ୟାସ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି: ୨ଜଣଙ୍କ ମୁଣ୍ଡ ନେଲା ବାତ୍ୟା

ଭୁବନେଶ୍ୱର(ଏନ୍‌.ଏମ୍‌.): ସାମୁଦ୍ରିକ ଝଡ଼ ‘ୟାସ୍’ ଯୋଗୁଁ ରାଜ୍ୟର ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଶେଷ କରି ଉତ୍ତର ଓଡ଼ିଶାରେ ବାତ୍ୟା ଅଧିକ ତାଣ୍ଡବ ରଚିଛି । ବାତ୍ୟା ଯୋଗୁ ୨ଜଣଙ୍କର ମୃତ୍ୟୁ ହେବା ସୂଚନା ମିଳିଥିବାବେଳେ ଏବେ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର କରାଯାଉଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ କୁମାର ଜେନା କହିଛନ୍ତି । ବାତ୍ୟା ‘ୟାସ’ ଉତ୍ତର ଓଡ଼ିଶାରେ ସ୍ଥଳଭାଗ ଛୁଇଁବା ପରେ ଏବେ ତାହା ଝାଡ଼ଖଣ୍ଡ ଅଭିମୁଖେ ମୁହାଁଇଥିବାବେଳେ ପ୍ରାଥମିକ…

Read More

ଡ଼ି.ଏ.ଭି ପବ୍ଳିକ ସ୍କୁଲରେ ଥଇଥାନ ବସ୍ତିବାସିନ୍ଦାଙ୍କୁ ସିଏମସି ଖାଇବା ନଦେବାରୁ ଉତ୍ତେଜନା : ମାରୱାଡ଼ି ସମାଜ ପକ୍ଷରୁ ରନ୍ଧାଖାଦ୍ୟ ବିତରଣ

କଟକ(ଏନ୍‌.ଏମ୍‌.): ସାମୁଦ୍ରିକ ଝଡ଼ ୟାସରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲେ ମଧ୍ୟ ସିଏମସି ଖାଦ୍ୟସାମଗ୍ରୀ ନଦେବା ଭଳି ସାଂଘାତିକ ଅଭିଯୋଗ ଉଠିଛି । ସିଡ଼ିଏ, ସେକ୍ଟର-୬ ସ୍ଥିତ ଡ଼ି.ଏ.ଭି ପବ୍ଳିକ ସ୍କୁଲରେ ସିଏମସି ପକ୍ଷରୁ କାଠଯୋଡ଼ି ବିହାର ସମେତ ପ୍ରାୟ ୪ଟି ବସ୍ତିର ଲୋକମାନଙ୍କୁ ୨୫ ତାରିଖ ରାତିରୁ ଉକ୍ତ ସ୍କୁଲରେ ଆଶ୍ରୟ ଦେଇଥିଲେ । କିନ୍ତୁ ଆଜି ଦିବା ୩ଘଟିକା ପର୍ଯ୍ୟନ୍ତ ସିଏମସି ପକ୍ଷରୁ ରନ୍ଧାଖାଦ୍ୟ ବା ଶୁଖିଲା ଖାଦ୍ୟ ଦିଆନଯିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା…

Read More

କୋଡ଼ିଡ଼୍-୧୯ ଦ୍ୱିତୀୟ ଲହର କାର୍ଯ୍ୟରତ ଅଙ୍ଗନୱାଡ଼ି ପରିଦର୍ଶିକା, କର୍ମୀ ଓ ସହାୟିକାଙ୍କ ମୃତୁ୍ୟ ପାଇଁ ସରକାରଙ୍କ ଆର୍ଥିକ ଅନୁକମ୍ପା ରାଶି ଘୋଷଣା

