କରୋନା ନେଇଗଲା ଆଉ ଜଣେ ପ୍ରତିଭାଙ୍କୁ : ସଂଗୀତ ନିଦେ୍ର୍ଦଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ
କରୋନା ନେଇଗଲା ଆଉ ଜଣେ ପ୍ରତିଭାଙ୍କୁ : ସଂଗୀତ ନିଦେ୍ର୍ଦଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ କଟକ (ଏନ୍.ଏମ୍.): କରୋନା ନେଇଗଲା ଆଉଜଣେ ପ୍ରତିଭାଙ୍କୁ । ଚଳିତ ବର୍ଷ କରୋନା ବହୁ ପ୍ରତିଭାବାନ ବ୍ୟକ୍ତିଙ୍କୁ ଆମ ପାଖରୁ ଛଡ଼ାଇ ନେଇଥିବାବେଳେ ଆଜି ଓଡ଼ିଆ ସଙ୍ଗୀତ ଜଗତକୁ ଆଉ ଏକ ଝଟକା ଲାଗିଛି । ବିଶିଷ୍ଟ ସଙ୍ଗୀତ ନିଦେ୍ର୍ଦଶକ ଶାନ୍ତିରାଜ ଖୋସଲାଙ୍କର ଆଜି କରୋନାରେ ପରଲୋକ ହୋଇଯାଇଛି । ସେ କଟକ କଟକ ବଡମେଡ଼ିକାଲ (ଏସସିବି)ର କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ…
