ଦେଖନ୍ତୁ ରଥଯାତ୍ରାର ଶେଷ ପର୍ବ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ଅପୂର୍ବ ଦୃଶ୍ୟ

ଦେଖନ୍ତୁ ରଥଯାତ୍ରାର ଶେଷ ପର୍ବ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ଅପୂର୍ବ ଦୃଶ୍ୟ ନିଷ୍କର୍ଷର ସିଧା ପ୍ରସାରଣ

Read More

ନବୀନ ପଟ୍ଟନାୟକଙ୍କ ମଧ୍ୟାହ୍ନ ଭୋଜନରେ ସାମିଲ ହେଲେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ

ମାଗିବା ପୂର୍ବରୁ ରାକ୍ଷୀର ପାଉଣା ଦେଇଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟାହ୍ନ ଭୋଜନରେ ସାମିଲ ହେଲେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଓଡ଼ିଶାରେ ପହଞ୍ଚିଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ । ସେ ବିମାନ ବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସମ୍ବର୍ଦ୍ଧନା ସହକାରେ ତାଙ୍କୁ ରାଜଭବନକୁ ପାଛୋଟି ନିଆଯାଇଥିଲା । ଏହାପରେ ବିଧାନସଭା ସମ୍ମିଳନୀ କକ୍ଷରେ ବିଜେଡି ବିଧାୟକ ଓ ସାଂସଦଙ୍କ ସହ ଆଲୋଚନା କଲା ବେଳେ ଭାବବିହ୍ୱଳ ହୋଇପଡ଼ିଥିଲେ…

Read More

ରଥର ଦକ୍ଷିଣ ମୋଡ଼: ଆଡପ ବେଦିରୁ ରତ୍ନବେଦୀକୁ ଫେରିବେ ଶ୍ରୀଜିୟୁ

ରଥର ଦକ୍ଷିଣ ମୋଡ଼: ଆଡପ ବେଦିରୁ ରତ୍ନବେଦୀକୁ ଫେରିବେ ଶ୍ରୀଜିୟୁ ପୁରୀ(ଏନ୍‌.ଏମ୍‌.): ଦକ୍ଷିଣ ମୋଡ଼ ରଥଯାତ୍ରାର ଏକ ପ୍ରମୁଖ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରୁ ହିଁ ଶ୍ରୀଜିୟୁମାନଙ୍କର ଆଡ଼ପ ବେଦିରୁ ରତ୍ନବେଦିକୁ ଫେରିବାର ଆଭାସ ମିଳିଥାଏ । ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପରଦିନ ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କ ଆଜ୍ଞାମାଳକୁ ତିନି ଜଣ ପାଳିଆ ପୂଜା ପଣ୍ଡା ହସ୍ତରେ ଧାରଣ କରି ଘଣ୍ଟ, ଛତା ଓ କାହଳି…

Read More

ମଧ୍ୟକଚ୍ଛ ସେବା ସମବାୟ ସମିତି କର୍ମକର୍ତ୍ତା ନିର୍ବାଚନ

ମଧ୍ୟକଚ୍ଛ ସେବା ସମବାୟ ସମିତି କର୍ମକର୍ତ୍ତା ନିର୍ବାଚନ ସାଲେପୁର(ଏନ୍‌.ଏମ୍‌.): ସାଲେପୁର ଅନ୍ତର୍ଗତ ମଧ୍ୟକଚ୍ଛ ସେବା ସମବାୟ ସମିତିର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ତେବେ ସଭାପତି ନିର୍ବାଚନ ନିମନ୍ତେ ୭ଟି ସେଟ ପ୍ରାର୍ଥୀପତ୍ର ଦାଖଲ କରାଯାଇଥିଲା । ମାତ୍ର ସର୍ବସମ୍ମତି କ୍ରମେ ସମସ୍ତ ପ୍ରାର୍ଥୀ ନାମାଙ୍କନପତ୍ର ପ୍ରତ୍ୟାହାର କରିବା ପରେ ଭାସ୍କର କିଶୋର କରଙ୍କୁ ଚୟନ ଯାଇଥିଲା । ଫଳରେ ଶ୍ରୀ କର ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ନିର୍ବାଚନ ସମୟରେ ମଧ୍ୟକଚ୍ଛ ସେବା…

