କାର୍ତ୍ତିକ ତୃତୀୟ ସୋମବାରତର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

କାର୍ତ୍ତିକ ତୃତୀୟ ସୋମବାରତର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଆଠଗଡ଼(ଏନ୍‌.ଏମ୍‌.): କାର୍ତ୍ତିକର ତୃତୀୟ ସୋମବାର ଅବସରରେ ବାବା ଧବଳେଶ୍ୱରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଥିଲା । କାର୍ତ୍ତିକ ମାସର ପୂର୍ବ ଦୁଇ ସୋମବାର ଭଳି ଏଥର ମଧ୍ୟ କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠରେ ଧବଳେଶ୍ୱରଙ୍କୁ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏହି ଅବସରରେ ପୂଜକ ସମାଜ ଓ ଦେବୋତ୍ତର ବିଭାଗ ପକ୍ଷରୁ ଠାକୁରଙ୍କ ନୀତିପାଳିଆ କୁଳମଣି…

Read More

ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଭଗବତୀ ଚରଣ ପାଣିଗ୍ରାହୀଙ୍କ ସ୍ମତି ଉଦ୍ଦେଶ୍ୟରେ ଏକ ଶିଶୁ ଉଦ୍ୟାନ ଉଦ୍ଘାଟିତ

ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଭଗବତୀ ଚରଣ ପାଣିଗ୍ରାହୀଙ୍କ ସ୍ମତି ଉଦ୍ଦେଶ୍ୟରେ ଏକ ଶିଶୁ ଉଦ୍ୟାନ ଉଦ୍ଘାଟିତ #କଟକ(ଏନ୍‌.ଏମ୍‌.): ଓଡ଼ିଶାର ପ୍ରଖ୍ୟାତ ମୁକ୍ତି ସଂଗ୍ରାମୀ, ଗଡଜାତ ମୁକ୍ତି ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର, ଓଡିଶା ବାମପନ୍ଥୀ ଚେତନାର ଆବାହକ ଏବଂ ପ୍ରଗତିଶୀଳ ସାହିତ୍ୟିକ ସ୍ୱର୍ଗତ ଭଗବତୀ ଚରଣ ପାଣିଗ୍ରାହୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ଥାନୀୟ ସିଡିଏ, ସେକ୍ଟର ୬, କଟକ ଠାରେ ଏକ ଶିଶୁ ଉଦ୍ୟାନ ସିଏମସି ମେୟର ସୁବାସ ସିଂହଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଉକ୍ତ ଉଦ୍ଘାଟନୀ ଉତ୍ସବ…

Read More

ଛେଚିବ ବର୍ଷା, ୧୪ରେ ଲଘୁଚାପ!

ଛେଚିବ ବର୍ଷା, ୧୪ରେ ଲଘୁଚାପ! ଭୁବନେଶ୍ୱର(ଏନ୍‌.ଏମ୍‌.): ଆସନ୍ତା ୧୪ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଏନେଇ ସୂଚନା ଦିଆଯାଇଛି । ଏହି ସୂଚନା ଅନୁଯାୟୀ, ନଭେମ୍ବର ୧୪ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ୧୬…

Read More

ତିଗିରିଆ ଅଞ୍ଚଳରେ ଦିନ ଦ୍ୱିପ୍ରହରରେ ଲୁଟ: ଫିଲ୍ମ ଷ୍ଟାଇଲରେ ମୁଖାପିନ୍ଧି ଟଙ୍କା ଭର୍ତ୍ତି ଭ୍ୟାନରୁ ଲୁଟିନେଲେ ୧କୋଟି ୭୦ ଲକ୍ଷ

ତିଗିରିଆ ଅଞ୍ଚଳରେ ଦିନ ଦ୍ୱିପ୍ରହରରେ ଲୁଟ: ଫିଲ୍ମ ଷ୍ଟାଇଲରେ ମୁଖାପିନ୍ଧି ଟଙ୍କା ଭର୍ତ୍ତି ଭ୍ୟାନରୁ ଲୁଟିନେଲେ ୧କୋଟି ୭୦ ଲକ୍ଷ #ଆଠଗଡ଼(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଏଟିଏମକୁ ଯାଉଥିବା ଭ୍ୟାନରୁ ଦିନ ଦ୍ୱିପ୍ରହରରେ ବନ୍ଧୁକ ମୁନରେ କୋଟିଏରୁ ଅଧିକ ଟଙ୍କା ଲୁଟ୍ ହୋଇଛି । କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ ତିଗିରିଆ ଥାନା ଅଞ୍ଚଳରେ ଶୁକ୍ରବାର ଅପରାହ୍ନରେ କିଛି ମୁଖାପିନ୍ଧା ଦୁର୍ବୃତ୍ତ ଏଭଳି କାଣ୍ଡ କରିଛନ୍ତି । ତେବେ…

