ଉଦ୍‌ଯାପିତ ହେଲା ତୋରଳ ଗଣେଶ ମହୋତ୍ସବ

ଉଦ୍‌ଯାପିତ ହେଲା ତୋରଳ ଗଣେଶ ମହୋତ୍ସବ     ଜଗତପୁର (ଏନ୍‌.ଏମ୍‌.): କଟକ ଜିଲ୍ଲା ଜଗତପୁରସ୍ଥିତ ତୋରଳ ପୂଜା କମିଟି ପକ୍ଷରୁ ୧୬ତମ ଗଣେଶ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ୮ଦିନ ଧରି ଆୟୋଜିତ ଏହି ମହୋତ୍ସବର ଉଦ୍‌ଯାପନୀ ସଂଧ୍ୟା ବେଶ ଚିତାକର୍ଷକ ହୋଇଥିଲା । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ବିଭିନ୍ନ ପ୍ରକାର ସୁଆଦିଆ ଖାଦ୍ୟ ଷ୍ଟଲରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ସମ୍ପ୍ରତି ରାଜ୍ୟର ବହୁ ଲୋକକଳା ହଜିବାକୁ ବସିଥିବାବେଳେ ସେ…

Read More

ଗଜପତିଙ୍କ ଶ୍ରୀନଅରରେ ସୁନିଆଁ ଉତ୍ସବ

ଗଜପତିଙ୍କ ଶ୍ରୀନଅରରେ ସୁନିଆଁ ଉତ୍ସବ ପୁରୀ(ଏନ୍‌.ଏମ୍‌.): ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହୋଇଯାଇଛି ସୁନିଆଁ ଉତ୍ସବ । ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀନରରେ ଆଜି ନୀତି ଓ ପରମ୍ପରା ଅନୁସାରେ ପାଳତି ହୋଇଛି ଏହି ଉତ୍ସବ । ଏଥିପାଇଁ ସନ୍ଧ୍ୟାରେ ଶ୍ରୀନଅର ପ୍ରାଙ୍ଗଣରେ ଥିବା କନକ ଦୁର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । କନକଦୂର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ, ନୃସିଂହ ଆଦି ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ ଗଜପତି ମହାରାଜ । ଗଜପତି ମହାରାଜା…

Read More

କଂସା ଓ ପିତ୍ତଳ ହସ୍ତଶିଳ୍ପ ସାମଗ୍ରୀର ଜି.ଆଇ. ମାନ୍ୟତା ପାଇଁ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆବେଦନ

କଂସା ଓ ପିତ୍ତଳ ହସ୍ତଶିଳ୍ପ ସାମଗ୍ରୀର ଜି.ଆଇ. ମାନ୍ୟତା ପାଇଁ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆବେଦନ ଭୁବନେଶ୍ୱର(ଏନ୍‍.ଏମ୍‍.): ସାମଗ୍ରୀ ଗୁଡିକର ଭୌଗୋଳିକ ସୂଚକାଙ୍କ (ପଞ୍ଜିକରଣ ଓ ସଂରକ୍ଷଣ) ଅଧିନିୟମ, ୧୯୯୯ ଦ୍ୱାରା ସାମଗ୍ରୀ ଗୁଡିକର ଭୌଗୋଳିକ ସୂଚକାଙ୍କର ପଞ୍ଜିକରଣ ଓ ଉନ୍ନତ ମାନର ସଂରକ୍ଷଣ କରାଯାଉଛି । ଏହି କ୍ରମରେ ଓଡ଼ିଶାରେ ଉତ୍ପାଦିତ ହସ୍ତଶିଳ୍ପ ସାମଗ୍ରୀଗୁଡିକର ବୈଶିଷ୍ଟ୍ୟ ସୁରକ୍ଷା କରିବା ଓ ଏହାର ବେଆଇନ ବ୍ୟବହାର ବନ୍ଦ କରିବା ସଙ୍ଗେ ସଙ୍ଗେ କାରିଗର ଓ ଖାଉଟିମାନଙ୍କର ସ୍ୱାର୍ଥରକ୍ଷା…

