କଟକ ନଗର ୨ ନମ୍ବର ୱାର୍ଡ ଅଞ୍ଚଳରେ ବିଧାୟକ ମୋକିମଙ୍କ ସହାୟତା ପ୍ରଦାନ
କଟକ ନଗର ୨ ନମ୍ବର ୱାର୍ଡ ଅଞ୍ଚଳରେ ବିଧାୟକ ମୋକିମଙ୍କ ସହାୟତା ପ୍ରଦାନ କଟକ(ଏନ୍ଏମ୍): ବାରବାଟୀ-କଟକ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅନୁଦାନରେ କଟକ ମହାନଗର ନିଗମ ୧ନମ୍ବର ୱାର୍ଡର ବିଡାନାସୀ ଅଞ୍ଚଳର ନୂଆସାହି, ମୁଣ୍ଡା ସାହି, ବିଡାନାସୀ ଠାରେ କୋଭିଡ…
