ମୃତ ସୁକପାଇକା ନଦୀ ଓ ମାଲିଆ ଡ୍ରେନେଜର ପୁନରୁଦ୍ଧାର ନିମନ୍ତେ ସାଂସଦଙ୍କ ସମୀକ୍ଷା ବୈଠକ
ମୃତ ସୁକପାଇକା ନଦୀ ଓ ମାଲିଆ ଡ୍ରେନେଜର ପୁନରୁଦ୍ଧାର ନିମନ୍ତେ ସାଂସଦଙ୍କ ସମୀକ୍ଷା ବୈଠକ କଟକ(ଏନ୍.ଏମ୍.): କଟକ ସଦର ଉପଖଣ୍ଡ ଅଧୀନ ୨୭.୫ କିଲୋମିଟର ଦୈର୍ଘ୍ୟ ମୃତ ସୁକପାଇକା ନଦୀ ଏବଂ ସେରୁଆ ବାମ ଅବବାହିକା ୧୩.୧୨ କିଲୋମିଟର ଦୈର୍ଘ୍ୟ ମାଲିଆ…