Read More

ଐତିହାସିକ ଅଳକା ଆଶ୍ରମ ଉପରେ ଆଧାରିତ ଡାକଟିକଟ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ

ଐତିହାସିକ ଅଳକା ଆଶ୍ରମ ଉପରେ ଆଧାରିତ ଡାକଟିକଟ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ ଭୁବନେଶ୍ବର(ଏନ‌୍.ଏମ‌୍.): ଐତିହାସିକ ଅଳକା ଆଶ୍ରମ ଉପରେ ଆଧାରିତ ଏକ ‘ମୋ ଡାକ ଟିକେଟ’ ମହାମହିମ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି| ରାଜଭବନ ପରିସରରେ ଅଳକା ଆଶ୍ରମ ଶତବାର୍ଷିକୀ କମିଟିର ଅଧ୍ୟକ୍ଷ ସଂଗ୍ରାମ କେଶରୀ ମହାପାତ୍ର, ଆବାହକ ସମ୍ପାଦକ ଦେବେନ୍ଦ୍ର ନାଥ ରାଉତ, ସଂଯୋଜକ ନଗେନ୍ଦ୍ର ନାଥ ସ୍ବାଇଁ, ସୋମନାଥ ପରିଡା, ଡାକ ଟିକଟର ଶିଳ୍ପୀ ଲାଲ ସଂଗ୍ରାମ କେଶରୀ ରାୟ ଏହି ଅବସରରେ ଉପସ୍ଥିତ…

Read More

ଗଡଜାତ ପରିକ୍ରମା ତରଫରୁ ଅଷ୍ଟମ ପୂଜ୍ୟପୂଜା ସମାରୋହ ଅନୁଷ୍ଠିତ,ସମ୍ବର୍ଦ୍ଧିତ ହେଲେ ୧୪ ଗୁରୁ

ଗଡଜାତ ପରିକ୍ରମା ତରଫରୁ ଅଷ୍ଟମ ପୂଜ୍ୟପୂଜା ସମାରୋହ ଅନୁଷ୍ଠିତ,ସମ୍ବର୍ଦ୍ଧିତ ହେଲେ ୧୪ ଗୁରୁ ଆଠଗଡ(ଏନ୍‌.ଏମ୍‌.): ଆଠଗଡ ଅଞ୍ଚଳର ସ୍ୱେଛାସେବୀ ସଂଗଠନ ଗଡଜାତ ପରିକ୍ରମା ତରଫରୁ ସ୍ଥାନୀୟ ବିଶ୍ୱନାଥ ବିଦ୍ୟାପୀଠ ଠାରେ ଅଷ୍ଟମ ପୂଜ୍ୟପୂଜା ସମାରୋହ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଗୁରୁ ଦିବସ ଅବସରରେ ଗଡଜାତ ପରିକ୍ରମା ତରଫରୁ ୧୪ ଜଣ ଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା । ଅନୁଷ୍ଠାନର ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସ୍ପର୍ଶ ଗୁରୁ ବାବା ଆର୍ତତ୍ରାଣ…

Read More

କଲରାବାଙ୍କ କଳିଙ୍ଗ ଇଂଲିଶ ମିଡ଼ିୟମ ସ୍କୁଲର ଆଉ ଏକ ସଫଳତା

କଲରାବାଙ୍କ କଳିଙ୍ଗ ଇଂଲିଶ ମିଡ଼ିୟମ ସ୍କୁଲର ଆଉ ଏକ ସଫଳତା କଟକ(ଏନ୍‌.ଏମ୍‌.): ଦେଶର ପ୍ରଥମ ସ୍ମାର୍ଟ ଭିଲେଜ ଭାବରେ ପ୍ରସିଦ୍ଧି ଲାଭ କରିଥିବା କଟକ ଜିଲ୍ଲା କଲରାବାଙ୍କ ଠାରେ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠା କରାଯାଇଥିବା କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡିପାରିଛି । ଇଣ୍ଟରନେସନାଲ ଏକ୍ସଲେନ୍ସ ଆୱାର୍ଡ଼ ପକ୍ଷରୁ ବିଶ୍ୱର ଅନେକ ପ୍ରତିଷ୍ଠିତ ବିଦ୍ୟାଳୟମାନଙ୍କ ଶୈକ୍ଷିକ ଭିତ୍ତିଭୂମିର ସୁଦୃଢ଼ୀକରଣ, ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ପାଠ୍ୟକ୍ରମରେ ନୂତନ ଜ୍ଞାନକୌଶଳ…

