କାଳୀ ଭସାଣିରେ ମନ ମୋହିଲା ପାରମ୍ପରିକ ବାଦ୍ୟ ସାଙ୍ଗକୁ ଅଘୋରୀ ବାବାଙ୍କ ନୃତ୍ୟ
କାଳୀ ଭସାଣିରେ ମନ ମୋହିଲା ପାରମ୍ପରିକ ବାଦ୍ୟ ସାଙ୍ଗକୁ ଅଘୋରୀ ବାବାଙ୍କ ନୃତ୍ୟ କଟକ(ଏନ୍.ଏମ୍.): ଚଳିତ ବର୍ଷ କଟକ କାଳୀ ଭସାଣିରେ ପାରମ୍ପରିକ ବାଦ୍ୟ ସାଙ୍ଗକୁ ଅଘୋରୀ ବାବାଙ୍କ ନୃତ୍ୟ ବେଶ ଆକର୍ଷଣ ସୃଷ୍ଟି କରିଛି । ବିଭିନ୍ନ ବାଦ୍ୟର ତାଳେ ତାଳେ ଦୁଲୁକୁଛି କଟକ ସହର । ଘଣ୍ଟ, ଶଙ୍ଖ, ମହୁରୀ, ଦୁଲୁଦୁଲି ସହିତ ବ୍ରାସବ୍ୟାଣ୍ଡର ତାଳେ ତାଳେ ହୋଇଛି ଶକ୍ତିମୟୀ ପାପନାସିନୀ ମା’ କାଳୀଙ୍କ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶାନ୍ତିଶୃଙ୍ଖଳାର ସହ…
