ଆସନ୍ତା ବଜେଟ୍ ଅଧିବେଶନ ନେଇ ସର୍ବଦଳୀୟ ବୈଠକ ଜୁନ ୨୯ରେ

ଆସନ୍ତା ବଜେଟ୍ ଅଧିବେଶନ ନେଇ ସର୍ବଦଳୀୟ ବୈଠକ ଜୁନ ୨୯ରେ ଗୃହ ପରିଚାଳନା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କଲେ ବାଚସ୍ପତି ଭୁବନେଶ୍ୱର(ଏନ୍‍.ଏମ୍‍.): ଆସନ୍ତା ଜୁଲାଇ ୨ତାରିଖରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନର ସୁପରିଚାଳନା ପାଇଁ ଚଳିତ ମାସ ୨୯ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ବଜେଟ ଅଧିବେଶନର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦିତ କରିବା ପାଇଁ ସବୁ…

Read More

ନୀରବିଗଲା ରାଇମୋହନଙ୍କ ହୃଦସ୍ପନ୍ଦନ ସଂଳାପ

ନୀରବିଗଲା ରାଇମୋହନଙ୍କ ହୃଦସ୍ପନ୍ଦନ ସଂଳାପ ଭୁବନେଶ୍ୱର(ଏନ୍‌.ଏମ୍‌.): ବରିଷ୍ଠ ସିନେ ଅଭିନେତା ତଥା ଯାତ୍ରା ଜଗତର ବାଦ୍‌ସାହା ରାଇମୋହନ ପରିଡା ଆଉ ନାହାନ୍ତି । ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିବା ପରେ ସମ୍ପୂର୍ଣ୍ଣ ଚଳଚ୍ଚିତ୍ର, ଯାତ୍ରା, ଟେଲି ଜଗତରେ ଶୋକର ଛାୟା ଖେଳିଯାଇଛି । ତେବେ ସେ କାହିଁକି ଆତ୍ମହତ୍ୟା କଲେ ସେ ସମ୍ପର୍କରେ କୌଣସି ତଥ୍ୟ ମିଳିନଥିଲେ ମଧ୍ୟ ପୁଲିସର ତନାଘନା ଆରମ୍ଭ ହୋଇଛି । ତାଙ୍କ ଶବ ଜବତ କରାଯାଇ ବ୍ୟବଚ୍ଛେଦ ନିମନ୍ତେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ…

Read More

ଅଣସର ଘରେ ଶ୍ରୀଜୀଉ : ଚିକିତ୍ସା ପାଇଁ ଦଶ ମୂଳାରିଷ୍ଟ ପ୍ରସ୍ତୁତି ଓ ଚକା ବିଜେ ନୀତି

ଅଣସର ଘରେ ଶ୍ରୀଜୀଉ : ଚିକିତ୍ସା ପାଇଁ ଦଶ ମୂଳାରିଷ୍ଟ ପ୍ରସ୍ତୁତି ଓ ଚକା ବିଜେ ନୀତି ପୁରୀ(ଏନ୍‌.ଏମ୍‌.): ଅଣସର ଘରେ ପ୍ରଭୁ ଜଗନ୍ନାଥ । ସ୍ନାନପୂର୍ଣ୍ଣମୀ ପର ଠାରୁ ଅସୁସ୍ଥ ଶ୍ରୀ ଜୀଉଙ୍କୁ ଚିକିତ୍ସା ନିମନ୍ତେ ଅଣସରରେ ଘରେ ରଖାଯାଇ ଗୁପ୍ତସେବା ଚାଲିଛି । ଶ୍ରୀଜୀଉଙ୍କୁ ଫୁଲୁରି ତେଲ ଲାଗି ହେବା ପରେ ଆଜି ଦଶମୀ ତିଥିରେ ଦଶମୂଳ ମୋଦକ(ଦଶ ମୂଳାରିଷ୍ଟ) ଲାଗି ହୋଇ ସାରିବା ପରେ ମହାପ୍ରଭୁ ଚକା ବିଜେ ହେବାର ପରମ୍ପରା ରହିଛି…

Read More

ଦୃଷ୍ଟି ଏଜୁକେସନାଲ୍‌ରେ ଆନ୍ତର୍ଜାତୀୟ ଯୋଗ ଦିବସ

ଦୃଷ୍ଟି ଏଜୁକେସନାଲ୍‌ରେ ଆନ୍ତର୍ଜାତୀୟ ଯୋଗ ଦିବସ କଟକ(ଏନ୍‍.ଏମ୍‍.): କଟକ ସ୍ଥିତ ଦୃଷ୍ଟି ଏଜୁକେସନାଲ୍ ଏଣ୍ଡ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ବହୁ ଛାତ୍ର ଓ ଛାତ୍ରୀ ଯୋଗ ଦେଇ ବିଭିନ୍ନ ପ୍ରକାର ଯୋଗ ପ୍ରଦର୍ଶନୀ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାରତର ସ୍କାଉଟ୍ ଓ ଗାଇଡ୍‌ର ରାଜ୍ୟ କୋଷାଧ୍ୟକ୍ଷ ଭବାନୀ ପ୍ରସାଦ ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଯୋଗର ଉପକାରିତା ସମ୍ପର୍କରେ ବୁଝାଇଥିଲେ । ଯୋଗ…

