କଟକରେ ଦଶହରା ବୁଲିଲେ ସଂସ୍କୃତି ମନ୍ତ୍ରୀ: ସ୍ୱାଗତ କଲେ ସିଏମସି ମେୟର ଓ ନିରାମୟ ଉପଦେଷ୍ଟା
କଟକରେ ଦଶହରା ବୁଲିଲେ ସଂସ୍କୃତି ମନ୍ତ୍ରୀ: ସ୍ୱାଗତ କଲେ ସିଏମସି ମେୟର ଓ ନିରାମୟ ଉପଦେଷ୍ଟା #କଟକ(ଏନ୍.ଏମ୍.): କଳା ସଂସ୍କୃତିର ସହର କଟକ ଆଜି ଉତ୍ସବ ମୁଖର । ଶକ୍ତି ଆରଧନାର ପ୍ରମୁଖସ୍ଥଳ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଟକ କେବଳ ରାଜ୍ୟ କାହିଁକି ରାଜ୍ୟ ବାହାରୁ ମଧ୍ୟ ଲୋକଙ୍କୁ ଆକୃଷ୍ଟ କରିଥାଏ । ସୁନା ଚାନ୍ଦିର ଅଳଙ୍କାରରେ ମା’ ଝଟକୁଥିବାବେଳେ ସୁଉଚ୍ଚ ତୋରଣ ବେଶ ମନମୁଗ୍ଧକର ହୋଇଥାଏ । ଚଳିତ ବର୍ଷ ମା’ଙ୍କ ଶାରଦୀୟ…