Read More

ମ୍ୟାଟ୍ରିକ ପରୀକ୍ଷାରେ ଚୌଦ୍ୱାର ସରସ୍ୱତୀ ବିଦ୍ୟାମନ୍ଦିର ସଫଳତା: ଆଗରେ ଜସ୍ମିନ

ମ୍ୟାଟ୍ରିକ ପରୀକ୍ଷାରେ ଚୌଦ୍ୱାର ସରସ୍ୱତୀ ବିଦ୍ୟାମନ୍ଦିର ସଫଳତା: ଆଗରେ ଜସ୍ମିନ ଚୌଦ୍ୱାର (ଏନ୍‍.ଏମ୍‍.): ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ବିଗତବର୍ଷ ଭଳି ଚୌଦ୍ୱାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶତପ୍ରତିଶତ ସଫଳତା ହାସଲ କରି ପାରିଛି । ଦୀର୍ଘ ବର୍ଷ ଧରି ଏହି ଶିକ୍ଷାନୁଷ୍ଠାନ ମ୍ୟାଟ୍ରିକ ରେଜଲ୍ଟରେ ସ୍ୱତନ୍ତ୍ରସ୍ଥାନ ଅଧିକାର କରି ଅଞ୍ଚଳରେ ଏକ ନିଆରା ପରିଚୟ ସୃଷ୍ଟି କରିପାରିଛି । ଚଳିତ ଶିକ୍ଷାବର୍ଷ ୨୦୨୧-୨୨ରେ ଏହି ଶିକ୍ଷାନୁଷ୍ଠାନରୁ ମୋଟ ୮୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ତେବେ…

Read More

ପର୍ଯ୍ୟଟକ ଓ ଦର୍ଶକଙ୍କୁ ଆକର୍ଷିତ କରୁଛି ପଲ୍ଲିଶ୍ରୀ ମେଳା

ପର୍ଯ୍ୟଟକ ଓ ଦର୍ଶକଙ୍କୁ ଆକର୍ଷିତ କରୁଛି ପଲ୍ଲିଶ୍ରୀ ମେଳା ପୁରୀ/କୋଣାର୍କ (ଏନ୍‌.ଏମ୍‌.) : ରଥଯାତ୍ରା ଅବସରରେ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଭୋଳାନାଥ ବିଦ୍ୟପୀଠ ଠାରେ ଜିଲ୍ଲା ପ୍ରଶାସନ ଓ ଓରମାସ ପକ୍ଷରୁ ଆୟୋଜିତ ହୋଇଛି ପଲ୍ଲିଶ୍ରୀ ମେଳା । ରଥଯାତ୍ରା ପୂର୍ବ ସଂଧ୍ୟାରେ ଉଦଘାଟିତ ଏହି ମେଳାରେ ମୋଟ ୨୮୦ ଗୋଟି ଷ୍ଟଲ ହୋଇଛି । ତନ୍ମଧ୍ୟରୁ ୨୫୫ ଗୋଟି କାରିଗର ମାନଙ୍କର ଥିବା ବେଳେ ୨୫ ଟି ଖାଦ୍ୟ ଷ୍ଟଲ । ଆମ ରାଜ୍ୟର ସମସ୍ତ…

Read More

ମେଘଦୂତ ଆୱାର୍ଡ ପ୍ରାପ୍ତ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସମ୍ବର୍ଦ୍ଧନା

ମେଘଦୂତ ଆୱାର୍ଡ ପ୍ରାପ୍ତ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସମ୍ବର୍ଦ୍ଧନା କଟକ(ଏନ୍‌.ଏମ୍‌.): କଟକ ଦକ୍ଷିଣ ଡାକ ମଣ୍ଡଳସ୍ଥିତ କାର୍ଯ୍ୟାଳୟରେ ଡାକ ଅଧିକ୍ଷକ ଗଜେନ୍ଦ୍ର ପ୍ରସାଦ କର ଅନ୍ୟ କର୍ମଚାରୀମାନଙ୍କ ଉପସ୍ଥିତିରେ ଡାକସେବାର ୨୦୨୧ ବିତ୍ତୀୟ ବର୍ଷର ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀ ସାହୁ ବାଙ୍କୀ ମୁଖ୍ୟ ଡାକଘର ଅଧିନସ୍ଥ ତୁଳସୀପୁର ଶାଖା ଡାକଘରେ ଶାଖା…

Read More

ଭାରତୀୟ ମଜଦୂର ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ସମ୍ମିଳନୀ

ଭାରତୀୟ ମଜଦୂର ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ସମ୍ମିଳନୀ କଟକ(ଏନ୍‌.ଏମ୍‌.): ଭାରତୀୟ ମଜଦୂର ସଂଘ ପକ୍ଷରୁ ସ୍ଥାନୀୟ ସିଡିଏସ୍ଥିତ ଦତ୍ତାତ୍ରେୟ ଭବନଠାରେ କଟକ ଜିଲ୍ଲା ଉପସଭାପତି ପୁଷ୍ପଲତା ମହାନ୍ତିଙ୍କ ଅଧକ୍ଷତାରେ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଭାରତୀୟ ମଜଦୂର ସଂଘର ରାଜ୍ୟ କମିଟି ସଦସ୍ୟ ତଥା କଟକ ଜିଲ୍ଲା ପ୍ରଭାରୀ ଅକ୍ଷୟ କୁମାର ଦାସ ସମ୍ମିଳନୀକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ ରେଡ୍‌କ୍ରସ ବ୍ଲଡ ବ୍ୟାଙ୍କ କର୍ମଚାର ସଂଘର ସାଧାରଣ ସମ୍ପାଦକ ରବିନାରାୟଣ…

