କଟକରେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଯାଞ୍ଚ କଲେ ସିଏମସି ମେୟର
କଟକରେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଯାଞ୍ଚ କଲେ ସିଏମସି ମେୟର କଟକ(ଏନ୍.ଏମ୍.): କଟକ ସହରର ବିଭିନ୍ନ ୱାର୍ଡ଼ ତଥା ଅଞ୍ଚଳକୁ ସିଏମସି ମେୟର ସୁବାସ ସିଂହ କ୍ଷେତ୍ର ପରିଦର୍ଶନରେ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି । ତେବେ ସିଏମସି ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ଯୋଗୁଁ ସହରବାସୀ ନାହିଁ ନଥିବା ସମସ୍ୟା ଭୋଗ କରୁଥିବା ଅଭିଯୋଗ ପାଇ ମେୟର ନିଜେ କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି ପରିପେକ୍ଷୀରେ ସି.ଡି.ଏ. ଅଂଚଳର ୪ ନମ୍ବର ୱାର୍ଡର…