Read More

ମୋ ୱାର୍ଡ ଅଭିଯାନର ୨ୟ ଦିବସ: ସିଏମସି ୧୦ନମ୍ବର ୱାର୍ଡର ବିଭିନ୍ନ କାର୍ଯ୍ୟକ୍ରମ

ମୋ ୱାର୍ଡ ଅଭିଯାନର ୨ୟ ଦିବସ: ସିଏମସି ୧୦ନମ୍ବର ୱାର୍ଡର ବିଭିନ୍ନ କାର୍ଯ୍ୟକ୍ରମ #କଟକ(ଏନ୍‌.ଏମ୍‌.): ‘ମୋ ୱାର୍ଡ’ ଅଭିଯାନର ୨ୟ ଦିବସରେ ସିଏମସି ମେୟର ସୁବାସ ସିଂହ ୧୦ନମ୍ବର ୱାର୍ଡ଼ରେ ପରିମଳ ବ୍ୟବସ୍ଥାର ଦାୟିତ୍ୱରେ ଥିବା ସଂସ୍ଥା ତାହାର ପରିମଳ ବ୍ୟବସ୍ଥାର କିପରି ଭାବରେ କାର୍ଯ୍ୟ ପରିଚାଳନା କରୁଛି ସେନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଅବସରରେ ମେୟର ସ୍ଥାନୀୟ କନିକା ଛକ ଠାରେ ଥିବା ହାଜିରା ପଏଣ୍ଟ ପାଖରେ ପହଞ୍ଚି, କର୍ମଚାରୀମାନଙ୍କ ଉପସ୍ଥାନ ତନଖିବା…

Read More

ଆଧ୍ୟାତ୍ମିକ କବି ଚିତ୍ରସେନ ମହାରଣାଙ୍କୁ ମିଳିବ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଆଧ୍ୟାତ୍ମିକ କବି ଚିତ୍ରସେନ ମହାରଣାଙ୍କୁ ମିଳିବ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର #ଗଞ୍ଜାମ(ଏନ୍‌.ଏମ୍‌.): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଝାଡ଼ବାଇ ଗ୍ରାମ ପଞ୍ଚାୟତ ନିକଟସ୍ଥ ଗାଙ୍ଗନାପୁର ଗ୍ରାମର ଆଧ୍ୟାତ୍ମିକ କବି ଚିତ୍ରସେନ ମହାରଣାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ପୁରସ୍କାର ପ୍ରଦାନ କରାଯିବ । ସେ ଗଞ୍ଜାମ ଜିଲ୍ଲାର ବହୁତ୍ ସାହିତ୍ୟ ଅନୁଷ୍ଠାନରୁ ସମ୍ମାନିତ ହୋଇଛନ୍ତି । କହିବାକୁ ଗଲେ ସେ ଜଣେ ଆଧ୍ୟାତ୍ମିକ କବି । ସେ ଚତୁର୍ଥ ଶ୍ରେଣୀରୁ କବିତା ଲେଖିବା ଆରମ୍ଭ…

Read More

ନେତାଜୀ ପ୍ରଭାତ ଶାଖା ତରଫରୁ ସଫେଇ କାର୍ଯ୍ୟକ୍ରମ

ନେତାଜୀ ପ୍ରଭାତ ଶାଖା ତରଫରୁ ସଫେଇ କାର୍ଯ୍ୟକ୍ରମ #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ସ୍ଥାନୀୟ କୟଲପଡ଼ା ପଞ୍ଚାୟତରେ ସେବା ସପ୍ତାହ ପାଳିତ ହୋଇଯାଇଛି । ସ୍ଥାନୀୟ ବାଲୁଙ୍କେଶ୍ୱର୍ ମନ୍ଦିର ପ୍ରାଙ୍ଗଣରେ ଆରଏସଏସ ସଙ୍ଘର ନେତାଜୀ ପ୍ରଭାତ୍ ଶାଖାର ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳୁ ସକାଳୁ ମନ୍ଦିର ଚତୃପର୍ଶ୍ୱରେ ଥିବା ଅନାବନା ଗଛ, ଘାସ, ଅଳିଆ ଆଦି ବିଭିନ୍ନ ଆବର୍ଜନାକୁ ସଫା କରାଯାଇ ପରିସ୍କାର କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅମୀୟ କୁମାର ମଲ୍ଲିକ,…

Read More

କଂଗ୍ରେସର ସଙ୍କୀର୍ତ୍ତନ ସତ୍ୟାଗ୍ରହ

କଂଗ୍ରେସର ସଙ୍କୀର୍ତ୍ତନ ସତ୍ୟାଗ୍ରହ #ଭଦ୍ରକ(ଏନ୍‌.ଏମ୍‌.): ସାରା ଓଡ଼ିଶାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ଦାବିରେ, ଶ୍ରୀ ମନ୍ଦିରର ଅନ୍ୟାନ୍ୟ ଦାବି ନେଇ ଏକ ସଙ୍କୀର୍ତ୍ତନ ସତ୍ୟାଗ୍ରହ କରାଯାଇଛି । ବାସୁଦେବପୁର କଂଗ୍ରେସ ନେତା ତଥା ଜିଲ୍ଲା ସଭାପତି ଅଶୋକ କୁମାର ଦାସଙ୍କ ନେତୃତ୍ୱରେ ଏକ ଶୋଭା ଯାତ୍ରା ବାହାରି ବଜାର ପରିକ୍ରମା କରି ସ୍ଥାନୀୟ ପ୍ରସନ୍ନ ଦେବ ମନ୍ଦିରରେ ଏକ ପ୍ରତିବାଦ ସଭା ଆୟୋଜନ କରା ଯାଇଛି ।…

