ଦିଲସାନଙ୍କ ସହିତ ଭିଲୱାରା କିଙ୍ଗ୍‌ସ ବିପକ୍ଷରେ କମ୍‌ବ୍ୟାକ କରିବାକୁ ଆଶାବାଦୀ ରହିଛି ଗୁଜୁରାଟ ଜିଆଣ୍ଟସ

ଦିଲସାନଙ୍କ ସହିତ ଭିଲୱାରା କିଙ୍ଗ୍‌ସ ବିପକ୍ଷରେ କମ୍‌ବ୍ୟାକ କରିବାକୁ ଆଶାବାଦୀ ରହିଛି ଗୁଜୁରାଟ ଜିଆଣ୍ଟସ କଟକ(ଏନ୍‌.ଏମ୍‌.): ଇଣ୍ଡିଆ କ୍ୟାପିଟାଲ୍ସ ବିପକ୍ଷରେ ଗତ ମ୍ୟାଚରେ ପରାଜିତ ହେବା ପରେ ଗୁଜୁରାଟ ଜିଆଂଟ୍ସ, ମଙ୍ଗଳବାର ବାରବାଟି ଷ୍ଟାଡିୟମ ଠାରେ ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡ ଲିଗ କ୍ରିକେଟ (ଏଲ୍‌ଏଲ୍‌ସି)ର ଭିଲୱାରା କିଙ୍ଗ୍‌ସ ବିପକ୍ଷ ମ୍ୟାଚରେ ଏକ ଜବରଦସ୍ତ କମ୍‌ବ୍ୟାକ ପାଇଁ ପ୍ରସ୍ତୁତ ରହିଛି । ଏହି ମ୍ୟାଚରେ ଗୁଜୁରାଟ ଜିଆଣ୍ଟ ତିଲକରାନ୍ତେ ଦିଲସାନଙ୍କ ଉପରେ ଟିମ୍ ଅଧିକ ଭାବେ ନିର୍ଭରଶୀଳ…

Read More

ବନ୍ଦର ଦେବୀ ମା’ ଚିତ୍ରେଶ୍ୱରୀଙ୍କ ପୀଠରେ ଷୋଳପୂଜା

ବନ୍ଦର ଦେବୀ ମା’ ଚିତ୍ରେଶ୍ୱରୀଙ୍କ ପୀଠରେ ଷୋଳପୂଜା କୋଣାର୍କ (ଏନ୍‌.ଏମ୍‌.): ମା’ ଦୂର୍ଗାଙ୍କ ପୂଜା ପାଇଁ ସବୁ ଶକ୍ତିପୀଠମାନଙ୍କରେ ଆରମ୍ଭ ହୋଇଯାଇଛି ଷୋଳ ପୂଜା । ଧରାପୃଷ୍ଠକୁ ମା’ଙ୍କ ଆଗମନ ଅବସରରେ ଶକ୍ତିପୀଠମାନଙ୍କରେ ଷୋଳପୂଜା ଚାଲୁରହିଥିବାବେଳେ ବିଭିନ୍ନ ବେଶରେ ମା’ଙ୍କୁ ସୁସଜିତ କରାଯାଇ ନୀତିକାନ୍ତିରେ ପୂଜା କରାଯାଉଛି । କୋଣାର୍କ ଥାନାନ୍ତର୍ଗତ ଅବଦାନ ଗ୍ରାମପଞ୍ଚାୟତର ଯଦୁପୁର ଗ୍ରାମରେ ଅବସ୍ଥିତ ମା’ ଚିତ୍ରେଶ୍ୱରୀଙ୍କ ପୀଠ । ଅପୂର୍ବ ପ୍ରାକୃତିକ ସୁଷମା ଭାରା ନୈଶର୍ଗୀକ ଶୋଭାର ଗନ୍ତାଘର ମଧ୍ୟରେ ମା’…

Read More

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଦୁଇଦିନିଆ ସମ୍ମିଳନୀ ଉଦ୍‌ଘାଟିତ

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଦୁଇଦିନିଆ ସମ୍ମିଳନୀ ଉଦ୍‌ଘାଟିତ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ଚିନ୍ତାଧାରା ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି: ଗଣଶିକ୍ଷା ମନ୍ତ୍ରୀ ଭୁବନେଶ୍ୱର (ଏନ୍‌.ଏମ୍‌.): ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଓସେପାର ମିଳିତ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟର ସମସ୍ତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଦୁଇଦିନିଆ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ…

