୪ହଜାର ବାତ୍ୟାବିପନ୍ନ ପରିବାରଙ୍କୁ ରୁଚି ପକ୍ଷରୁ ରିଲିଫ ବଣ୍ଟନ
୪ହଜାର ବାତ୍ୟାବିପନ୍ନ ପରିବାରଙ୍କୁ ରୁଚି ପକ୍ଷରୁ ରିଲିଫ ବଣ୍ଟନ କଟକ(ଏନ୍.ଏମ୍.): ବାତ୍ୟା ଓ ସାମୁଦ୍ରିକ ଜୁଆର ଦ୍ୱାରା କ୍ଷତିଗ୍ରସ୍ତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ମୋଟ ୪ହଜାର ବିପନ୍ନ ପରିବାରଙ୍କୁ ଓଡ଼ିଶାର ରୁଚି ଶିଳ୍ପୋଦ୍ୟୋଗ ପକ୍ଷରୁ ସ୍ୱାସ୍ଥ୍ୟପ୍ରଦ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି । ରୁଚିର ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ବିପଦବେଳର ବନ୍ଧୁ ଟିମ୍ ଦ୍ୱାରା ଉଭୟ ଜିଲ୍ଲାର ୨ହଜାର ଲେଖାଏଁ ପରିବାରକୁ ଏହି ରିଲିଫ ସାମଗ୍ରୀ ପ୍ରଦାନ କରାଯାଇଛି । ସାମୁଦ୍ରିକ ବାତ୍ୟା ‘ୟାସ୍’ର…
