ସିଏମସି ପକ୍ଷରୁ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଘରକୁ ଯାଇ କରାଯିବ କୋଭିଡ ପରୀକ୍ଷା ଓ ଟିକାକରଣ
କଟକ (ଏନ୍.ଏମ୍.): କଟକ ସହରରେ କୋଭିଡ ପରିଚାଳନା ପାଇଁ ସିଏମସି ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ଏଣିକି ସ୍ୱତନ୍ତ୍ର ଗାଡିରେ ଘର ଘର ବୁଲି କରୋନା ଟିକା କରଣ ଏବଂ କରୋନା ପରୀକ୍ଷା କରାଯିବ । ୭୦ବର୍ଷରୁ ଉଦ୍ଧ୍ୱର୍ ଏବଂ…