Read More

କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ଅଭିଯୋଗ ଶୁଣାଣି

କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ଅଭିଯୋଗ ଶୁଣାଣି ଆଠଗଡ଼(ଏନ୍‌.ଏମ୍‌.): ଶିକ୍ଷକ-ଶିକ୍ଷୟତ୍ରୀମାନେ ରାଷ୍ଟ୍ର ଗଠନରେ ସଦା ସର୍ବଦା ଗଠନମୂଳକ ଭୂମିକା ନିର୍ବାହ କରିଆସିଛନ୍ତି । ଶିକ୍ଷାୟତନର ସାମଗ୍ରିକ ପ୍ରଗତିରେ ଶିକ୍ଷକମାନଙ୍କର ଯୋଗଦାନ ଅନନ୍ୟ । ଶିକ୍ଷାଦାନ ପ୍ରକ୍ରିୟାକୁ ବୋଧଗମ୍ୟ କରିବା ଭଳି ମାନସିକତାର ଆବଶ୍ୟକତାକୁ ଏକ ଚିନ୍ତାମୁକ୍ତ ମନ ଅପରିହାର୍ଯ୍ୟ । ଶିକ୍ଷକ ସାମାଜର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଏ ଦିଗରେ ଏକ ଫଳପ୍ରଦ ପ୍ରୟାସ ବୋଲି ବିବେଚନା କରାଯାଉଛି ବୋଲି କଟକ ଜିଲ୍ଲା ଆଠଗଡ ବିଶ୍ୱନାଥ…

Read More

ଭାରତ ମସଲାର ୨୩ତମ ଭାରତ ପ୍ରତିଭା ସମ୍ମାନ ସମାରୋହ

ଭାରତ ମସଲାର ୨୩ତମ ଭାରତ ପ୍ରତିଭା ସମ୍ମାନ ସମାରୋହ ପଦ୍ମଶ୍ରୀ ପ୍ରମୋଦଙ୍କୁ ଭାରତ ଗୌରବ ସମ୍ମାନ କଟକ(ଏନ୍‌.ଏମ୍‌.): ବିଭିନ୍ନ ପ୍ରକାର ମସଲା ପ୍ରସ୍ତୁତ କରି ଦେଶ ବିଦେଶରେ ସୁଖ୍ୟାତି ଅର୍ଜନ କରିଥିବା ଜୟଭାରତ ଫାଉଣ୍ଡେସନର ଆଜି ୨୩ତମ ପ୍ରତିଭା ସମ୍ମାନ ସମାରୋହ ରାମଦାସପୁରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଗ୍ରାମ ନିର୍ମାଣ ବିଭାଗ ମନ୍ତ୍ରୀ ପ୍ରୀତିରଂଜନ ଘଡାଇ ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ବିଭିନ୍ନ ପ୍ରକାର ମସଲା…

Read More

ଜାତୀୟ କ୍ରୀଡା ଦିବସରେ ନିଯୁକ୍ତି ପତ୍ର

ଜାତୀୟ କ୍ରୀଡା ଦିବସରେ ନିଯୁକ୍ତି ପତ୍ର ପୁରୀ/କୋଣାର୍କ (ଏନ୍‌.ଏମ୍‌.): ଜାତୀୟ କ୍ରୀଡ଼ା ଦିବସ ଅବସରରେ ପୁରୀ ଜିଲ୍ଲାର କ୍ରୀଡ଼ାବିତ୍ତଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଛି । ପୁରୀ ଜିଲ୍ଲାର ତିନି ଜଣ ଭିନ୍ନକ୍ଷମ କ୍ରୀଡାବିତଙ୍କୁ ଜାତୀୟ କ୍ରୀଡ଼ା ଦିବସ ଅବସରରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ଓଏମସିରେ ପ୍ରଥମ ଶ୍ରେଣୀ ପଦରେ ନିଯୁକ୍ତି ଦିଆଯାଇଥିବା ବେଳେ ପାରା ଆଥଲେଟ ପୁଲିନ କୁମାର ମାନସିଂ ଓ ଅକ୍ଷୟ କୁମାର ସାହୁଙ୍କୁ ରାଜସ୍ୱ…

