ସାଂସଦଙ୍କ ସମୀକ୍ଷା ପରେ ସିଏମସିର ତତ୍ପରତା
ସାଂସଦଙ୍କ ସମୀକ୍ଷା ପରେ ସିଏମସିର ତତ୍ପରତା କଟକ(ଏନ୍.ଏମ୍.): ସାଂସଦଙ୍କ ସମୀକ୍ଷା ପରେ ସିଏମସିର ତତ୍ପରତା ଦେଖିବାକୁ ମିଳିଛି । ଗତ ସପ୍ତାହରେ ସାଂସଦ ସୁବାସ ସିଂ ବାରବାଟୀ କଟକ ନିର୍ବାଚନ ମଣ୍ଡଳୀର, ୱାର୍ଡ ନମ୍ବର ୧୩, ୧୮ ଓ ୧୯ ପରିଦର୍ଶନ କରି ଅସନ୍ତୋଷ ପ୍ରକାଶ କରିବା ସହିତ ନଳା ମାନଙ୍କ ରୁ ପଙ୍କ ଉଦ୍ଧାର କାର୍ଯ୍ୟକ୍ରମ ଖୁବ ଶୀଘ୍ର ସାରିବାକୁ ସିଏମସିକୁ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷାରେ ସିଏମସି କମିଶନର ସାଂସଦ ଯାଇଥିବା ୱାର୍ଡମାନଙ୍କୁ…