Read More

ବାରବାଟୀ ଟକ୍କର :ଭଜି-ପଠାନ ଲଢ଼େଇ ହେବ

ବାରବାଟୀ ଟକ୍କର :ଭଜି-ପଠାନ ଲଢ଼େଇ ହେବ କଟକ (ଏନ୍‌.ଏମ୍‌.): ଆସନ୍ତାକାଲି କଟକର ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ (ଏଲ୍‌ଏଲ୍ସି)ର କଟକ୍ ଲିଗ୍ରେ ଇର୍ଫାନ ପଠାନ୍‌ଙ୍କ ନେତୃତ୍ୱାଧୀନ ଭିଲ୍ୱାରା କିଙ୍ଗ୍ସ, ହର୍ଭଜନ ସିଂହଙ୍କ ମନିପାଲ୍ ଟାଇଗର୍ସଠାରୁ ପ୍ରତିଶୋଧ ନେବା ପାଇଁ ମଇଦାନକୁ ଓହ୍ଲାଇବ । ଏହି ମ୍ୟାଚରେ ଭିଲ୍ୱାରା କିଙ୍ଗ୍ସ ପକ୍ଷରୁ ଇର୍ଫାନ୍ ଫଠାନ୍‌, ୟୁସୁଫ୍ ପଠାନ୍ ଓ ଏସ୍ ଶ୍ରୀସାନ୍ତଙ୍କ ଭଳି କିମ୍ବନ୍ଦନ୍ତୀମାନେ ଏବଂ ମନିପାଲ ଟାଇଗର୍ସ…

Read More

ଗ୍ରାମାଭିମୁଖୀ ଗଜରାଜ: ନାକେଦମ ବନ ବିଭାଗ କର୍ମଚାରୀ

ଗ୍ରାମାଭିମୁଖୀ ଗଜରାଜ: ନାକେଦମ ବନ ବିଭାଗ କର୍ମଚାରୀ ଆଠଗଡ଼(ଏନ୍‌.ଏମ୍‌.): ଗଜରାଜ ସହ ଜନସାଧାରଣଙ୍କ ମଧ୍ୟରେ ଚାଲିଛି ଲୁଚୁକାଳି ଖେଳ । କେଉଁଠି ହାତୀ ଗାଁ ଭିତରକୁ ପଶି ଆସୁଛନ୍ତି ତ ଆଉ କେଉଁଠି ଲୋକେ ହାତୀକୁ ମାରିଦେଉଥିବା ଦେଖିବାକୁ ମିଳିଛି । ଏମିତି ବାରମ୍ବାର ହାତୀ-ମଣିଷ ମଧ୍ୟରେ ଚାଲିଛି ଶୀତଳ ଯୁଦ୍ଧ । ହାତୀମାନେ ଗାଁ ମୁହାଁ ହେଉଥିବାବେଳେ ବନବିଭାଗକୁ ନାକେଦମ ହେବାକୁ ପଡ଼ିଛି । ଏହି ପରିପ୍ରେକ୍ଷୀରେ ଆଠଗଡ ଅଞ୍ଚଳରେ ହାତୀ ଆତଙ୍କ ଦେଖିବାକୁ ମିଳିଛି…