କଟକ(ଏନ୍‌.ଏମ୍‌.): କୋଭିଡ଼୍-୧୯ ଦ୍ୱିତୀୟ ଲହରରେ କାର୍ଯ୍ୟରତ ଅଙ୍ଗନୱାଡ଼ି ପରିଦର୍ଶିକା, କର୍ମୀ ଓ ସହାୟିକାମାନଙ୍କ ମୃତୁ୍ୟ ହେଲେ ସେମାନଙ୍କ ପରିବାର ଓ ନିକଟତର ସମ୍ପର୍କୀୟମାନଙ୍କୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଓଡ଼ିଶା ସରକାର ଘୋଷଣା କରିଛନ୍ତି । ଏଠାରେ ପ୍ରକାଶ ଥାଉ କି, ପୂର୍ବରୁ କୋଭିଡ଼୍-୧୯ ପ୍ରଥମ ଲହର ସମୟରେ ବିଭିନ୍ନ ବେସରକାରୀ ଚିକିତ୍ସାଳୟ, ଅବସରପ୍ରାପ୍ତ, ସ୍ୱେଚ୍ଛାସେବୀ, ମୁ୍ୟନିସପାଲିଟି ଓ ନଗରପାଳିକା, ଅନ୍ୟ ସଂସ୍ଥା ଦ୍ୱାରା ନିଯୁକ୍ତ କର୍ମଚାରୀ ଯେ କି କୋଭିଡ଼୍-୧୯…

Read More

ବାତ୍ୟାପରେ ପୁଣି ବନ୍ୟା ଆଶଙ୍କା :ଜୁନ୍ ମାସରେ ହୀରାକୁଦ ଛାଡିବ ପାଣି; ମହାନଦୀ କୂଳିଆ ୧୩ଟି ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର (ଏନ୍‌.ଏମ୍‌.): ଓଡ଼ିଶାରେ ବାତ୍ୟା ପରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଗୋଟିଏ ପଟେ ହୀରାକୂଦ ଜଳଭଣ୍ଡାରରେ ସାମୁଦ୍ରିକ ଝଡ଼ ୟାସ ଅତି ଭୀଷଣ ବାତ୍ୟାର ରୂପ ନେଇଥିବାବେଳେ ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ଡ୍ୟାମରୁ ଆସନ୍ତା ଜୁନ୍ ମାସରେ ପାଣି ଛଡାଯିବା ସମ୍ଭାବନା ରହିଛି । ପାଣିପାଗ ବିଭାଗ ଅନୁମାନ ଅନୁଯାୟୀ ବର୍ଷା…

Read More

ଭେରି ସିଭିୟର ସାଇକ୍ଲୋନର ରୂପ ନେଉଛି ସାମୁଦ୍ରିକ ଝଡ଼ ୟାସ: ୪ଟି ଜିଲ୍ଲାରେ ରଚିବ ତାଣ୍ଡବ

ଭୁବନେଶ୍ୱର(ଏନ୍‌.ଏମ୍‌.): ସାମୁଦ୍ରିକ ଝଡ଼ ୟାସ ଅବପାତ ହେବାପରେ ବାତ୍ୟାର ରୂପ ନେଇ ସାରିଛି । ତେବେ ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ଆଜି ଅପରାହ୍ନରେ ଭେରି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ସଦ୍ୟତମ ବୁଲେଟନ୍ ଅନୁସାରେ ଏହା ପାରାଦୀପରୁ ୩୬୦ କିଲୋମିଟର ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏବଂ ବାଲେଶ୍ୱରରୁ ୪୬୦ କିଲୋମିଟର ଦୂରରେ ରହିଛି । ଗତ ୬ ଘଣ୍ଟାରେ ଧରି ଏହା ୧୦ କିଲୋମିଟର ବେଗରେ ଏହା…

