁ ଦେବୁ ନାହିଁ – ବିଶ୍ୱଜିତ୍ ମହାନ୍ତି

ଗଣତନ୍ତ୍ରର ସୁରକ୍ଷା ପାଇଁ ଆମ୍ଭେ କେବେ ଜରୁରୀକାଳୀନ ସମୟକୁ ଭୁଲିବାକୁ ଦେବୁ ନାହିଁ – ବିଶ୍ୱଜିତ୍ ମହାନ୍ତି #କଟକ(ଏନ୍‌.ଏମ୍‌.): ବିଜେଡି ପକ୍ଷରୁ ଦେଶରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିର ୪୮ତମ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ନିମଚୌଡିସ୍ଥିତ ବିଜେଡି କାର୍ଯ୍ୟାଳୟରେ ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱଜିତ୍ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ପ୍ରତିବାଦ ଦିବସ ପାଳନ କରାଯାଇଥିଲା । ପ୍ରାକ୍ତନ କଂଗ୍ରେସ ସଭାନେତ୍ରୀଙ୍କ ଦ୍ୱାରା ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିର ତତକାଳୀନ ସରକାରଙ୍କ ମେରୀରାୟ ଶାସନକୁ…

Read More

କଂଗ୍ରେସରେ ଯୋଗଦେଲେ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଗୋପାଳକୃଷ୍ଣ ମହାନ୍ତି

କଂଗ୍ରେସରେ ଯୋଗଦେଲେ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଗୋପାଳକୃଷ୍ଣ ମହାନ୍ତି #କଟକ(ଏନ୍‌.ଏମ୍‌.): ଦୀର୍ଘ ବର୍ଷ ଧରି ଓଡ଼ିଶାରେ ସତ୍ତା ହରାଇଥିବା କଂଗ୍ରେସ ଏବେ ତୃଣମୂଳସ୍ତରରେ ସଂଗଠନକୁ ମଜଭୁତ କରିବା ପାଇଁ ଅଣ୍ଟା ଭିଡିଛି । ପ୍ରଦେଶ କଂଗ୍ରେସ କମିଟି କର୍ମକର୍ତ୍ତା ପରିବର୍ତ୍ତନ ପରେ ଏବେ ଦଳ ଆଗାମୀ ସାଧାରଣ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି କଂଗ୍ରେସ ପକ୍ଷରୁ ଦୃଢ଼ୋକ୍ତି ପ୍ରକାଶ କରିଛି । ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ କର୍ମୀମାନେ କିଭଳି ଦଳକୁ ସୁଦୃଢ଼ କରିବେ ସେ…

Read More

ସୋମପୁର ପୋଲ ନିର୍ମାଣ ଅସ୍ଥାୟୀ ରାସ୍ତାକୁ ନେଇ ଅସନ୍ତୋଷ

ସୋମପୁର ପୋଲ ନିର୍ମାଣ ଅସ୍ଥାୟୀ ରାସ୍ତାକୁ ନେଇ ଅସନ୍ତୋଷ କଟକ ସଦର (ଏନ୍‌.ଏମ୍‌.): ଅସ୍ଥାୟୀ ରାସ୍ତା କାର୍ଯ୍ୟ ନିମ୍ନମାନ ହୋଇଥିବା ଅଭିଯୋଗ ଉଠିଛି । ଏପରିକି ଲଗାଣ ବର୍ଷାରେ ସ୍ଥିତି ବେହାଲ ହୋଇପଡ଼ୁଥିବାରୁ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ତେବେ ଦୁଇ ଦିନ ମଧ୍ୟରେ ରାସ୍ତାର ସୁଦ୍ଧାର ନଆସିଲେ ପୋଲ କାର୍ଯ୍ୟ ବନ୍ଦ କରିଦେବା ପାଇଁ ପୂର୍ବତନ ସରପଞ୍ଚ ଓ ଅଞ୍ଚଳବାସୀଙ୍କ ଚେତାବନୀ ଦେଇଛନ୍ତି । ସାଧାରଣ ଲୋକଙ୍କ ପାଇଁ କେନ୍ଦ୍ର…