Read More

ଦୁବାଇରେ ଭାରତ ମସଲାକୁ ମିଳିଲା ଜାଗରଣ ଆଚିଭର ଆୱାର୍ଡ

ଦୁବାଇରେ ଭାରତ ମସଲାକୁ ମିଳିଲା ଜାଗରଣ ଆଚିଭର ଆୱାର୍ଡ କଟକ(ଏନ୍‌.ଏମ୍‌.): ମସଲା ଜଗତରେ ମାନ ଏବଂ ଗୁଣବତ୍ତାକୁ ଅକ୍ଷୁର୍ଣ୍ଣ ରଖି କ୍ଷୁଦ୍ର ମସଲା ଉତ୍ପାଦକାରୀ ସଂସ୍ଥା ଭାବେ ବିଶ୍ୱରେ ପହଞ୍ଚି ପାରିଥିବା ‘ଭାରତ ମସଲା’କୁ ଦୁବାଇରେ ସମ୍ମାନିତ ହୋଇଛି । ପୂର୍ବ ଭାରତରେ କ୍ରାଓଜୋନିକ ପଦ୍ଧତିରେ ମସଲା ଉତ୍ପାଦନ କରି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଭାରତ ମସଲାକୁ ଏକ୍ସଲେନ୍ସ ଜାଗରଣ ଆଚିଭର ଆୱାର୍ଡ ୨୦୨୨ରେ ସମ୍ମାନିତ କରାଯାଇଛି । ଦୁବାଇ ଠରେ ଅନୁଷ୍ଠିତ ଏକ…

Read More

ମା’ ରାମଚଣ୍ଡୀଙ୍କ ପୀଠରେ ଷୋଳପୂଜା

ମା’ ରାମଚଣ୍ଡୀଙ୍କ ପୀଠରେ ଷୋଳପୂଜା କୋଣାର୍କ (ଏନ୍‌.ଏମ୍‌.): ମା’ ଦୂର୍ଗାଙ୍କ ଶାରଦୀୟ ସ୍ୱତନ୍ତ୍ର ପୂଜା ପାଇଁ ସବୁ ଶକ୍ତିପୀଠ ହୋଇ ଉଠିଛି ପାର୍ବଣ ମୁଖରିତ । ଧରାପୃଷ୍ଠକୁ ମା’ଙ୍କ ଆଗମନ ଅବସରରେ ଆରମ୍ଭ ହୋଇଛି ଦେବୀ ପୀଠମାନଙ୍କରେ ଷୋଳପୂଜା । କୋଣାର୍କଠାରୁ ପୁରୀ ଆଡକୁ ୯ କିଲୋମିଟର ଦୂର ବେଳମାର୍ଗ କଡରେ ମା’ରାମଚଣ୍ଡୀଙ୍କ ପୀଠ । ଅପୂର୍ବ ପ୍ରାକୃତିକ ସୁଷମା ଭରା ନୈଶର୍ଗୀକ ଶୋଭାର ଗନ୍ତାଘର ଓ ପବିତ୍ର ମହୋଦଧି କୂଳରେ ମା’ ରାମଚଣ୍ଡୀଙ୍କ ପୀଠର ଅବସ୍ଥିତ…

Read More

ବାବା ଧବଳେଶ୍ୱରଙ୍କ ପୀଠରେ ବଡ଼ଓଷା ନିମନ୍ତେ ପ୍ରସ୍ତୁତି ବୈଠକ

ବାବା ଧବଳେଶ୍ୱରଙ୍କ ପୀଠରେ ବଡ଼ଓଷା ନିମନ୍ତେ ପ୍ରସ୍ତୁତି ବୈଠକ ଆଠଗଡ(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ ବ୍ଲକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ଚଳିତ ବର୍ଷ ବଡ଼ଓଷା ପାଳନ ନେଇ ପ୍ରଶାସନିକସ୍ତରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ୨ବର୍ଷ ଧରି କରୋନା ଯୋଗୁଁ ସମସ୍ତ ପୂଜାପର୍ବ ଉପରେ ସରକାର ଓ ପ୍ରଶାସନ ଅଙ୍କୁଶ ଲଗାଇଥିଲେ । ଚଳିତ ବର୍ଷ କରୋନା ସଂକ୍ରମଣ ହ୍ରାସ ପାଇଥିବା ଯୋଗୁଁ ସ୍ୱଭାବିକ ଭାବେ ସମସ୍ତ ପର୍ବପର୍ବାଣୀ ପାଳନ ଉପରେ ସରକାରଙ୍କ…

Read More

କଟକରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା

କଟକରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାକୁ କାର୍ଯ୍ୟକ୍ରମର ରୂପରେଖ ଦେଲେ ସଂସ୍କାର ଆସିବ’ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବାରବାଟୀ ପ୍ୟାଲେସ ଠାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି) ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ କଟକ ଜିଲ୍ଲାପାଳ ଡକ୍ଟର ଭବାନୀଶଙ୍କର ଚୟନୀ ଯୋଗଦେଇ ଦୂରଦୃଷ୍ଟିକୁ କାର୍ଯ୍ୟରେ ପରିଣତ ନକଲେ ଏହା ଦିବାସ୍ୱପ୍ନ ହୋଇ ରହିଯାଉଥିବାବେଳେ ଦୂରଦୃଷ୍ଟିକୁ କାର୍ଯ୍ୟକାରୀ କରିବା ପାଇଁ ଯତ୍ନବାନ ହେଲେ ହିଁ…

