ଶୌଚାଳୟ ଖୋଲିବା ଦାବିରେ ସୁଭାଷ ସଙ୍ଗଠନର ଅଭିନବ ପ୍ରତିବାଦ
ଶୌଚାଳୟ ଖୋଲିବା ଦାବିରେ ସୁଭାଷ ସଙ୍ଗଠନର ଅଭିନବ ପ୍ରତିବାଦ #କଟକ(ଏନ୍.ଏମ୍.): ସୁଭାଷ ସଙ୍ଗଠନ ପକ୍ଷରୁ କଟକରେ ସିଏମ୍ସିର ସ୍ଥାଣୁତାକୁ ନେଇ ପୁଣି ଏକ ଭିନ୍ନ ଧରଣର ପ୍ରତିବାଦ କରାଯାଇଛି । ମାତ୍ର ଶୌଚାଳୟ ଗୁଡ଼ିକୁ ସର୍ବସାଧାରଣଙ୍କ ନିମନ୍ତେ ଖୋଳାଯାଉନଥିବାରୁ, ବୋଧ ହୁଏ କୌଣସି ବାସ୍ତୁଦୋଷ ରହୁଛି ବୋଲି ଚିନ୍ତା କରି ସଙ୍ଗଠନ ପକ୍ଷରୁ ଏକ ‘ବାସ୍ତୁ ଦୋଷ ନିବାରଣ ପୂଜା’ର ଆୟୋଜନ ମାତାମଠ ସ୍ଥିତ ଶୌଚାଳୟ ସାମ୍ନାରେ କରାଯାଇଥିଲା । ପ୍ରକାଶ ଥାଉକି, ଗତ ଜାନୁଆରୀ ମାସରେ…
