ନିମପୁର ବସ୍ତିବାସିନ୍ଦାଙ୍କ ମୁଣ୍ଡରେ ଚଡ଼କ: ଶେଷ ପର୍ଯ୍ୟାୟରେ ରେଲୱେପ୍ରାଚେରୀ ନିର୍ମାଣ କାର୍ଯ୍ୟ
ନିମପୁର ବସ୍ତିବାସିନ୍ଦାଙ୍କ ମୁଣ୍ଡରେ ଚଡ଼କ: ଶେଷ ପର୍ଯ୍ୟାୟରେ ରେଲୱେପ୍ରାଚେରୀ ନିର୍ମାଣ କାର୍ଯ୍ୟ ଜଗତପୁର(ଏନ୍.ଏମ୍.): କଟକ ମହାନଗର ନିଗମ ୪୯ ନମ୍ବର ୱାର୍ଡ ଜଗତପୁର ଅଞ୍ଚଳରେ ରେଳବାଇ ଜମିରେ ପାଚେରୀ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ôଚଥିବାବେଳେ ଏବେ ବସ୍ତିବାସିନ୍ଦାଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ବସ୍ତିବାସିନ୍ଦାଙ୍କୁ ଥଇଥାନ ନକରି ରେଳବାଇ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଥିବାବେଳେ ଏବେ ବସ୍ତିବାସିନ୍ଦା କେଉଁଠି ରହିବେ ସେ ନେଇ ଚିନ୍ତା ବଢ଼ିଯାଇଛି । ସୂଚନା ଅନୁଯାୟୀ, ଜଗତପୁର ନିମପୁର ଠାରେ ରେଳବାଇର ପ୍ରାୟ…