Read More

କେନ୍ଦ୍ରାପଡ଼ାରେ ବାତ୍ୟା ପ୍ରସ୍ତୁତି ତଦାରଖ କଲେ ପ୍ରମୁଖ ଶାସନ ସଚିବ

କେନ୍ଦ୍ରାପଡ଼ା (ଏନ୍.ଏମ୍.): କେନ୍ଦ୍ରାପଡ଼ାରେ ବାତ୍ୟା ୟାସର ମୁକାବିଲା ପାଇଁ ପ୍ରଶାସନି ପ୍ରସ୍ତୁତିର ତଦାରଖ ନିମନ୍ତେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି । ଆଜି ସଚିବ ଶ୍ରୀ ଶର୍ମା କେନ୍ଦ୍ରପଡ଼ାରେ ପହଞ୍ଚô ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ଆଗୁଆ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ସମୀକ୍ଷା କରିଥିଲେ । ଜିଲ୍ଲାପାଳ ଅମ୍ରିତ ଋତୁରାଜ ପ୍ରଶାସନ ପକ୍ଷରୁ ପ୍ରସ୍ତୁ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ଶ୍ରୀ ଶର୍ମାକୁଙ୍କୁ ଅବଗତ କରାଇଥିଲେ…

Read More

ଦୁର୍ଦ୍ଦାନ୍ତ ଅପରାଧି ଜାନକୀ ସମେତ ୪ ଗିରଫ ; ୭ ବନ୍ଧୁକ, ଗୁଳି ଓ କାର୍ ଜବତ

କଟକ(ଏନ୍.ଏମ୍.): ବନ୍ଧୁକ ଓ ଗୁଳି ଯୋଗାଣ ସମୟରେ ଚାଉଳିଆଗଞ୍ଜ ଥାନା ପୁଲିସ ଚଢାଉ କରି ଜଣେ ଦୁର୍ଦ୍ଦାନ୍ତ ଅପରାଧି ଓ ତା’ର ୩ ସହଯୋଗୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୭ଟି ବନ୍ଧୁକ, ୨୮ ଜୀବନ୍ତ ଗୁଳି, ଗୋଟିଏ ଏକସୟୁଭି କାର୍(ଓଡ଼ି – ୦୨-ବିଜେ-୨୨୭୦) ଓ ୪ଟି ମୋବାଇଲ ଫୋନ୍ ଜବତ କରିଛି । ଗିରଫ ଅଭିଯୁକ୍ତ ଜଗତସିଂହପୁର ସିଙ୍ଗିପୁରର ଦୁର୍ଦ୍ଦାନ୍ତ ଫେରାର୍ ଅପରାଧି ଜାନକୀ ବଲ୍ଲଭ ମହାରଣା(୩୨), ଅମ୍ବିକା ପ୍ରସାଦ ସ୍ୱାଇଁ ଓରଫ ବାପି(୨୯),…

Read More

ବାତ୍ୟା ‘ୟାସ’ ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ପ୍ରସ୍ତୁତି ଓ ସମୀକ୍ଷା

ପ୍ରଭାବିତ ଜିଲ୍ଲାରେ ୧୯୦ଟି ଉଦ୍ଧାରକାରୀ ଦଳ ମୁତୟନ କଟକ(ଏନ୍.ଏମ୍.): ସମ୍ଭାବ୍ୟ ବାତ୍ୟା ‘ୟାସ’ର ମୁକାବିଲା ପାଇଁ ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ପୁନର୍ବାର ଏକ ପ୍ରସ୍ତୁତି ବୈଠକ କରାଯିବା ସହ ଏନେଇ ସମୀକ୍ଷା କରାଯାଇଛି । ଅଗ୍ନିଶମ ମହାନିଦେ୍ର୍ଦଶକ ଏମ. ଅକ୍ଷୟ ଭିଡ଼ିଓ କନଫରେନସିଂ ଜରିଆରେ ରାଜ୍ୟର ସମସ୍ତ ବରିଷ୍ଠ ଅଗ୍ନିଶମ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବାତ୍ୟା ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ଜିଲ୍ଲାଗୁଡ଼ିକରେ ୧୯୦ଟି ଉଦ୍ଧାରକାରୀ ଦଳଙ୍କୁ ମୁତୟନ କରାଯାଇଛି ।…

Read More

ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବାତ୍ୟା ୟଶ ମୁକାବିଲା ପ୍ରସ୍ତୁତି ନେଇ ଅତିରିକ୍ତ ଡିଜିଙ୍କ ସମୀକ୍ଷା