Read More

ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା

ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଭୁବନେଶ୍ୱର(ଏନ୍‍.ଏମ୍‍.): ରାଜ୍ୟ ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ତଥା ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ନୂତନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଲୋକସେବା ଭବନସ୍ଥିତ ସାମ୍ବାଦିକମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରକୋଷ୍ଠ(ପ୍ରେସ୍ ଲାଉଞ୍ଜ)ଠାରେ ବରିଷ୍ଠ ତଥା ଅଧିସ୍ୱୀକୃତ ସାମ୍ବାଦିକମାନେ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ପରିପ୍ରେକ୍ଷୀରେ ଗଣମାଧ୍ୟମ ପ୍ରତିନିଧିମାନେ…

Read More

ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ନୂଆଦିଲ୍ଲୀ(ଏଜେନ୍ସି): ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଏନ୍‌ଡିଏ ମେଣ୍ଟ ପକ୍ଷରୁ ଚୟନ କରାଯାଇଛି । ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ନିର୍ବାଚନ ଜିତିବାକୁ ସଂଖ୍ୟା ଥିବାରୁ ୬୪ ବର୍ଷୀୟ ଶ୍ରୀମତୀ ମୁର୍ମୁ ହିଁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକ ପ୍ରକାରର ନିଶ୍ଚିତ ହୋଇଛି । ଯଦି ମୁର୍ମୁ ଜିତନ୍ତି,ତା’ହେଲେ ସେ ହେବେ ପ୍ରଥମ ଓଡ଼ିଆ ରାଷ୍ଟ୍ରପତି । ସେହିପରି ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି…

Read More

ହରିହରାନନ୍ଦ ଦାତବ୍ୟ ଚିକିତ୍ସାଳୟରେ ବିଶ୍ୱ ଯୋଗ ଦିବସ

ହରିହରାନନ୍ଦ ଦାତବ୍ୟ ଚିକିତ୍ସାଳୟରେ ବିଶ୍ୱ ଯୋଗ ଦିବସ ଜଗତପୁର(ଏନ୍‌.ଏମ୍‌): ଜଗତପୁରସ୍ଥିତ ନିମପୁର ପୁରୁଣା ଶିଳ୍ପାଞ୍ଚଳ ପାଶ୍ୱର୍ରେ ଥିବା ହରିହରାନନ୍ଦ ଦାତବ୍ୟ ଚିକିତ୍ସାଳୟରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଯୋଗ ଦିବସରେ ସ୍ୱାମୀ ସମର୍ପଣାନନ୍ଦ ଗିରି, ସ୍ୱାମୀ ସୁଧାନନ୍ଦ ଗିରି, ସ୍ୱାମୀ ବିଜ୍ଞାନାନନ୍ଦ ଗିରି, ଡକ୍ଟର ଧ୍ରୁବଚରଣ ମହାପାତ୍ର, ପ୍ରଶାନ୍ତ ବାବା, ତ୍ରିଜିବ ଦାସ, ଡକ୍ଟର ଜିତେନ୍ଦ୍ର କେପି, ଡକ୍ଟର ସସ୍ମିତା ଦାସ(ବ୍ୟାଙ୍ଗଲୋର) ଲୋକମାନଙ୍କୁ ଯୋଗ ଶିକ୍ଷା ଦେଇଥିଲେ । ଏହି ଯୋଗ ଶିକ୍ଷା…

Read More

ମାହାଙ୍ଗା ବ୍ଲକ କଂଗ୍ରେସର ସଂକଳ୍ପ ଅଭିଯାନ

ମାହାଙ୍ଗା ବ୍ଲକ କଂଗ୍ରେସର ସଂକଳ୍ପ ଅଭିଯାନ ମାହାଙ୍ଗା(ଏନ୍‌.ଏମ୍‌.): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମୋଗଲପାଟଣା ଠାରେ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ନବ ସଂକଳ୍ପ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପ୍ରଥମ ଥର ପାଇଁ ତୃଣମୂଳସ୍ତରରୁ କଂଗ୍ରେସ ଦଳକୁ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ କର୍ମୀ ମାନକୁ କଠୋର ପରିଶ୍ରମ କରି ଲୋକମାନଙ୍କ ସାଥିରେ ରହି କାର୍ଯ୍ୟ କରିବାକୁ ମାହାଙ୍ଗା କଂଗ୍ରେସ ନେତା ଦେବେନ୍ଦ୍ର ସାହୁ ଆହ୍ୱାନ କରିଥିଲେ ।…

