ସାହିତ୍ୟ ପତ୍ରିକା ‘ଅପୂର୍ବା’ର ରଜତ ଜୟନ୍ତୀ ଉତ୍ସବ
ସାହିତ୍ୟ ପତ୍ରିକା ‘ଅପୂର୍ବା’ର ରଜତ ଜୟନ୍ତୀ ଉତ୍ସବ ଭାଷା ଯେତେ ବ୍ୟବହୃତ ହେବ, ସେତେ ସମୃଦ୍ଧ ହେବ – ରାଜ୍ୟପାଳ #ଭୁବନେଶ୍ୱର(ଏନ୍.ଏମ୍.): ଭାଷା ଯେତେ ବ୍ୟବହୃତ ହେବ, ଭାଷା ସେତେ ସମୃଦ୍ଧ ହେବ । ଓଡ଼ିଆ ଭାଷାକୁ ଜ୍ଞାନବିଜ୍ଞାନ ଓ ଜୀବନଜୀବିକାର ଭାଷା ଭାବରେ ବିକଶିତ କରିବାକୁ ହେବ । ଓଡ଼ିଆ ଭାଷାର ଇତିହାସ ଓ ଐତିହ୍ୟ ଅତ୍ୟନ୍ତ ସମୃଦ୍ଧ । ଏହି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଆମ ପାଇଁ ଗର୍ବ ଓ ଗୌରବର କଥା…