୨ ଜିଲ୍ଲାର ୮୪ ଗ୍ରାମର ୧ ଲକ୍ଷ ୮୫ ହଜାର ୧୫୮ ଲୋକ ହେବେ ସ୍ଥାନାନ୍ତର ୨୪୪ ବାତ୍ୟା ଆଶ୍ରୟ ସ୍ଥଳ ଓ ୧ ହଜାର ୭୬୩ ବିଦ୍ୟାଳୟ ପ୍ରସ୍ତୁତ କଟକ(ଏନ୍.ଏମ୍.): ବାତ୍ୟା ‘ୟଶ’ର ମୁକାବିଲା ଓ ବାତ୍ୟା ପରର ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସମୀକ୍ଷା କରିଛନ୍ତି ଆଇନ ଶୃଙ୍ଖଳା ଅତିରିକ୍ତ ଡିଜି ୱାଇ କେ ଜେଠୱା । ବାତ୍ୟାର ମୁକାବିଲା କରିବା ପାଇଁ…

Read More

ବାତ୍ୟା ଯୋଗୁଁ ସରୁକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରଶାସନକୁ ସହଯୋଗ କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଏନ୍.ଏମ୍.): ଆସୁଥିବା ବାତ୍ୟା ପରିପ୍ରେକ୍ଷୀରେ ଲୋକମାନଙ୍କୁ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତର୍କ କରି କହିଛନ୍ତି ଯେ ଆମେ ଏକା ସମୟରେ ଦୁଇଟି ବଡ ବିପଦ କୋଭିଡ ଓ ବାତ୍ୟା ୟାସର ସାମ୍ନା କରୁଛେ । ତେଣୁ ସମସ୍ତେ ପ୍ରଶାସନକୁ ସ୍ଥାନାନ୍ତରରେ ସହଯୋଗ କରନ୍ତୁ ଓ ଡବଲ ମାସ୍କ ପିନ୍ଧନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତ୍ୟେକ ଲୋକଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇବା ଆମର ଲକ୍ଷ୍ୟ…

Read More

ୟାସ ମୁକାବିଲା ପାଇଁ ବିଭିନ୍ନ ସମ୍ଭାବ୍ୟ ପ୍ରଭାବିତ ସ୍ଥାନରେ ପହଞ୍ଚିଲେ ସଶସ୍ତ୍ର ସେନା

ନୂଆଦିଲ୍ଲୀ (ଏଜେନ୍ସି): ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ୟାସ୍’ ମୁକାବିଲା ନିମନ୍ତେ ସଶସ୍ତ୍ର ସେନା ବିଭିନ୍ନ ସ୍ଥାନରେ ପହଞ୍ଚିଛନ୍ତି । ଆସନ୍ତା ୨୬ତାରିଖ ବୁଧବାର ଦିନ ପୂର୍ବ ଉପକୂଳରେ ମାଡ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟାସ’ ପ୍ରଭାବର ମୁକାବିଲା ନିମନ୍ତେ ସଶସ୍ତ୍ର ସେନା ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଭାରତୀୟ ବାୟୁସେନା ଦ୍ୱାରା ୯୫୦ଜଣ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ ଜବାନ ଓ ୭୦ ଟନ୍ ଓଜନର ସାମଗ୍ରୀ ସହ ବାରଣାସୀ,…

Read More

ବାତ୍ୟା ‘ୟାସ’ ମୁକାବିଲା ନେଇ ୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଅମିତ ଶାହାଙ୍କ ସମୀକ୍ଷା

ନୂଆଦିଲ୍ଲୀ (ଏଜେନ୍ସି): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏହି ବାତ୍ୟାରେ ଦେଶର ୩ଟି ରାଜ୍ୟ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ତେବେ ବାତ୍ୟା ୟାସ ପାଇଁ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଆଦି ୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ସାହା ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବାତ୍ୟା ୟାସର ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବୈଠକରେ…

Read More