କର୍କଟ ରୋଗରେ ପୀଡ଼ିତ ପଣ୍ଡିତ ଲିଙ୍ଗରାଜ ପଣ୍ଡାଙ୍କୁ ସହାୟତାର ହାତ ବଢ଼ାଇଲା ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତି
କର୍କଟ ରୋଗରେ ପୀଡ଼ିତ ପଣ୍ଡିତ ଲିଙ୍ଗରାଜ ପଣ୍ଡାଙ୍କୁ ସହାୟତାର ହାତ ବଢ଼ାଇଲା ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତି #ଚୌଦ୍ୱାର(ଏନ୍.ଏମ୍.): ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତି ପକ୍ଷରୁ କର୍କଟ ରୋଗରେ ପୀଡ଼ିତ ପଣ୍ଡିତ ଲିଙ୍ଗରାଜ ପଣ୍ଡାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ, ଟାଙ୍ଗୀ ଜରିପଡ଼ା ସ୍ଥିତ ଜଗନ୍ନାଥପୁର ଶାସନର ପଣ୍ଡିତ ଲିଙ୍ଗରାଜ ପଣ୍ଡା ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ବେଳେ ବହୁ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି…
