ରାକ୍ଷୀପୂର୍ଣ୍ଣିମାରେ ମିଳିଲା ସୁଭଦ୍ରାର ତୃତୀୟ କିସ୍ତି
ରାକ୍ଷୀପୂର୍ଣ୍ଣିମାରେ ମିଳିଲା ସୁଭଦ୍ରାର ତୃତୀୟ କିସ୍ତି କୋରାପୁଟ(ଏନ୍.ଏମ୍.): କଥା ଦେଇ କଥା ରଖିଛନ୍ତି ମୋହନ ସରକାର। ରକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରାର ତୃତୀୟ କିସ୍ତି ହିତାଧିକାରୀଙ୍କ ଖାତାକୁ ଆସିଛି। କୋରାପୁଟର ଜୟପୁରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।…
