କୋଣାର୍କରେ ମା’ ଭଗବତୀଙ୍କ ପୀଠରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ
କୋଣାର୍କରେ ମା’ ଭଗବତୀଙ୍କ ପୀଠରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ #କୋଣାର୍କ(ଏନ୍.ଏମ୍.): ରାଜ୍ୟର କୋଣ ଅନୁକୋଣରେ କିନ୍ନରମାନେ ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଛି । ନିଜ ଗୁରୁଙ୍କ ଉଦ୍ଦେଶ୍ୟରେ ଏହି ବ୍ରତ ରଖିବା ସହ ନବ ବସ୍ତ୍ର ପରିଧାନ ପୂର୍ବକ ବିଭିନ୍ନ ଫଳମୂଳ ଧରି ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ରୌପ୍ୟନଗରୀ କଟକ ଓ ଅର୍କ କ୍ଷେତ୍ର କୋଣାର୍କରେ ବିଭିନ୍ନ କିନ୍ନର ସଂଗଠନ ପକ୍ଷରୁ ସାମୁହିକ…