Read More

କୁଏତରେ, ଭାରତୀୟଙ୍କ ଦ୍ୱାରା ବିଶ୍ୱ ରକ୍ତଦାନ ଦିବସ ପାଳନ

କୁଏତରେ, ଭାରତୀୟଙ୍କ ଦ୍ୱାରା ବିଶ୍ୱ ରକ୍ତଦାନ ଦିବସ ପାଳନ କୁଏତ(ଏଜେନ୍ସି): “କୁଏତର ଭାରତୀୟମାନେ ରକ୍ତଦାନର ସର୍ବ ବୃହତ ଦାତା ଅଟନ୍ତି । ଏହା ଭାରତୀୟ ସମ୍ପ୍ରଦାୟ, ବିଶେଷ କରି ଏହାର ଯୁବକମାନଙ୍କ ମଧ୍ୟରେ ଜନ ଜାଗରଣ ସୃଷ୍ଟି କରିଛି । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ, ସ୍ୱେଚ୍ଛାକୃତ ରକ୍ତଦାତାମାନେ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ଅବଦାନକୁ, ଭାରତର ରାଷ୍ଟ୍ରଦୂତ ଶ୍ରୀଯୁକ୍ତ ସି ବି ଜର୍ଜ, ଉଚ୍ଚ ପ୍ରଶଂସା ସହିତ ସମଗ୍ର ବିଶ୍ୱ କୁ ଏକ ଜନ ଜାଗରଣ ସୃଷ୍ଟି କରିବା ନିମନ୍ତେ…

Read More

ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ କୟଳପଡ଼ାରେ କୌଶଳ ପ୍ରଦର୍ଶନ

ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ କୟଳପଡ଼ାରେ କୌଶଳ ପ୍ରଦର୍ଶନ ଚୌଦ୍ୱାର(ଏନ୍‌.ଏମ୍‌.): ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ନକଲ ଅଭ୍ୟାସ କୌଶଳ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଜି କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ କୟଳପଡ଼ା ପଞ୍ଚାୟତରେ ବିପର୍ଯ୍ୟୟ ସମୟରେ କିଭଳି ଜନସାଧାରଣଙ୍କୁ ସୁରକ୍ଷା ଦିଆଯାଇ ପାରିବ ସେ ନେଇ ଏକ କୌଶଳ ପ୍ରଦଶନ ବା ମକ୍ ଡ୍ରିଲ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବାତ୍ୟା, ବନ୍ୟା, ଭୂମିକମ୍ପ ଭଳି…

Read More

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚିକିତ୍ସା ପାଇଁ ଫୁଲୁରି ତେଲ

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚିକିତ୍ସା ପାଇଁ ଫୁଲୁରି ତେଲ ପୁରୀ(ଏନ୍‌.ଏମ୍‌.): ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାସ୍ନାନ ପରେ ଏବେ ପ୍ରଭୁ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ଅଣସର ଘରେ ରଖାଯାଇ ଗୁପ୍ତ ଚିକିତ୍ସା ସେବା କରାଯାଉଛି । ଏହି ପରିପ୍ରେକ୍ଷୀରେ ପ୍ରଭୁଙ୍କ ଚିକିତ୍ସା ପାଇଁ ବିଶେଷ ଆବଶ୍ୟକତା ପଡ଼ୁଥିବା ଫୁଲୁରି ତେଲ ପ୍ରସ୍ତୁତ ସରିଛି । ଅଣସର ପଞ୍ଚମୀରେ ମହାପ୍ରଭୁଙ୍କ ଠାରେ ଫୁଲୁରି ତେଲ ଲାଗି ହୋଇଥାଏ । ଆଜି ଅଣସରର ପଞ୍ଚମ ଦିବସ ତେଣୁ ଆଜି ଫୁଲୁରିତେଲ ଶ୍ରୀ…

Read More

ଓଡ଼ିଶା ରାଜ୍ୟ ସ୍କାଉଟ୍ସ ଓ ଗାଇଡ୍‌ସର ରାଜ୍ୟ ପୁରସ୍କାର ଉତ୍ସବ

ଓଡ଼ିଶା ରାଜ୍ୟ ସ୍କାଉଟ୍ସ ଓ ଗାଇଡ୍‌ସର ରାଜ୍ୟ ପୁରସ୍କାର ଉତ୍ସବ ପ୍ରେମ ଓ ଶୃଙ୍ଖଳା ସ୍କାଉଟ୍ସ ଓ ଗାଇଡ୍ସର ମୂଳାଦର୍ଶ-ରାଜ୍ୟପାଳ ଭୁବନେଶ୍ୱର(ଏନ୍‌.ଏମ୍‌.): ଆମ ସ୍ଥିତିର ଅନ୍ତିମ ସତ୍ୟ ହେଉଛି ପ୍ରେମ । ପ୍ରେମର ଆଧାରରେ ସାରା ବ୍ରହ୍ମାଣ୍ଡ ପ୍ରତିଷ୍ଠିତ ଏବଂ ଏହା ଏକ ଶୃଙ୍ଖଳାରେ ପରିଚାଳିତ । ଏହି ପ୍ରେମ ଓ ଶୃଙ୍ଖଳା ହେଉଛି ସ୍କାଉଟ୍ସ ଓ ଗାଇଡ୍‌ସର ମୂଳାଦର୍ଶ ବୋଲି ରାଜ୍ୟପାଳ ତଥା ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଓ ଗାଇଡ୍‌ସର ମୁଖ୍ୟ ପୃଷ୍ଠପୋଷକ ପ୍ରଫେସର…

Read More