ବ୍ରାହ୍ମଣ ପଣ୍ଡିତଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ବ୍ରାହ୍ମଣ ପଣ୍ଡିତଙ୍କୁ ଭବ୍ୟ ସମ୍ବର୍ଦ୍ଧନା #କଟକ ସଦର (ଏନ୍.ଏମ୍.): କଟକ ଜିଲ୍ଲା କିଶନନଗର ଅନ୍ତର୍ଗତ ବୋଧପୁର ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ବ୍ରାହ୍ମଣ ପଣ୍ଡିତ ଓ କର୍ମାଣି ପୂଜକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କଟକ ସଦର ୪୨ ମୌଜା, ପଟଣାର ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏଲଆଇସି ଉନ୍ନୟନ ଅଧିକାରୀ ତଥା ସମାଜସେବୀ ପ୍ରଭଞ୍ଜନ ଦାସ ସ୍ଥାନୀୟ ଅଞ୍ଚଳର ଜ୍ଞାନୀ ବିଦ୍ୱାନି ବ୍ରାହ୍ମଣ ପଣ୍ଡିତମାନଙ୍କୁ ସମ୍ବର୍ଦ୍ଧିତ…
