ଖେଳୁ ଖେଳୁ ଅଜାଣତରେ ବିଷ ପିଇଦେଲେ ୪ ଶିଶୁ
ଖେଳୁ ଖେଳୁ ଅଜାଣତରେ ବିଷ ପିଇଦେଲେ ୪ ଶିଶୁ #ଭଦ୍ରକ(ଏନ୍.ଏମ୍.): ଖେଳ ହୋଇଛି କାଳ । କୁନିକୁନି ବୟସରେ ଖେଳୁଖେଳୁ କିଏବା ଜାଣିଥିଲା ସେମାନଙ୍କ ପାଇଁ ବିପଦ ମାଡ଼ିଆସୁଛି । ଯାହାକୁ ନେଇ ଶିଶୁଙ୍କ ପରିବାର ଠାରୁ ଆରମ୍ଭ କରି ଗାଁ ଲୋକମାନେ ମଧ୍ୟ ବ୍ୟସ୍ତ ଓ ବିବ୍ରତ । ଖେଳୁ ଖେଳୁ ବିଷ ପିଇ ଦେଲେ ୪ ଶିଶୁ । ସମସ୍ତ ଶିଶୁଙ୍କ ବୟସ ୨ରୁ ୩ ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି ।…