Read More

ବଡ଼ମ୍ବା କୁଆଁରପାଳ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ବଡ଼ମ୍ବା କୁଆଁରପାଳ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ବଡ଼ମ୍ବା(ଏନ୍‌.ଏମ୍‌.): କଟକ ଜିଲ୍ଲା ବଡ଼ମ୍ବା କୁଆଁରପାଳ ଗ୍ରାମରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହେବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଗତ ଦୁଇଦିନ ଧରି ଗୋଟିଏ ବଣୁଆ ହାତୀ ଉକ୍ତ ଅଞ୍ଚଳରେ ଉପଦ୍ରବ ଚଳାଇଛି । ବଣୁଆ ହାତୀ ଆକ୍ରମଣରେ ପ୍ରଥମେ ଜଣେ ମହିଳାଙ୍କ ମୁତ୍ୟୁ ହୋଇଥିବା ବେଳେ ପୁଣି ଜଣେ ଯୁବକଙ୍କ ମୁତ୍ୟୁ ଘଟିଛି । ଯୁବକ ଜଣଙ୍କ ହେଲେ…

Read More

ପରଲୋକରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି

ପରଲୋକରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି #ପୁରୀ/ ଭୁବନେଶ୍ୱର(ଏନ୍‌.ଏମ୍‌.): ପରଲୋକରେ ବରିଷ୍ଠ ରାଜନେତା ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ଗତ କିଛିଦିନ ଧରି ଗୁରୁତର ଅସୁସ୍ଥ ଥିବା ଶ୍ରୀ ମହାନ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ଘଟିଛି । ଅକ୍ଟୋବର ୩୧ତାରିଖରୁ ଭୁବନେଶ୍ୱରର କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ଭୋର ୩.୨୫ରେ ତାଙ୍କର ପରଲୋକ ହୋଇଥିଲା । ସ୍ୱର୍ଗତ…

Read More

ଓ.ଟି.ଏମ୍‍. ଶ୍ରମିକ ବସ୍ତି ଥଇଥାନ ଦାବିରେ ଜିଲ୍ଲାପାଳଙ୍କ ଅଫିସରେ ବିକ୍ଷୋଭ ଓ ଧାରଣା

ଓ.ଟି.ଏମ୍‍. ଶ୍ରମିକ ବସ୍ତି ଥଇଥାନ ଦାବିରେ ଜିଲ୍ଲାପାଳଙ୍କ ଅଫିସରେ ବିକ୍ଷୋଭ ଓ ଧାରଣା ଚୌଦ୍ୱାରବାସୀଙ୍କ ସ୍ୱାର୍ଥ ପାଇଁ ସମୂହ ଏକାଠି ହେଲେ #କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାର ଶିଳ୍ପନଗରୀ ଚୌଦ୍ୱାରର ଓ.ଟି.ଏମ୍‍. ଶ୍ରମିକ କଲୋନୀ, ଷ୍ଟାପ୍‍ କଲୋନୀ ଏବଂ ତତ୍‍ସଂଲଗ୍ନ ବସ୍ତି ଦୁର୍ଗାବଜାର, ମୁଣ୍ଡାସାହି, ଜୟନ୍ତୀନଗର, ମୁଣ୍ଡମାଳ ବସ୍ତି ଓ ଗୋପାଳନଗର ବସ୍ତି ସମେତ ଚୌଦ୍ୱାର ପୌରପାଳିକାର ୪ଟି ୱାର୍ଡର ଜନସାଧାରଣଙ୍କ ଥଇଥାନ ଓ ସେହି ଅଞ୍ଚଳରେ ଥିବା ୨ଟି ସରକାରୀ ହାଇସ୍କୁଲ, ୩ଟି ପ୍ରାଥମିକ ବିଦ୍ୟାଳୟ, ୧୧ରୁ…

Read More

ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା

ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା #କଟକ(ଏନ୍‌.ଏମ୍‌.): ସେକେଣ୍ଡାରୀ ବୋର୍ଡ ହାଇସ୍କୁଲର ଅବସର ନେଇଥିବା ଶିକ୍ଷୟିତ୍ରୀ ଜୟନ୍ତୀ ମାଝୀଙ୍କୁ ପୁରାତନ ଛାତ୍ର ସଂସଦ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଛାତ୍ର ସଂସଦର ଉପସଭାପତି ଡାକ୍ତର ଅମିୟରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୁଗ୍ମ ସମ୍ପାଦକ ରଶ୍ମିରଞ୍ଜନ ସ୍ୱାଇଁ ସେବା ନିବୃତ ଶିକ୍ଷୟିତ୍ରୀ ଶ୍ରୀମତୀ ମାଝୀ ଓ ଉପସ୍ଥିତ ଅତିଥି ତଥା ସଦସ୍ୟ ସଦସ୍ୟାମାନଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିବା ପରେ…

Read More