ଆଠଗଡ଼ରେ ଦୁର୍ଗାପୂଜା ଓ ଭଷାଣୀ ଉତ୍ସବ ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ
ଆଠଗଡ଼ରେ ଦୁର୍ଗାପୂଜା ଓ ଭଷାଣୀ ଉତ୍ସବ ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ #ଆଠଗଡ଼(ଏନ୍.ଏମ୍.): ଶାରଦୀୟ ଦୁର୍ଗାପୂଜା ଓ ଭଷାଣୀ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବାକୁ ଏକ ପ୍ରଶାସନିକ ପ୍ରସ୍ତୁତି ବୈଠକ ଆଠଗଡ଼ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପୂଜା ପୂର୍ବରୁ ସହରର ସମସ୍ତ ୱାର୍ଡରୁ ଅଳିଆ ଆବର୍ଜନା ସଫେଇ କରିବା ସହ ବ୍ଳଚିଂ ପକେଇବା, ରାସ୍ତା ଉପରେ ଗଦା ହୋଇଥିବା ବାଲି, ଗୋଡି…