Read More

ଅଞ୍ଚଳର ବିକାଶ ପାଇଁ ବିଧାୟକଙ୍କ ମାରାଥନ କାର୍ଯ୍ୟକ୍ରମ

ଅଞ୍ଚଳର ବିକାଶ ପାଇଁ ବିଧାୟକଙ୍କ ମାରାଥନ କାର୍ଯ୍ୟକ୍ରମ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଆଗକୁ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟବ୍ୟାପୀ ଜନସାଧାରଣଙ୍କ ବହୁବିଦ୍ଧ ଉନ୍ନତି ନିମନ୍ତେ ରାଜ୍ୟସରକାର ଅଣ୍ଟା ଭିଡିଛନ୍ତି । ତେବେ ଦୀର୍ଘ ବର୍ଷ ଧରି ବିଭିନ୍ନ ସେବାରୁ ବଞ୍ଚିତ ଥିବା ଜନସାଧାରଣଙ୍କ ବହୁ ଉନ୍ନତିମୂଳକ କାର୍ଯ୍ୟ ସାଧନ ହେଉଥିବା ଯୋଗୁଁ ଲୋକେ ମଧ୍ୟ ସରକାରଙ୍କ ପ୍ରଶଂସା ଗାନ କରିବାରେ ଲାଗିଛନ୍ତି । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲାର ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତରେ ଜନସାଧାରଣଙ୍କ ବିକାଶ…

Read More

କଳାହାଣ୍ଡିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ଗରିବ କଲ୍ୟାଣ ମହାସମାବେଶରେ କେନ୍ଦ୍ରମନ୍ତ୍ରୀ

କଳାହାଣ୍ଡିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ଗରିବ କଲ୍ୟାଣ ମହାସମାବେଶରେ କେନ୍ଦ୍ରମନ୍ତ୍ରୀ ରାଜ୍ୟରେ ଅପାରଗ ଓ ଦୁର୍ନୀତିଗ୍ରସ୍ତ ସରକାର ପାଇଁ ଓଡ଼ିଶାର ବିକାଶ ହୋଇପାରୁନାହିଁ-ଧର୍ମେନ୍ଦ୍ର ପ୍ରଧାନ କଳାହାଣ୍ଡି(ଏନ୍‌.ଏମ୍‌.): ରାଜ୍ୟରେ ଦୀର୍ଘ ୨୩ ବର୍ଷର ଦୁର୍ନୀତିଗ୍ରସ୍ତ, ସମ୍ବେଦନହୀନ, ସ୍ଥାଣୁ ସରକାର କାରଣରୁ ମା’ ମାଣିକେଶ୍ୱରୀ ଓ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ପବିତ୍ର ଭୂମି କଳାହାଣ୍ଡି ସମେତ ଓଡ଼ିଶାରେ ବିକାଶ ହୋଇପାରୁନାହିଁ । ପ୍ରଧାନମନ୍ତ୍ରୀ ବିଭିନ୍ନ ଗରିବ କଲ୍ୟାଣ ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଉଥିବା ଅର୍ଥର ବ୍ୟାପକ…

Read More

ଆଠଗଡ଼ ନିର୍ବାଚନ ମଣ୍ଡଳୀର ହିତାଧିକାରୀଙ୍କୁ ସରକାରୀ ସହାୟତା ଓ କାର୍ଯ୍ୟାଦେଶ ବଣ୍ଟନ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଆଠଗଡ଼ ନିର୍ବାଚନ ମଣ୍ଡଳୀର ହିତାଧିକାରୀଙ୍କୁ ସରକାରୀ ସହାୟତା ଓ କାର୍ଯ୍ୟାଦେଶ ବଣ୍ଟନ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ #ଟାଙ୍ଗୀ-ଚୌଦ୍ୱାର (ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଉନ୍ନତି ନିମନ୍ତେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବହୁ କାର୍ଯ୍ୟ କରି ଆସୁଛନ୍ତି । ଦଳ, ବଳ, ଗୋଷ୍ଠୀ ନିର୍ବିଶେଷରେ ଜନସାଧାରଣଙ୍କ ସମସ୍ୟାର ସମାଧାନ କ୍ଷେତ୍ରରେ ସେ ସର୍ବଦା ଅଣ୍ଟାଭିଡ଼ିଛନ୍ତି । ନିର୍ବାଚନ ମଣ୍ଡଳୀରେ ବହୁ କୁଜିନେତାଙ୍କ ବିରୋଧ ସତ୍ତ୍ୱେ ଦିନକୁ…