Read More

ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ୨ଟି ବିଶ୍ୱବିଦ୍ୟାଳୟ ଓ ୪ଟି ମହାବିଦ୍ୟାଳୟରେ ଗଠନ ହେଲା କ୍ୟାମ୍ପସ କମିଟି

ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ୨ଟି ବିଶ୍ୱବିଦ୍ୟାଳୟ ଓ ୪ଟି ମହାବିଦ୍ୟାଳୟରେ ଗଠନ ହେଲା କ୍ୟାମ୍ପସ କମିଟି ଛାତ୍ରଛାତ୍ରୀମାନେ କଲେଜ ନିର୍ବାଚନକୁ ନେଇ ଭବିଷ୍ୟତକୁ ଅନ୍ଧାରକୁ ଠେଲିବା ଅପେକ୍ଷା ଅଧ୍ୟୟନ ଉପରେ ଗୁରୁତ୍ୱ ଦିଅ- ଦେବୀ କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ହେବ ନାହିଁ ମହାବିଦ୍ୟାଳୟ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ । ନିବାର୍ଚନ ହେବା ଦ୍ୱାରା ବିଭିନ୍ନ କଲେଜର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହିଂସାକାଣ୍ଡ ଭଳି ଘଟଣା ଦେଖିବାକୁ ମିଳୁଥିବା ବେଳେ ଶୈଖିକ ବାତାବରଣ ନଷ୍ଟ ହେଉଛି…

Read More

ଚଳିତ ଦୁର୍ଗାପୂଜା ନେଇ ଆଠଗଡ଼ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ଚଳିତ ଦୁର୍ଗାପୂଜା ନେଇ ଆଠଗଡ଼ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଆଠଗଡ଼(ଏନ୍‌.ଏମ୍‌.): ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଆସନ୍ତା ୩ ତାରିଖରେ ଅନୁଷ୍ଠିତ ହେବ । ଏହି ଅବସରରେ ଆଠଗଡ଼ ପ୍ରଶାସନ ତରଫରୁ ସ୍ଥାନୀୟ ବ୍ଲକ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତକୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆସନ୍ତା ୩୧ ତାରିଖ ମହା ସପ୍ତମୀ ଠାରୁ ୩ ତାରିଖ ଦଶହରା ପର୍ଯ୍ୟନ୍ତ ସହରରେ କିଭଳି ଶାନ୍ତିଶୃଙ୍ଖଳା ସହ…

Read More

ଜଗତପୁର ଗଣେଷ ମେଲଣ: ବର୍ଷାକୁ ଖାତିର ନାହିଁ; ଭିଜିଭିଜି ନାଚିଲେ

ଜଗତପୁର ଗଣେଷ ମେଲଣ: ବର୍ଷାକୁ ଖାତିର ନାହିଁ; ଭିଜିଭିଜି ନାଚିଲେ ଜଗତପୁର(ଏନ୍‌.ଏମ୍‌.): ଜଗତପୁରରେ ଗଣେଶ ମେଲଣ ବେଶ ଧୁମଧାମରେ ପାଳିତ ହୋଇ ଯାଇଛି । ବାଜା, ବାଣ, ରୋଷଣି ସହିତ ବଭିନ୍ନ ରଙ୍ଗ ବେରଙ୍ଗ ଫୋକ୍ସ ଲାଇଟରେ ଶାନ୍ତି ଶୃଙ୍ଖଳାର ସହିତ ଏହି ଭଷାଣି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବର୍ଷା କାରଣରୁ ରାସ୍ତା ଘାଟ ଜମି ରହିଥିବା ପାଣି କାଦୁଅକୁ ଖାତିର ନକରି ମେଢ ପରେ ମେଢ ଗଡିଚାଲିଥିଲା । କଟକ ଡିସିପି ପନାକ ମିଶ୍ରଙ୍କ…

Read More