Read More

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଭା ଚୟନ କାର୍ଯ୍ୟକ୍ରମରେ ଯୋଗଦେଲେ ୧୦୦ କ୍ରିଡାବିତ୍

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଭା ଚୟନ କାର୍ଯ୍ୟକ୍ରମରେ ଯୋଗଦେଲେ ୧୦୦ କ୍ରିଡାବିତ୍ ଜଗତସିଂହପୁର (ଏନ୍‌.ଏମ୍‌.): ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଭା ଚୟନ କାର୍ଯ୍ୟକ୍ରମ ଜିଲ୍ଲାପାଳ ପାରୁଲ୍ ପଟୱାରିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ପ୍ରତିଭା ଚୟନ କାର୍ଯ୍ୟକ୍ରମକୁ ଉଦଘାଟନ କରି ଜିଲ୍ଲାପାଳ କହିଲେ ଯେ, ବିଭିନ୍ନ ବ୍ଲକରୁ ୧୦ରୁ ୧୫ବର୍ଷର ଛାତ୍ର ଛାତ୍ରୀମାନେ ଚୟନ ପ୍ରକିୟାରେ ଅଂଶଗ୍ରହଣ କରିଛନ୍ତି ।…

Read More

ଗଜାନନ ସେବା ସମିତି ଓ ନିଷ୍କର୍ଷ ମିଡିଆ ଶାଖା କାର୍ଯ୍ୟାଳୟ ଉଦ୍‌ଘାଟିତ

ଗଜାନନ ସେବା ସମିତି ଓ ନିଷ୍କର୍ଷ ମିଡିଆ ଶାଖା କାର୍ଯ୍ୟାଳୟ ଉଦ୍‌ଘାଟିତ ଜଗତପୁର(ଏନ୍‌.ଏମ୍‌.): ନିମପୁର ଗଜାନନ ସେବା ସମିତି କାର୍ଯ୍ୟାଳୟ ଓ ନିଷ୍କର୍ଷ ମିଡିଆ ଶାଖା କାର୍ଯ୍ୟାଳୟ ପବିତ୍ର ରଥଯାତ୍ରାରେ ନିମପୁରସ୍ଥିତ କିଶୋରକ୍ଲବ ନିକଟରେ ବେଶ ଧୁମଧାମରେ ଦୁଇ ଗୋଟି କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ୪୮ନମ୍ବର ୱାର୍ଡ କର୍ପୋରେଟର ନଳିନୀ ବେହେରା ଏହି କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । ଜଗତପୁର ଥାନା ଭାରପ୍ରାପ୍ତ ଅଧିକାରୀ ରବିନ୍ଦ୍ର ନାଥ ମେହେର, ଜଗତପୁର ଟ୍ରକ…

Read More

ମହିଳା ମାନେ ଟାଣିଲେ ସାନ ରଥ, ନୀତିରେ ବିଳମ୍ବ ଯୋଗୁଁ ଡେରିରେ ପହଞ୍ଚିଲା ରଥ

ମହିଳା ମାନେ ଟାଣିଲେ ସାନ ରଥ, ନୀତିରେ ବିଳମ୍ବ ଯୋଗୁଁ ଡେରିରେ ପହଞ୍ଚିଲା ରଥ ଆଠଗଡ଼(ଏନ୍‌.ଏମ୍‌.): ଦୁଇ ବର୍ଷ ଧରି ମହାମାରୀ କରୋନା ପାଇଁ ବନ୍ଦ ଥିଲା ରଥଯାତ୍ରା । କଟକଣା କୋହଳ ହେବା ପରେ ଚଳିତ ବର୍ଷ ପ୍ରବଳ ଜନସମାଗମ ଭିତରେ ଆଠଗଡ଼ ଆରାଧ୍ୟ ଶ୍ରୀ ଶ୍ରୀ ଅଟ୍ଟାଳୀ ଜଗନ୍ନାଥଙ୍କ ରଥଯାତ୍ରା ସମ୍ପନ୍ନ ହୋଇଛି । କିନ୍ତୁ ନୀତି କାନ୍ତିରେ ବିଳମ୍ବ ଯୋଗୁଁ ଡେରିରେ ରଥ ଟଣା ହେବା ଯୋଗୁଁ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନଙ୍କ…

Read More