Read More

ଢେଙ୍କାନାଳ କାମାକ୍ଷାନଗରରେ ବିଜେଡି ନେତାଙ୍କୁ ଗୁଳିମାଡ଼: କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

ଢେଙ୍କାନାଳ କାମାକ୍ଷାନଗରରେ ବିଜେଡି ନେତାଙ୍କୁ ଗୁଳିମାଡ଼: କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ଢେଙ୍କାନାଳ(ଏନ୍‌.ଏମ୍‌.): ପୁଣି ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଉପରୁ ଗୁଳିମାଡ଼ । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଗୁଳିକାଣ୍ଡ ଘଟଣାର ତଦନ୍ତ ଶେଷ ହୋଇନଥିବାବେଳେ ପୁନର୍ବାର ଢେଙ୍କାନାଳରେ ଫୁଟିଲା ଗୁଳି । ସେ ପୁଣି ଜଣେ ବିଜେଡି ନେତା । ତେବେ ବିଜେଡି ନେତାମାନଙ୍କ ଉପରୁ ଗୁଳି ଚଳାଇବା ଘଟଣା ରାଜ୍ୟବାସୀଙ୍କୁ ଚକିତ କରିଛି । ତେବେ ବିଜେଡି ନେତାମାନେ କାହିଁକି ଟାର୍ଗେଟକୁ ଆସୁଛନ୍ତି ସେ…

Read More

କଟକରେ ନିଆରା ରାଜନୈତିକ ରଜ ମଉଜ

କଟକରେ ନିଆରା ରାଜନୈତିକ ରଜ ମଉଜ ଦୁଇ ବିଧାୟକଙ୍କୁ ଦୋଳିରେ ଝୁଲାଇ ଇତିହାସ ସୃଷ୍ଟି କଲେ ମେୟର #କଟକ(ଏନ୍‌.ଏମ୍‌.): ଓଡ଼ିଶାର ଗଣ ପର୍ବ ରଜ । ରଜ ପାଳନ ପାଇଁ କଟକ ସହର ସତେ ଯେମିତି ମତୁଆଲା ହୋଇ ଉଠେ । ଏମିତି କଟକରେ ଜାତି, ଧର୍ମ, ବର୍ଣ୍ଣର ବାଛ ବିଚାର ନଥିବାରୁ ଏହାକୁ ଭାଇଚାରାର ସହ ବୋଲି କୁହାଯାଏ । ସମସ୍ତ ଧର୍ମର ଲୋକ ପ୍ରତ୍ୟେକ ଧର୍ମର ପର୍ବପର୍ବାଣୀକୁ ଏକାଠି ପାଳନ କରି ସାରା ଭାରତରେ…

Read More

ରାଇରଙ୍ଗପୁର ନୂତନ ଜିଲ୍ଲା ଘୋଷଣା ଦାବି ନେଇ ଜିଲ୍ଲାପାଳଙ୍କ ଜନ ଶୁଣାଣୀରେ ଲିଖିତ ଦାବିପତ୍ର

ରାଇରଙ୍ଗପୁର ନୂତନ ଜିଲ୍ଲା ଘୋଷଣା ଦାବି ନେଇ ଜିଲ୍ଲାପାଳଙ୍କ ଜନ ଶୁଣାଣୀରେ ଲିଖିତ ଦାବିପତ୍ର #ରାଇରଙ୍ଗପୁର(ଏନ୍‌.ଏମ୍‌.): ଓଡ଼ିଶାର ସର୍ବବୃହତ୍ତମ ମୟୂରଭଞ୍ଜ ଜିଲ୍ଲାର ଦିତୀୟ ବୃହତ୍ତମ ବାମନଘାଟୀ ଉପଖଣ୍ଡ, ରାଇରଙ୍ଗପୁର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଜୁଳି, ପାନୀୟ ଜଳ, ରେଳ, ସବୁଥିରେ ପଛୁଆ । ଏହା ୭ ଟି ବ୍ଳକ ଏବଂ ଗୋଟିଏ ମ୍ୟୁନିସିପାଲଟିକୁ ନେଇ ଗଠିତ । ଶତକଡା ୬୫ ଭାଗରୁ ଉର୍ଦ୍ଧ୍ୱ ଆଦିବାସୀ ଶ୍ରେଣୀର ଥିବାବେଳେ ୨୫ ଭାଗ ପଛୁଆ ବର୍ଗ । ନଦୀ, ନାଳ,…