Read More

କଟକ ଦୁର୍ଗାପୂଜା ନେଇ ମହାନଗର ଶାନ୍ତି କମିଟିର ଚୁଡ଼ାନ୍ତ ସମୀକ୍ଷା ବୈଠକ

କଟକ ଦୁର୍ଗାପୂଜା ନେଇ ମହାନଗର ଶାନ୍ତି କମିଟିର ଚୁଡ଼ାନ୍ତ ସମୀକ୍ଷା ବୈଠକ କଟକ (ଏନ୍‌.ଏମ୍‌.): କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ସ୍ଥାନୀୟ ବିଡାନାସୀସ୍ଥିତ ଚହଟା ମନ୍ଦିରରେ କଟକର ଐତିହାସିକ ଦୁର୍ଗାପୂଜାର ସଫଳତା ନେଇ ଶେଷ ପର୍ଯ୍ୟାୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଦୁର୍ଗାପୂଜା ପ୍ରସ୍ତୁତି ସଭାରେ କଟକ ସହରର ୧୭୫ ପୂଜା ମଣ୍ଡପର ସଭାପତି ଓ ସମ୍ପାଦକ, ଜିଲ୍ଲା ପ୍ରଶାସନ ଓ ପୁଲିସ…

Read More

କୟଳପଡ଼ା ପଞ୍ଚାୟତର ସାମଗ୍ରିକ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ

କୟଳପଡ଼ା ପଞ୍ଚାୟତର ସାମଗ୍ରିକ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କୟଲପଡ଼ା ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ବିଜେଡ଼ି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତର ସରପଞ୍ଚ ଶୈଳବାଳା ନାୟକଙ୍କ ଅଧ୍ୟକ୍ଷତା କରିଥିଲେ । ଏହି ପଞ୍ଚାୟତରେ ସମସ୍ତ ଜନସାଧାରଣ କିଭଳି ସରକାରୀ ସୁବିଧା ପାଇ ପାରିବେ ସେଥି ପାଇଁ ଚେଷ୍ଟା କରିବା ସହ ପଞ୍ଚାୟତର ବିଭିନ୍ନ ଉନ୍ନତି ମୂଳକ କାମ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ତୃଣମୂଳସ୍ତରରୁ ସଂଗଠନକୁ…

Read More

କୁଏତରେ ଆଜାଦି କି ଅମୃତ ମହୋତ୍ସବ ପାଳନ କଲା ଭାରତୀୟ ପ୍ରବାସୀ ପରିଷଦ ସଂଘ

କୁଏତରେ ଆଜାଦି କି ଅମୃତ ମହୋତ୍ସବ ପାଳନ କଲା ଭାରତୀୟ ପ୍ରବାସୀ ପରିଷଦ ସଂଘ କୁଏତ (ଏଜେନ୍ସି): କୁଏତସ୍ଥିତ ଅବୁହଲିଫାର ଦୁମ୍ ହଲ୍‌ରେ ଭାରତୀୟ ପ୍ରବାସୀ ପରିଷଦ ସଂଘ ପକ୍ଷରୁ ୭୬ତମ ସ୍ୱାଧୀନତା ଦିବସ ତଥା ଆଜାଦିକା ଅମୃତ ପାଳିତ ହୋଇଯାଇଛି । ଭାରତୀୟ ପ୍ରବାସୀ ପରିଷଦ ସଂଘ ଏକ ପୁରାତନ ସାମାଜିକ ଓ ସାଂସ୍କୃତିକ ସଂଗଠନ । ଏହି ସଙ୍ଗଠନ ଆନୁକୁଲ୍ୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଭାରତୀୟ ପ୍ରବାସୀ ପରିଷଦର ଅଧ୍ୟକ୍ଷ ବିନୋୟ ସେବାସ୍ତିୟାନ,…

Read More