କଟକ ନଗର କଂଗ୍ରେସ ପକ୍ଷରୁ ମହଙ୍ଗାଇ ପେ ଚର୍ଚ୍ଚା
କଟକ ନଗର କଂଗ୍ରେସ ପକ୍ଷରୁ ମହଙ୍ଗାଇ ପେ ଚର୍ଚ୍ଚା କଟକ (ଏନ୍.ଏମ୍.): ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କଟକ ନଗର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ସୁରେଶ ମହାପାତ୍ରଙ୍କ ନେତୃତ୍ୱରେ ମହଙ୍ଗାଇ ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଜି କଟକ ସହରର ବିଭିନ୍ନ ମଣ୍ଡି, ବଜାର, ହାଟ, ବସଷ୍ଟାଣ୍ଡ ଜନଗହଳି ପୂର୍ଣ୍ଣ ଛକ ତଥା କଲେଜ ଛକ, ବକ୍ସିବଜାର, ଗୌରୀଶଙ୍କର ପାର୍କ, ନୟା ସଡ଼କ,…