Read More

୨୦୨୪ ନିର୍ବାଚନ ପାଇଁ ସଜବାଜ: କଟକ ଜିଲ୍ଲା ବିଜେଡିର କାର୍ଯ୍ୟ କାରିଣୀ ବୈଠକ

୨୦୨୪ ନିର୍ବାଚନ ପାଇଁ ସଜବାଜ: କଟକ ଜିଲ୍ଲା ବିଜେଡିର କାର୍ଯ୍ୟ କାରିଣୀ ବୈଠକ #କଟକ (ଏନ୍‌.ଏମ୍‌.): ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଆସୁଥିବାବେଳେ ଏଥି ପାଇଁ ସମସ୍ତ ରାଜନୈତିକ ଦଳରେ ଅଙ୍କକଷା ଆରମ୍ଭ ହେଲାଣି । ତୃଣମୂଳସ୍ତରରୁ ସଂଗଠନକୁ ମଜଭୁତ କରି ନିର୍ବାଚନ ବୈତରଣୀ ପାର ହେବା ପାଇଁ ନେତାମାନେ ବିଭିନ୍ନ ଗୋଟି ଚଳାଇବା ମଧ୍ୟ ଆରମ୍ଭ କରିସାରିଲେଣି । ବିଶେଷ କରି ଅସନ୍ତୁଷ୍ଟ ତଥା ଦଳରେ ବିଭୀଷଣ ଭୂମିକା ନିଭାଉଥିବା ବ୍ୟକ୍ତିଙ୍କ ପ୍ରମୁଖ ନେତାମାନେ ହୁସିଆର…

Read More

ସିଏମସି ୨୭ ନମ୍ବର ୱାର୍ଡ଼ରେ ଦେବାଶିଷଙ୍କ ଚା ଖଟି

ସିଏମସି ୨୭ ନମ୍ବର ୱାର୍ଡ଼ରେ ଦେବାଶିଷଙ୍କ ଚା ଖଟି #କଟକ (ଏନ୍‌.ଏମ୍‌.): କଟକ ମହାନଗର ନିଗମ ୨୭ ନମ୍ବର ୱାର୍ଡ ରାଉସାପାଟଣା ଠାରେ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଦେବାଶିଷ ରାୟଙ୍କ ଚା ଖଟି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସାମନ୍ତରାୟ ଯୋଗଦେଇ ୱାର୍ଡ ବାସୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଏହି ଅଞ୍ଚଳର ଯେ କୌଣସି ସମସ୍ୟା ରହିଛି ଆଗାମୀ ଦିନରେ ତାହା…

Read More

ବଦଳିଲେ ମନ୍ତ୍ରୀ: ଉଚ୍ଚଶିକ୍ଷା ବିଭାଗରେ ରୋହିତ ଆଉଟ, ଅତନୁ ଇନ

ବଦଳିଲେ ମନ୍ତ୍ରୀ: ଉଚ୍ଚଶିକ୍ଷା ବିଭାଗରେ ରୋହିତ ଆଉଟ, ଅତନୁ ଇନ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ନବୀନ ସରକାର ଜନସାଧାରଣଙ୍କୁ ସ୍ୱଚ୍ଛ ଶାସନ ଦେବା ପାଇଁ ବଦ୍ଧ ପରିକର ରହିଛନ୍ତି । ତାଙ୍କ ମନ୍ତ୍ରୀମଣ୍ଡଳରେ କୌଣସି ବ୍ୟକ୍ତି ଖରାପ ପ୍ରଦର୍ଶନ କଲେ ତାଙ୍କୁ ଗାଦିଚ୍ୟୁତ କରାଯାଉଥିବା ଦେଖିବାକୁ ମିଳିଛି । ମାତ୍ର ୧୨ମାସ ପୂର୍ବରୁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ଆଜି ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ…

Read More