ଶ୍ରୀଶ୍ରୀ ଜଗନ୍ନାଥ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ
ଶ୍ରୀଶ୍ରୀ ଜଗନ୍ନାଥ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ #କଟକ(ଏନ୍.ଏମ୍.): ସ୍ଥାନୀୟ ତୁଳସୀପୁର ମଠସାହି ସ୍ଥିତ ବହୁ ପୁରାତ ଶ୍ରୀଶ୍ରୀ ଜଗନ୍ନାଥ କ୍ଲବର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ଅଜିତ କୁମାର ବେହେରା ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ସମ୍ପାଦକ ଭାବେ ଭରତ ସାହୁ, କ୍ରୀଡ଼ା ସମ୍ପାଦକ ଜଗନ୍ନାଥ ସେଠୀ ନିର୍ବାଚିତ ହୋଇଛନ୍ତି । ସେହିଭଳି ଉପସଭାପତି ଭାବେ ଶେଖର ସୁମନ ସାହୁ, ସହ ସମ୍ପାଦକ ପବିତ୍ର କୁମାର ଦାସ, ନାଟ୍ୟସମ୍ପାଦକ ଚିତ୍ତରଞ୍ଜନ ନାୟକ,…
