ପୁଲିସ ଇନଫରର୍ମର ସନ୍ଦେହରେ ୩ ଜଣଙ୍କୁ ହତ୍ୟା କରି ଗାଁ ମୁଣ୍ଡରେ ଫୋପାଡ଼ି ଦେଲେ ନକ୍ସଲ
ପୁଲିସ ଇନଫରର୍ମର ସନ୍ଦେହରେ ୩ ଜଣଙ୍କୁ ହତ୍ୟା କରି ଗାଁ ମୁଣ୍ଡରେ ଫୋପାଡ଼ି ଦେଲେ ନକ୍ସଲ #ନବରଙ୍ଗପୁର(ଏନ୍.ଏମ୍.): ନବରଙ୍ଗପୁର ଜିଲ୍ଲାରେ ନକ୍ସଲ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏପରିକି ସାଧାରଣ ଲୋକଙ୍କୁ ମଧ୍ୟ ହତ୍ୟା କରିବା ଭଳି ଘଟଣା ଦେଖିବାକୁ ମିଳିଛି । ଏହି ଅଞ୍ଚଳରେ ନକ୍ସଲମାନେ ଏକ ବର୍ବରକାଣ୍ଡ ଘଟାଇଛନ୍ତି । ନକ୍ସଲମାନେ ପୁଲିସ ଇନଫର୍ମର୍ ସନ୍ଦେହରେ ୩ଜଣଙ୍କୁ ହତ୍ୟା କରି ଗାଁମୁଣ୍ଡରେ ଫୋପାଡ଼ି ଦେଇଛନ୍ତି । ତେବେ ଏହି ଅଭାବନୀୟ ଘଟଣା…
