କରୋନା କଟକଣାରେ ଇଦ-ଉଲ-ଜୁହା : ଘରେ ରହି କଲେ ନମାଜ ପାଠ
କରୋନା କଟକଣାରେ ଇଦ-ଉଲ-ଜୁହା : ଘରେ ରହି କଲେ ନମାଜ ପାଠ କଟକ(ଏନ୍.ଏମ୍.): ମୁସଲିମ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ଇଦ-ଉଲ-ଜୁହା କଟକ ସହରରେ ବୁଧବାର ପାଳନ କରାଯାଇଛି । ତେବେ ଚଳିତ ବର୍ଷ ମହାମାରୀ କରୋନା ଲାଗି ଏହି ପର୍ବ ପାଳନରେ ବାଧକ ସାଜିଛି । ଏଥିଲାଗି ସମସ୍ତ ଇସଲାମ ଧର୍ମାବଲମ୍ବୀ ପ୍ରାତଃକାଳରେ ସମୂହ ପ୍ରାର୍ଥନା ନ କରି ନ ନିଜ ଘରେ ପ୍ରାର୍ଥନା କରିଥିଲେ । ବିଶେଷକରି ସାମାଜିକ ଦୂରତ୍ୱକୁ ମାନି ପରିସ୍ଥିତିର ମୁକାବିଲା ଲାଗି…
